Latest Odisha News

BREAKING NEWS

ବଜ୍ରପାତରେ ଗୋରୁ ମଲେ ମିଳିବ ୩୭ ହଜାର ୫ ଶହ ଟଙ୍କା, ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ବଜ୍ରପାତରେ ଗୃହପାଳିତ ପଶୁ ମଲେ ସହାୟତା ମିଳିବ । ଗାଈଙ୍କ ପିଛା ମିଳିବ ୩୭ ହଜାର ୫୦୦ ଟଙ୍କାର ସହାୟତା ରାଶି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିୟମ ଅନୁସାରେ, ଏହି ସହାୟତା ରାଶି ଦିଆଯିବ । ଗାଈ ମାଲିକଙ୍କୁ ମିଳିବ ସହାୟତା ରାଶି । ମଙ୍ଗଳବାର ଅପରାହ୍ଣରେ…

ଅଳିଆ ଆବର୍ଜନାରେ ଭର୍ତ୍ତି ମାଉଣ୍ଟ ଏଭରେଷ୍ଟ : ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ବିଶ୍ୱର ସବୁଠୁ ଉଚ୍ଚ ପର୍ବତ ମାଉଣ୍ଟ ଏଭରେଷ୍ଟ । ପର୍ବତ ଶିଖରରେ ଚାରିଆଡ଼େ ଅଳିଆ ଆବର୍ଜନ ବିଛାଡ଼ି ହୋଇ ଏଣେତେଣେ ପଡ଼ିଛି । ଖାଲି ଅମ୍ଳଜାନ ସିଲିଣ୍ଡର, ନଷ୍ଟ ହୋଇଯାଇଥିବା କ୍ୟାମ୍ପ, ଫୁଡ଼ କଣ୍ଟେନର ଆଦି ପର୍ବତରେ ପଡ଼ିଥିବା ଦେଖିବାକୁ ମିଳିଛି ।…

ତହସିଲ୍ କାର୍ଯ୍ୟାଳୟରୁ ଆର.ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ୍ କାର୍ଯ୍ୟାଳୟରୁ ଜଣେ ରାଜସ୍ୱ ନିରୀକ୍ଷକଙ୍କ ଝୁଲନ୍ତା ମୃତଦେହ ମିଳିଛି । ମୃତ ଆର.ଆଇ ଜଣଙ୍କ ହେଉଛନ୍ତି ସଞ୍ଜୟ ଦାସ । ସେ ନିଶ୍ଚିନ୍ତକୋଇଲି ତହସିଲ୍ ଅନ୍ତର୍ଗତ ତରତଶାସନର ରାଜସ୍ୱ ନିରୀକ୍ଷକ ଥିଲେ । ସୂଚନା ଅନୁସାରେ, ଅପରାହ୍ଣ ପ୍ରାୟ ୫ଟା…

ପୀଡିତା ନାବାଳିକାଙ୍କ କକା କହିଲେ, ବ୍ରିଜଭୂଷଣଙ୍କୁ ଫସାଇବା ପାଇଁ ମୋ ଝିଆରୀଙ୍କୁ ବ୍ୟବହାର କରାଯାଉଛି

ରୋହତାକ: ରେସଲରଙ୍କ ଆନ୍ଦୋଳନରେ ନୂଆ ନୂଆ କଥା ସାମ୍ନାକୁ ଆସିଛି । ଗୋଟିଏ ପଟେ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଗିରଫ ଦାବୀରେ ରେସଲରମାନେ ଆନ୍ଦୋଳନ ଜାରୀ ରଖିଥିବା ବେଳେ ମଙ୍ଗଳବାର ଏକ ଚାଂଚଲ୍ୟକର ତଥ୍ୟ ସମ୍ମୁଖକୁ ଆସିଛି । ଯେଉଁ ନାବାଳିକା ରେସଲରଙ୍କୁ ନେଇ ସେମାନେ…

ଓଡ଼ିଶାରୁ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣର ୨୦ ବିଜେତାଙ୍କ ଇସ୍ରୋ ଅହମ୍ମଦାବାଦରେ ମହାକାଶ ଚମତ୍କାରିତା ଅନୁସନ୍ଧାନ

