ଓମକୁ ବଞ୍ଚାଇଦେଲା ଉପସ୍ଥିତ ବୁଦ୍ଧି
ଯାଜପୁର : ବୁଦ୍ଧି ଥିଲେ ଉପାୟ ଆପେ ଆସେ । ଅସୁବିଧା ସମୟରେ ଉପସ୍ଥିତ ବୁଦ୍ଧି ଆମକୁ ବଡ ବିପତ୍ତିରୁ ରକ୍ଷା କରିଥାଏ । ସେମିତି କିଛି ଘଟଣା ଘଟିଛି ଓମ୍ ସହିତ । ନିଜର ଉପସ୍ଥିତ ବୁଦ୍ଧି ଆଜି ଓମକୁ ଦୁର୍ବୁତ୍ତ ମାନଙ୍କ କବଳରୁ ରକ୍ଷା କରିଛି । ଓମ୍ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା…