Latest Odisha News

BREAKING NEWS

ୟୁରୋପରେ ଆଣ୍ଠୁର ସର୍ଜରୀ କରାଇଲେ ପ୍ରଭାସ

ମୁମ୍ବାଇ: ସାଉଥର ସୁପରଷ୍ଟାର ପ୍ରଭାସ । ନିଜ ଅଭିନୟର ଯାଦୁରେ ଲୋକଙ୍କ ହୃଦୟରେ ଘର କରି ରହିଛନ୍ତି । ଏବେ ‘ପ୍ରୋଜେକ୍ଟ କେ’, ‘ସାଲାର ପାର୍ଟ ୧ : ସିଜଫାୟାର’, ‘ରାଜା ଡିଲକ୍ସ’ ଏବଂ ‘ସ୍ପିରିଟ’ ଭଳି ଅନେକ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଏସବୁ ମଧ୍ୟରେ ସମୟ ବାହାର କରି ପ୍ରଭାସ ବିଦେଶ ଯାଇ…

ଘରଭଡ଼ା ପାଇଁ ଇଣ୍ଟରଭ୍ୟୁ ଦେଲେ ମହିଳା

ବେଙ୍ଗାଲୁର: ଆଜିକାଲି ଲୋକେ ଚାକିରି ହେଉ ବା ବ୍ୟବସାୟ ପାଇଁ ସହର ମୁହାଁ ହେଉଛନ୍ତି । ଘର କିଣିବା ସମ୍ଭବ ନ ହେବାରୁ ବାଧ୍ୟ ହୋଇ ଭଡ଼ା ଘରେ ରହିଥାନ୍ତି । ଏଥିଲାଗି ଭଡ଼ାଟିଆଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏବେ ନିକଟରେ ଘରମାଲିକ ଓ ଭଡ଼ାଟିଆଙ୍କୁ ନେଇ ଚକିତ କଲାଭଳି ଏକ ଘଟଣା…

କୁମ୍ଭୀରକୁ ରାନ୍ଧି ଖାଇଲେ ଯୁବତୀ, ଭିଡ଼ିଓ କଲେ ସେୟାର

ବେଜିଂ: ଚୀନ୍‌ରେ ଲୋକେ ଝିଟିପିଟି ହେଉ କି ଅସରପା ଖାଉଥିବା ଆପଣ ନିଶ୍ଚୟ ଶୁଣିଥିବେ ବା ଦେଖିଥିବେ । ସେଠାକାର ଲୋକଙ୍କ ଖାଦ୍ୟପେୟରେ କିଛି ଅସୁବିଧା ହୋଇ ନ ଥାଏ । କାରଣ ସେମାନେ ନ୍ୟୁଟ୍ରିଶନ ନାମରେ କୌଣସି ପ୍ରାଣୀଙ୍କୁ ବି ଖାଇଖାନ୍ତି । ଅନେକ ସମୟରେ ତ କୀଟକୁ କଞ୍ଚା ଖାଉଥିବା…

ୟୁପି ପରେ ଝାଡଖଣ୍ଡରୁ ଆଇଏସଆଇଏସ ସହ ଜଡିତ ୨ ଆତଙ୍କବାଦୀ ଗିରଫ

ରାଞ୍ଚି: ଝାଡଖଣ୍ଡର ଏଟିଏସ୍ କୁ ମିଳିଛି ବଡ ସଫଳତା । ଆଜି (ବୁଧବାର) ରାଜ୍ୟର ଗୌଡା ଏବଂ ହଜାରିବାଗ ଜିଲ୍ଲାରୁ ଦୁଇ ଜଣ ଆଇଏସଆଇଏସ ସହ ଜଡିତ ଆତଙ୍କବାଦୀଙ୍କୁ ଗିରଫ କରିଛି ଝାଡଖଣ୍ଡ ଏଟିଏସ୍ । ଏହାପରେ ଏଟିସ ଉଭୟଙ୍କୁ ନିଜ ହେପାଜତକୁ ନେଇ ଖୋଳତାଡ ଆରମ୍ଭ କରିଛି । ଏହାର ଦୁଇ ଦିନ ପୂର୍ବରୁ…

‘ରାହୁଲଙ୍କୁ ଗୁରୁତ୍ୱ ଦେଉନି ଦଳ, ଗମ୍ଭୀରତାର ସହ ନେଉ ନାହାନ୍ତି ଲୋକେ’

ଭୋପାଳ: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି ଅଛି । ଏହାପୂର୍ବରୁ ରାଜନୈତିକ ତାତି ବୃଦ୍ଧି ପାଇଛି । ନିର୍ବାଚନ ପ୍ରଚାର ସମୟରେ ନେତାମାନେ ପରସ୍ପର ଉପରେ କଡ଼ା କଟାକ୍ଷ କରୁଛନ୍ତି । ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର…

ଉଡି ଉଡି ଆସି ପାର୍ସଲ ଦେଲେ ଡେଲିଭରି ବଏ, ଲୋକେ ଚକିତ

ଦୁବାଇ: ଆଜିକାଲି ସୋସିଆଲ ମିଡ଼ିଆରେ ଅଜବ ଅଜବ ଭିଡ଼ିଓ ସବୁ ଦେଖିବାକୁ ମିଳୁଛି । ଯାହାକୁ ଦେଖିଲେ ବି ବିଶ୍ୱାସ କରିବା ସହଜ ହୁଏନାହିଁ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି,ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜଣେ ଡ଼େଲିଭରି ବଏ ଉଡ଼ି ଉଡ଼ି ଆସି ପାର୍ସଲ ଦେଉଛନ୍ତି । ଏହି ଭିଡ଼ିଓ…

ଲକଡାଉନ୍ ସମୟରେ ବୁକିଂ ହୋଇଥିବା ଯାତ୍ରୀଙ୍କ ବିମାନ ଟିକେଟ୍ ପଇସା ଫେରାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଭିଡ୍ ପାଇଁ ଲକଡାଉନ ହୋଇଯିବାରୁ ବିମାନ ସେବା ବାତିଲ ହୋଇଥିଲା। ହେଲେ ଆଗୁଆ ଟିକେଟ୍ ବୁକିଂ କରିଥିବା ଯାତ୍ରୀ ଏଯାବତ ଟିକେଟ୍ ପଇସା ଫେରିପାଇନଥିଲେ। ଏବେ କେନ୍ଦ୍ର ସରକାର ଏଥିପାଇଁ ଅନ୍ ଲାଇନ୍ ଟିକେଟ୍ ବୁକିଂ ପୋର୍ଟାଲ ଗୁଡିକୁ ଟିକେଟ୍ ପଇସା ଫେରସ୍ତ କରିବାକୁ ନିର୍ଦ୍ଦେଶ…

ଅଫେରା ରାଇଜରେ ମହେଶ୍ୱର, ଝୁରୁଛି ପୋଷା କୁକୁର

ପୁରୀ: ଆରପାରିରେ ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ମହେଶ୍ବର ମହାନ୍ତି । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ହଜାର ହଜାର ସ୍ଥାନୀୟ ଜନତା, କର୍ମୀ ଓ ରାଜନେତା, ତାଙ୍କ ବାସଭବନ, ପୁରୀ ପାର୍ଟି ଅଫିସ ଓ ସ୍ୱର୍ଗଦ୍ବାରରେ ତାଙ୍କର ଶେଷ ଦର୍ଶନ…

କପାଳରେ ପ୍ରେମିକଙ୍କ ନାଁରେ ଟାଟୁ କଲେ ଯୁବତୀ, ଭିଡ଼ିଓ କଲେ ସେୟାର

ବ୍ରିଟେନ: ଆଜିକାଲି ଯୁବପିଢୀଙ୍କ ଶରୀରରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । ଆଉ ପ୍ରେମିକା-ପ୍ରେମିକ ନିଜର ଭଲ ପାଇବାକୁ ପ୍ରମାଣ ଦେବା ପାଇଁ ଶରୀରରେ ନିଜ ପ୍ରିୟ ଲୋକର ନାଁ ଟାଟୁ କରିଥାନ୍ତି । ହେଲେ ବ୍ରିଟେନର ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ନାମକୁ ନିଜ କପାଳରେ ସ୍ଥାୟୀ ଭାବେ…

‘ଲୋକସଭାରୁ ମହୁଆଙ୍କୁ ବହିଷ୍କାର କର’, ସଦାଚାର କମିଟିର ରିପୋର୍ଟରେ ଉଲ୍ଲେଖ!

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରାଙ୍କ ବିରୋଧରେ ଆସିଥିବା ପ୍ରଶ୍ନ ପାଇଁ ଲାଞ୍ଚ ଅଭିଯୋଗର ଯାଞ୍ଚ କରିଥିବା ସଂସଦୀୟ ସଦାଚାର କମିଟି ତାଙ୍କୁ ଲୋକସଭାରୁ ବହିଷ୍କାର କରିବା ପାଇଁ ସୁପାରିସ କରିଛି। କମିଟି 500 ପୃଷ୍ଠା ସମ୍ବଳିତ ରିପୋର୍ଟରେ ମୈତ୍ରାଙ୍କ ଦ୍ବାରା କରାଯାଇଥିବା…