ଭୁବନେଶ୍ୱର: ଅହମ୍ମଦାବାଦ ସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ମହାକାଶ ପ୍ରୟୋଗ କେନ୍ଦ୍ର (ଏସ୍‌ଏସି)ର ସ୍ୱପ୍ନର ପରିଦର୍ଶନରୁ ଓଡ଼ିଶାର ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ (ୟାଟ୍‌ସ) ୨୦୨୨-୨୩ ବିଜେତାମାନେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଥି ସହିତ ଚଳିତ ବର୍ଷ ୟାଟ୍‌ସ…

ବିବାହର ଶୁଭ ମୁହୂର୍ତ୍ତ ଗଡ଼ି ଯାଉଥିଲା,ଜାମ୍‌ରେ ଫସି ରହିଥିବା ବର ଗଲେ ବାଇକ୍‌ରେ

ଝାରଖଣ୍ଡ: ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ, ଯାହା ଆମକୁ ହସି ହସି ବେଦମ କରୁଥିବା ବେଳେ ଆଉ କିଛି ଆଶ୍ଚର୍ଯ୍ୟ ବି କରିଥାଏ । ଏବେ ସେମିତି ଏକ ଭିଡ଼ିଓ ଦେଖିବାକୁ ମିଳିଛି, ଯେଉଁଥିରେ ଟ୍ରାଫିକ୍ ଜାମ୍‌ରେ ଫସି ରହିଥିବା ଜଣେ ବର ବାଇକ୍‌ରେ ଯାଉଛନ୍ତି । କାରଣ…

ଜନସାଧାରଣଙ୍କୁ ଫାଇଦା ପହଞ୍ଚାଉଛି ହିଣ୍ଡାଲକୋ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ କମ୍ପାନୀ ହିଣ୍ଡାଲକୋ ପକ୍ଷରୁ ଓଡ଼ିଶାର ସମ୍ବଲପୁରରେ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଉତ୍ତମ ଏବଂ ଅର୍ଥପୂର୍ଣ୍ଣ ଜୀବନ ସୁନିଶ୍ଚିତ କରିବାକୁ ବିବିଧ ସ୍ୱାସ୍ଥ୍ୟସେବା ପ୍ରୟାସ ହାତକୁ ନିଆଯାଇଛି । ଗତବର୍ଷ ହୀରାକୁଦର ୫ଟି ୱାର୍ଡରୁ ପ୍ରାୟ ୧୪,୦୦୦ ଲୋକ…

ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ: ସିଇସି

ଭୁବନେଶ୍ୱର: ଆରବ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଜୁନ୍ ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ଦକ୍ଷିଣ ଓ ପୂର୍ବ ଭାରତକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍…

ସୋଆକୁ ଏଜୁକେସନ୍ ୱାର୍ଲ୍ଡ ପକ୍ଷରୁ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନରେ ସମ୍ମାନିତ କରାଯାଇଛି । ଗତ ଶନିବାର ଦିନ ନୂଆଦିଲ୍ଲୀ ଠାରେ ଏଜୁକେସନ୍ ୱାର୍ଲ୍ଡ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ପ୍ରଦାନ କରାଯାଇଥିବା ସମ୍ମାନ ଅନୁଯାୟୀ…

ବିବାହ ମଣ୍ଡପରୁ କନ୍ୟା ଫେରାର, ୧୩ ଦିନ ମଣ୍ଡପରେ ଜଗି ରହିଲା ବର

ରାଜସ୍ଥାନ: ନିଜ ବିବାହକୁ ନେଇ ଖୁସି ନ ଥିବା ବର ହେଉ ବା କନ୍ୟା ବିବାହ ପୂର୍ବରୁ ଫେରାର ହୋଇଯିବା କିଛି ନୂଆ କଥା ନୁହେଁ । ଅନେକ କ୍ଷେତ୍ରରେ ଯଦି କନ୍ୟା ବିବାହ ପୂର୍ବରୁ ଫେରାର ହୋଇଯାଏ , ତାହାହେଲେ ବର ଶିଶୁପାଳ ହୋଇଥାଏ । ନଚେତ୍ ଆପୋଷ ମିଳାମିଶାରେ କନ୍ୟାର ସାନ ଭଉଣୀକୁ ବିବାହ କରି…