Latest Odisha News

BREAKING NEWS

ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବ ‘ମହକ’ର ପୁରସ୍କାର ବିତରଣ ସମାରୋହ

ଭୁବନେଶ୍ୱର : ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବ ‘ମହକ’ର ଦ୍ୱିତୀୟ ଦିବସରେ ପୁରସ୍କାର ବିତରଣ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶୁଭ ଶର୍ମା, ଗାୟିକା ଦୀପ୍ତି ରେଖା ପାଢ଼ୀ ଏବଂ ଅଭିନେତା…

ବଢୁଛି ପ୍ରଦୂଷଣର ମାତ୍ରା : ଦିଲ୍ଲୀରେ ସ୍କୁଲ ଛୁଟି ବୃଦ୍ଧି କଲେ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଲଗାତାର ପ୍ରଦୂଷଣ ବଢିବାରେ ଲାଗିଛି । ଆଜି ବି ପ୍ରଦୂଷଣର ମାତ୍ରା ଅପରିବର୍ତ୍ତିତ ରହିଛି  । ଦିଲ୍ଲୀରେ ଏକ୍ୟୁଆଇ ୯୦୦ପାର ହୋଇସାରିଛି  । ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି । ନିଶ୍ବାସ ପ୍ରଶ୍ବାସ ନେବା ବି…

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲା: ଅଭିଯୁକ୍ତ ଘନିଆର ଉଦ୍ଦେଶ୍ୟ ସ୍ପଷ୍ଟ କଲା ପୋଲିସ

ଭୁବନେଶ୍ୱର: ୪ ବର୍ଷର ନାବାଳିକା ଦିନକ ପୂର୍ବରୁ ହତ୍ୟାର ଶିକାର ହୋଇଥିଲା। ଏହା ପୂର୍ବରୁ ସେ ଦୁଷ୍କର୍ମର ଶିକାର ହୋଇଥିବା ନେଇ ଅଭିଯୋଗ ରହିଥିବା ବେଳେ ପୋଲିସ ଏହି ମାମଲାରେ ଅଭିଯୁକ୍ତ ଘନିଆ ଦାସକୁ ଗିରଫ କରିବାର ଦିନକ ପରେ ଘଟଣା ବାବଦରେ ସ୍ପଷ୍ଟ କରିଛନ୍ତି ଟ୍ୱିନ୍ ସିଟି ପୁଲିସ…

ନିର୍ବାଚନର କେଇମାସ ପୂର୍ବରୁ ଉପବାଚସ୍ପତି ପଦରୁ ରାଜନୀକାନ୍ତ ସିଂହ କାହିଁକି ଇସ୍ତଫା ଦେଲେ?

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପିଚ୍ ପାଇଁ ଉଭୟ ବିଧାନସଭା ଏବଂ ଲୋକସଭା ଆସନ ପାଇଁ ନେତା ପ୍ରସ୍ତୁତି ବେଳେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ଉପବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂହ। ବିଧାନସଭାରେ ପହଂଟି ୨୦୧୯ରେ ଅନ୍ତିମ ସାଧାରଣ ନିର୍ବାଚନ ପରେ ଜୁନ ମାସରୁ…

ମହିଳା ସାମ୍ବାଦିକଙ୍କୁ ମାଡ ମାରିବା ମାମଲା : ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ଵର: ମହିଳା ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ଗିରଫ ହୋଇଥିବା ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ୫୦ ହଜାର ଟଙ୍କା ଜୋରିମାନା ସହ ଜଣେ ଜାମିନଦାର ବଦଳରେ ସର୍ତ୍ତମୂଳକ ଭାବେ ଜାମିନ ଦେଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । ସୂଚନା ଅନୁସାରେ,…

ବାଘ ଚମଡା ଡିଲ ବେଳେ ୨ ମାଫିଆ ଗିରଫ

ରାୟଗଡା: ପୁଣି କଲରାପତରିଆ ବାଘ ଚମଡା ଜବତ । ରାୟଗଡାରେ ବାଘ ଚମଡା ଡିଲ ବେଳେ ଦୁଇ ଜଙ୍ଗଲ ମାଫିଆ ଗିରଫ । ଉଭୟ ମାଫିଆଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଚମଡା ଜବତ କରାଯାଇଛି । ଘଟଣାର ତଦନ୍ତ କରୁଛି ଏସଟିଏଫ୍ । ସୂଚନା ମୁତାବକ, ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ତାମ୍ପରବିଦୁନି ଛକରେ…

ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା : ବିଧାୟକ ସୁଶାନ୍ତ ସିଂଙ୍କ ଗିରଫ ଦାବିରେ ଏସପି ଅଫିସ ଘେରିଲା ବିଜେପି

ବରଗଡ : ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା । NHRCରେ ଅଭିଯୋଗ କଲେ ସୂଚନା ଅଧିକାର କର୍ମୀ ସୁବ୍ରତ ଦାଶ । ଭଟଲୀ ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରାଯାଇଛି । ସୁଶାନ୍ତଙ୍କ ନାଁରେ ପୋଲିସ କୌଣସି ମାମଲା ରୁଜ୍ଜୁ କରୁନି ,ଏ ନେଇ ସୁବ୍ରତ ଫେରାଦ ହୋଇଛନ୍ତି…

ମାସକରେ ଦୁଇଟି ହିଟ୍ ରଣ୍ଡ ରନ୍: ଗୋଟିଏରେ ପୋଲିସର ସକ୍ରିୟତା, ଅନ୍ୟଟିରେ ସଙ୍କୋଚପଣ?

ଭୁବନେଶ୍ୱର: ରାଜଧାନୀରେ ଆଇନ୍ ଶୃଙ୍ଗଳା ଓ ବଢୁଥିବା ଅପରାଧକୁ ନିୟନ୍ତ୍ରଣ ଦାୟିତ୍ବରେ ଥିବା କମିଶନରେଟ ପୋଲିସକୁ ନେଇ ଏବେ ରାଜଧାନୀରୁ ଝାରସୁଗୁଡା ଚର୍ଚ୍ଚା। ରାଜଧାନୀରେ ମାସକ ବ୍ୟବଧାନରେ ଦୁଇ ଦୁଇଟି ହିଟ୍ ଆଣ୍ଡ ରନ୍ ମାମଲା ଘଟିଲା କିନ୍ତୁ ପୋଲିସ ଯେଉଁ ଭଳି ଭାବେ ତଦନ୍ତ କରୁଛି ତାକୁ…

ରେଭ ପାର୍ଟିରେ ସାପ ବିଷ ମାମଲା: ଏଲଭିଶ ଯାଦବଙ୍କୁ ରାତିଅଧିଆ ଜେରା

ନୋଏଡା: ରେଭ ପାର୍ଟିରେ ସାପ ବିଷ ସପ୍ଲାଇ ମାମଲା ନେଇ ବିଗ୍ ବସ୍ ବିଜେତା ତଥା ୟୁଟ୍ୟୁବର୍ ଏଲଭିଶ ଯାଦବ ନୋଏଡା ପୋଲିସ ନିକଟରେ ହାଜର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏଲଭିଶ ଯାଦବ ସେକ୍ଟର -୨୦ ପୋଲିସ ଷ୍ଟେସନରେ ପହଞ୍ଚି ହାଜର ହୋଇଥିଲେ । ପୋଲିସ ଏଲଭିଶ ଯାଦବଙ୍କୁ ପ୍ରାୟ ୩ ଘଣ୍ଟା…

କୋରାପୁଟରେ ଚାଞ୍ଚଲ୍ୟ: ଘର ଭିତରୁ ମିଳିଲା ମନ୍ଦିର ପୂଜକଙ୍କ ମୃତଦେହ

କୋରାପୁଟ: କୋରାପୁଟରେ ଚାଞ୍ଚଲ୍ୟ । ମା ବୁଢୀ ଠାକୁରାଣୀ ମନ୍ଦିରର ପୂଜକଙ୍କ ମୃତଦେହ ଉଦ୍ଧାର । ଘର ଭିତରୁ ମିଳିଲା ପୂଜକଙ୍କ ମୃତଦେହ । କୋରାପୁଟ ଟାଉନ୍ ଥାନା ଅନ୍ତର୍ଗତ ବୁଢୀ ଠାକୁରାଣୀ ମନ୍ଦିର ପଛପଟେ ଥିବା ପୂଜକଙ୍କ ଘରୁ ତାଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ । ପୂଜକଙ୍କ ନାଁ ରମେଶ…