Latest Odisha News

BREAKING NEWS

ଦିଲ୍ଲୀରେ ବାୟୂ ପ୍ରଦୂଷଣ ହ୍ରାସ କରିବାକୁ ପରାମର୍ଶ ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅଞ୍ଚଳର ଲୋକମାନେ ବର୍ଦ୍ଧିତ ବାୟୁ ପ୍ରଦୂଷଣ ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯେଉଁଥିପାଇଁ ଦିଲ୍ଲୀରେ ନଭେମ୍ବର ୧୦ ପର୍ଯ୍ୟନ୍ତ ସ୍କୁଲଗୁଡିକ ବନ୍ଦ ରଖାଯାଇଛି । ଲୋକଙ୍କୁ ଅଫିସକୁ ଆସିବା ପରିବର୍ତ୍ତେ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଛି ।…

ଚୋରା ମୋବାଇଲ ରାକେଟର ପର୍ଦ୍ଦାଫାସ, ୯ ଗିରଫ

କୋରାପୁଟ: ବିସିଂହପୁର ପୋଲିସକୁ ବଡ ସଫଳତା । ଚୋରା ମୋବାଇଲ ରାକେଟର ପର୍ଦ୍ଦାଫାସ କରିବା ସହ ୯ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ୧୨ଟି ମୋବାଇଲ ଜବତ କରିଛି ପୋଲିସ । ସୂଚନା ଅନୁସାରେ, ଗତ ଫ୍ରେବୁୟାରୀ ମାସରେ ସ୍ଥାନୀୟ ଭାତପାଇ ଗୁଡା ଗ୍ରାମରେ ଗୋଟିଏ ଦିନରେ ୧୧ ଟି ମୋବାଇଲ…

ଜଗମୋହନ ମରାମତି ମାମଲା: ASIର ସତ୍ୟପାଠ ଅଗ୍ରାହ୍ୟ

କଟକ: ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲା । ଏଏସଆଇ ତଥ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ । ସତ୍ୟପାଠ ଅସମ୍ପୂର୍ଣ୍ଣ ଦର୍ଶାଇ ଅଗ୍ରାହ୍ୟ କଲେ ହାଇକୋର୍ଟ । ସତ୍ୟପାଠ ଅଗ୍ରାହ୍ୟ ପରେ ଫେରାଇନେଲେ ASI କର୍ତ୍ତୃପକ୍ଷ । ସେହିପରି ବିସ୍ତୃତ ଭାବେ ସାନି ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ଦେଲେ…

ବିମୁଦ୍ରୀକରଣକୁ ୭ ବର୍ଷ; ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ବିମୁଦ୍ରୀକରଣକୁ ପୁରିଛି ୭ ବର୍ଷ । ୨୦୧୬ ନଭେମ୍ବର ୮ ଆଜିର ଦିନରେ ମୋଦୀ ସରକାର ବିମୁଦ୍ରୀକରଣ ନେଇ ଘୋଷଣା କରିଥିଲେ । ତେବେ ଏହାକୁ ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହା ମାଧ୍ୟମରେ ରୋଜଗାର ଏବଂ ଅସଂଗଠିତ ଅର୍ଥନୀତି ନଷ୍ଟ…

ଡିସେମ୍ବର ପହିଲାରୁ ରାଜ୍ୟତମାମ ବସ୍ ଧର୍ମଘଟ

ଭୁବନେଶ୍ବର : ଡିସେମ୍ବର ୧ ତାରିଖରୁ ରାଜ୍ୟ ତମାମ ବସ୍ ଧର୍ମଘଟ ।  ଚଳିତ ମାସ ୧ ତାରିଖଠାରୁ ସଂଘ ଧର୍ମଘଟରୁ ଓହରି ଯାଇଥିଲା । ମାତ୍ର ପୁଣି ଥରେ ଆନ୍ଦୋଳନ ପାଇଁ ସଜବାଜ ହୋଇଛନ୍ତି । ବସ୍ ଧର୍ମଘଟ ନେଇ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି । ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ…

ଆସ ବୁଲିଯିବା ଓଡିଶା: କଫି ବଗିଚା ଭିତରେ ଥିବା କଫି କାଫେରେ ଶୀତର ମଜା

କନ୍ଧମାଳ: ଆସିଲାଣି ଶୀତଋତୁ । ଶୀତଋତୁରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ତଥା ପିକନିକ ସ୍ପଟରେ ଅନେକ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୁଏ । ଜଞ୍ଜାଳମୟ ଜୀବନରୁ ଟିକିଏ ଫୁରସତ ମିଳିଲେ ଲୋକେମାନେ ଖୋଜି ବୁଲନ୍ତି ଶାନ୍ତିପୂର୍ଣ୍ଣ ସ୍ଥାନଟିଏ । ଯେଉଁଠାରେ ପରିବାର ତଥା ନିଜର…

ନେପାଳ ପରେ ଥରିଲା ଇଣ୍ଡୋନେସିଆ : ବାନ୍ଦା ସାଗରରେ ୬.୯ ତୀବ୍ରତାର ଭୂକମ୍ପ ଝଟକା , ସୁନାମୀ ଆଲର୍ଟ

ନୂଆଦିଲ୍ଲୀ : ନେପାଳ ପରେ ଥରିଲା ଇଣ୍ଡୋନେସିଆ ।  ବାନ୍ଦା ସାଗରରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି  । ଯାହାର ତୀବ୍ରତା ରିକ୍ଟର ସ୍କେଲରେ  ୬.୯ ରେକର୍ଡ ହୋଇଛି। ଲଗାତାର ଦୁଇ ଧରି ଭୂକମ୍ପ ଅନୁଭୂତ ହୋଇଛି । ସମାନ ଅଞ୍ଚଳରେ ୭.୦ ମ୍ୟାଗ୍ନିଚ୍ୟୁଡର ଆଉ ଏକ ଭୂକମ୍ପ ଘଟିଥିଲା ​​ ।…

ଆଇସିସି ଦିନିକିଆରେ ବ୍ୟାଟର ତାଲିକା: ବାବରଙ୍କ ମୁଣ୍ଡରୁ ମୁକୁଟ ଓହ୍ଲାଇଆଣିଲେ ଗିଲ୍

ନୂଆଦିଲ୍ଲୀ: ଚଳିତ ଆଇସିସି ବିଶ୍ୱକପରେ ଶୁଭମନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ବିଶ୍ବର ଏକ ନମ୍ବର ଦିନିକିଆ ବ୍ୟାଟର ବାବର ଆଜମଙ୍କ ଏକ ନମ୍ବର ରେକର୍ଡ କ୍ୟାରିୟରର ଅନ୍ତ ଘଟିଛି। ଗିଲ୍ ବୁଧବାର ଦିନିକିଆ ବ୍ୟାଟିଂ ମାନ୍ୟତାରେ ପାକିସ୍ତାନ ଅଧିନାୟକ ବାବରଙ୍କୁ ପଛରେ ପକାଇ ଆଇସିସି ଦିନିକିଆ…

ମହିଳାଙ୍କୁ ଅପମାନଜନିତ ମନ୍ତବ୍ୟ: ନାଁ ନନେଇ ଭରା ମଞ୍ଚରେ ନୀତିଶଙ୍କ ଧୁଲେଇ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିରୋଧୀ ତଥା ପ୍ରତିଦ୍ବନ୍ଦୀ ନେତାଙ୍କୁ ମୈାକ ଦେଖି ସମାଲୋଚନା କରିବା ନେତାଙ୍କ ନିତିଦିନିଆ କଥା। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଗତକାଲି ନୀତୀଶ ବିଧାନସଭାରେ ଜନ୍ମ ନିୟନ୍ତ୍ରଣରେ…

ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବ ‘ମହକ’ର ପୁରସ୍କାର ବିତରଣ ସମାରୋହ

ଭୁବନେଶ୍ୱର : ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବ ‘ମହକ’ର ଦ୍ୱିତୀୟ ଦିବସରେ ପୁରସ୍କାର ବିତରଣ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶୁଭ ଶର୍ମା, ଗାୟିକା ଦୀପ୍ତି ରେଖା ପାଢ଼ୀ ଏବଂ ଅଭିନେତା…