କାର ଉପରେ ବସି ରିଲ୍ସ ବନାଇଲେ କନ୍ୟା, ଦେଲେ ଜରିମାନା
ଲକ୍ଷ୍ନୌ: ଏବେ ଲୋକେ ରିଲ୍ସ ପାଇଁ ପାଗଳ । ବିଶେଷକରି ଯୁବପିଢୀଙ୍କ ଭିତରେ ଏହି ମାନସିକତା ଅଧିକ ବସା ବାନ୍ଧିଛି । ସୋସିଆଲ ମିଡ଼ିଆରେ ଏହାର ଚାହିଦା ବଢୁଥିବାରୁ ମୋଟ ଉପରେ ଲୋକେ ସେଲ୍ଫି ଓ ରିଲ୍ସ ପାଇଁ ଏପରି ସ୍ତରକୁ ଚାଲିଯାଉଛନ୍ତି, ଯାହାକୁ ଦେଖି ଆଖି ଖୋସି ହୋଇଯିବ । ଏପରିକି ବିପଦପୂର୍ଣ୍ଣ…