Latest Odisha News

BREAKING NEWS

ମାତିଛି ଭାଲୁ : କଳହାଣ୍ଡିରେ ମହିଳାଙ୍କୁ ମାରି ଖାଇଲା

ଧର୍ମଗଡ : ପ୍ରଥମେ ବାଘ , ଆଉ ତା ପରେ ହାତୀ ଆଉ ଏବେ ଭାଲୁ ଆତଙ୍କ ଦେଖାଦେଇଛି  । ବନ୍ୟ ଜନ୍ତୁ ଗୁଡିକ ଖାଦ୍ୟ ଅନ୍ବେଶଣରେ ଏବେ ଗାଁ ମୁହାଁ ହେଉଛନ୍ତି । ଫଳରେ ବିଭିନ୍ନ ସ୍ଥାନରେ ବ୍ୟାପକ ଧନଜୀବନ ନଷ୍ଟ ହେବା ସହ ଅନେକ ସ୍ଥାନରେ ବହୁମୂଲ୍ୟ ଜୀବନ ମଧ୍ୟ ଚାଲିଯାଉଛି । ଏମିତି କିଛି ଘଟଣା…

ମୂଲ୍ୟବାନ ଧାତୁରେ ଭରି ରହିଥିବା ୩୧୫ ବର୍ଷ ତଳର ଜାହାଜକୁ ସମୁଦ୍ର ଭିତରୁ ବାହାର କରିବ କଲମ୍ବିଆ

ବୋଗଟା: ୩୧୫ ବର୍ଷ ତଳେ ସମୁଦ୍ରରେ ବୁଡି ଯାଇଥିବା ସାନ ଜୋସେ ଜାହଜକୁ ବାହାର କରିବା ପାଇଁ କଲମ୍ବିଆ ସରକାର ନିଷ୍ପତି ନେଇଛନ୍ତି । ଏହି ଜାହାଜରେ ମୂଲ୍ୟବାନ ଧାତୁ ଭରି ରହିଥିବା ଜଣାପଡିଛି । ଏହି ଜାହଜ ୧୭୦୮ରେ କିଙ୍ଗ ଫିଲିପ ୫ମଙ୍କ ନାମରେ ଥିଲା । ବ୍ରିଟିଶ ନୌସେନା ବିପକ୍ଷ ଯୁଦ୍ଧରେ ଏହା…

ତିର୍ତ୍ତୋଲରେ ବିଭତ୍ସ ହତ୍ୟା, ଜଣେ ମୃତ, କାରଣ ଅସ୍ପଷ୍ଟ

ପୁରୀ: ପୂର୍ବ ଶତ୍ରୁତାକୁ ନେଇ ତିର୍ତ୍ତୋଲରେ ବିଭତ୍ସ ହତ୍ୟା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସାଇଲୋ ପଞ୍ଚାୟତ ହିତରଣ ଗାଁରେ ଦୁଇ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଯୁବକ । ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ମଣିଜଙ୍ଗା ହସ୍ପିଟାଲରେ…

ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ପଡିଲା ମହଙ୍ଗା: ଜଣେ ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅଞ୍ଚଳରେ ଜଣେ ଯୁବକଙ୍କୁ ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ଅଭିଯୋଗରେ ଗିରଫ କରିଛି ବନ ବିଭାଗ  । ଗିରଫ ଯୁବକ ଜଣକ କୁଲାଡ ଗାଁର ଦିନେଶ ସାହୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଦୀର୍ଘ ଏକ ବର୍ଷ ହେବ ବଅଁରପାଳ ବ୍ଲକ ଅଞ୍ଚଳ ହାତୀ ମାନଙ୍କର…

ରାଜ୍ୟରେ କମୁନି ହାତୀ ମୃତ୍ୟୁ: ପୁଣି ଏକ ଦନ୍ତାର ଗଳିତ ମୃତଦେହ ଉଦ୍ଧାର

ଢେଙ୍କାନାଳ: ରାଜ୍ୟରେ କମୁନି ହାତୀ ମୃତ୍ୟୁ । ପୁଣି ଏକ ଦନ୍ତାର ଗଳିତ ମୃତଦେହ ଉଦ୍ଧାର । ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଖଜୁରିଆକଟା ସେକସନ ନୂଆବଗ ବ୍ୟାରେଜ ନିକଟରୁ ଏକ ଦନ୍ତା ହାତୀର ମୃତଦେହ ଠାବ । ଦନ୍ତାଟିର ବୟସ ୨୦ରୁ ୨୫ ବର୍ଷ ହୋଇଥିବା ବେଳେ ହାତୀ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ…

ଏହି ମନ୍ଦିରରେ ତାନ୍ତ୍ରିକ ରୀତିନୀତିରେ ପୂଜା ପାଆନ୍ତି ମାଆ କାଳୀ

ନୂଆଦିଲ୍ଲୀ : ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳୀ  । କାଳୀପୂଜାରେ ସାଧାରଣତଃ କାଳୀ ମାଆଙ୍କୁ ପଜା କରାଯାଏ  । ଦେଶର ବିଭିନ୍ନ ସ୍ଥାନରେ ମାଆଙ୍କ ମନ୍ଦିର ରହିଛି  । ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ମନ୍ଦିର ସମ୍ପର୍କରେ କହିବାକୁ ଯାଉଛୁ  । ଯେଉଁଠି ମାଆଙ୍କୁ ତାନ୍ତ୍ରିକ ରୀତିନୀତିରେ ପୂଜା…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି କାର୍ତ୍ତିକ-କୃଷ୍ଣ ଦଶମୀ ମଳ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସ୍ୱତନ୍ତ୍ର ନୀତି ପାଇଁ ଅପରାହ୍ଣ ୫ଟାରୁ ରାତି ୯ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ। ରାତି ୯ଟା ପରେ ଦର୍ଶନ ସ୍ବାଭାବିକ ହେବ।…

ସମ୍ବଲପୁର ଚିଡ଼ିଆଖାନାକୁ ଆସିଲା ନୂଆପଡ଼ାର ମଣିଷଖିଆ ବାଘ

ସମ୍ବଲପୁର: ସମ୍ବଲପୁର ଆସିଲା ନୂଆପଡା ଜିଲ୍ଲା କୋଦାପାଲିରୁ ଧରାଯାଇଥିବା ମଣିଷଖିଆ କଲରାପତ୍ରିଆ ବାଘ । ବନବିଭାଗ ଯନ୍ତା ସାହାର୍ଯ୍ୟରେ ତାକୁ ଆଣି ସମ୍ବଲପୁର ଚିଡିଆଖାନାରେ ରଖିଛନ୍ତି । ବିଳମ୍ବିତ ରାତିରେ ବାଘଟିକୁ ଅଣାଯାଇଥିବା ବେଳେ ପ୍ରଥମେ ତାକୁ କ୍ଵାରେଣ୍ଟାଇନରେ ରଖାଯାଇଛି । ସମ୍ବଲପୁର…

ଘରୋଇ ଉପାୟରେ କିପରି ପାଇବେ ସୁନ୍ଦର ତ୍ବଚା : ଆଜି ହିଁ ଆଳୁରୁ ପ୍ରସ୍ତୁତ ପେଷ୍ଟକୁ ମୁହଁରେ ଲଗାନ୍ତୁ..

ନୂଆଦିଲ୍ଲୀ : ଆଜିକାଲି ସମୟରେ ସୁନ୍ଦର ତ୍ବଚା ପାଇବା ପାଇଁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛି  । ବଜାରରେ ମଧ୍ୟ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ମିଳୁଛି । ଯାହା ତ୍ବଚାକୁ କ୍ଷତି ପହଞ୍ଚାଇବାର ଆଶଙ୍କା ବି ରହୁଛି । ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି ସୁନ୍ଦର ତ୍ବଚା ପାଇ…

ନିୟମିତ ଲିପଷ୍ଟିକ ବ୍ୟବହାର କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ୍

ଭୁବନେଶ୍ଵର: ମହିଳା ମାନଙ୍କର ମେକଅପ୍ ଜିନିଷ କହିଲେ ପ୍ରଥମେ ନଜରରେ ପଡିଥାଏ ଲିପଷ୍ଟିକ । ଲିପଷ୍ଟିକ ବିନା ମହିଳା ମାନଙ୍କର ମେକଅପ ସମ୍ପୂର୍ଣ୍ଣ ହୁଏନି । ଅନ୍ୟ ମେକଅପ ସାମଗ୍ରୀ ଅପେକ୍ଷା ମହିଳାମାନେ ଲିପଷ୍ଟିକକୁ ଅଧିକ ଗରୁତ୍ୱ ଦିଅନ୍ତି । କାରଣ ଲିପଷ୍ଟିକ ବିନା ମେକଅପ ସମ୍ପୁର୍ଣ୍ଣ ଫିକା…