ମୋବାଇଲ ହସ୍ତାନ୍ତର ମେଳା ଅନୁଷ୍ଠିତ, ପ୍ରକୃତ ମାଲିକଙ୍କୁ ୧୨୦ଟି ମୋବାଇଲ ପ୍ରଦାନ କଲେ ପୋଲିସ କମିଶନର
ଭୁବନେଶ୍ୱର: ଆଜି ଅପରାହ୍ନରେ ଭୁବନେଶ୍ୱର କମିଶନରଙ୍କ କାର୍ଯ୍ୟାଳୟଠାରେ ମୋବାଇଲ ହସ୍ତାନ୍ତର ମେଳା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ଵରର ବିଭିନ୍ନ ଥାନା ତଥା ପିଓପିଡି, ଟିମ-୬୦ ଏବଂ ଓସିପିଓ ସେଲର ମିଳିତ ପ୍ରୟାସରେ ଚୋରି/ ଲୁଟ କିମ୍ବା ହଜିଯାଇଥିବା ୧୨୦ଟି ଉଦ୍ଧାର କରାଯାଇଥିଲା। ଏହି ସମସ୍ତ…