ମଣିପୁର ହିଂସା; ୪୦ ଆତଙ୍କବାଦୀ ସଫା, ମେ ୩୧ ଯାଏ ଇଣ୍ଟରନେଟ୍ ବନ୍ଦ, ଆଜି ଆସୁଛନ୍ତି ଶାହ
ଇମ୍ଫାଲ୍: ମଣିପୁରରେ ହିଂସା ଥମିବାର ନାଁ ନେଉନି। ରବିବାର ପୁଣି ହିଂସାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୧୨ ଜଣ ଆହତ ହୋଇଛନ୍ତି। ତେବେ ଏଥର ସ୍ଥାନୀୟ ଲୋକଙ୍କ ମଧ୍ୟରେ ନୁହେଁ ବରଂ ଆତଙ୍କବାଦୀ ଓ ସେନା ମଧ୍ୟରେ ଏହି ଗୁଳିକାଣ୍ଡ ହୋଇଛି ବୋଲି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ…