Latest Odisha News

BREAKING NEWS

ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ଏସଆରସିଙ୍କ ବୈଠକ, ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଣ ନିର୍ଦ୍ଦେଶ

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ସମୀକ୍ଷା ବୈଠକ କରିଛନ୍ତି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୪ରୁ ୫ ଦିନ ଯାଏ ତାପମାତ୍ରା ବଢ଼ିବା ସହ ଗ୍ରୀଷ୍ମ ପ୍ରଭାହ ଅନୁଭୂତ ହେବ । ପୂର୍ବାନୁମାନ ଅନୁସାରେ, ଅନୁଗୁଳ, ବୌଦ୍ଧ, ବଲାଙ୍ଗିର,…

ମୋଦିଙ୍କୁ ଭେଟିଲେ, ଆଗାମୀ ନିର୍ବାଚନ ଏକାକୀ ଲଢିବୁ ବୋଲି କହିଲେ ନବୀନ

ନୂଆଦିଲ୍ଲୀ: ପ୍ରତୀକ୍ଷାର ଅନ୍ତ ହେଲା କିନ୍ତୁ ସଂଶୟ ଦୂର ହେଲାନି ।  ମୋଦିଙ୍କୁ ଭେଟିଲେ ନବୀନ । କିନ୍ତୁି ତୃତୀୟ ସାମ୍ମୁଖ୍ୟ ନେଇ କିଛି କହିଲେନି । ଆଜି ନୂଆ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ନିଜ ପ୍ରତିକ୍ରିୟାରେ ଅନେକ କିଛି…

ଚଳନ୍ତା କାରରେ ବିଧବାଙ୍କୁ ଦୁଷ୍କର୍ମ ମାମଲା, ୩ ଜଣଙ୍କୁ ୨୦ ବର୍ଷ ଲେଖାଏ ଜେଲ୍

ସୁନ୍ଦରଗଡ଼: ୮ ବର୍ଷ ତଳର ଏକ ଦୁଷ୍କର୍ମ ମାମଲାରେ ସୁନ୍ଦରଗଡ଼ର କୋର୍ଟ ରାୟ ଶୁଣାଇଛନ୍ତି । ୩ ଅଭିଯୁକ୍ତଙ୍କୁ କୋର୍ଟ ୨୦ ବର୍ଷ ଲେଖାଏ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଚଳନ୍ତା କାରରେ ବିଧବା ମହିଳାଙ୍କୁ ଦୁଷ୍କର୍ମ ମାମଲାରେ କୋର୍ଟ ଜେଲ୍ ଦଣ୍ଡାଦେଶ ଶୁଣାଇବା ସହ ଅଭିଯୁକ୍ତଙ୍କୁ ୫ ହଜାର ଲେଖାଏ…

ରିଲିଜର ୬ ଦିନ ପରେ ଶିବ ତାଣ୍ଡବ ପଢିଲେ ‘ଦ କେରଳ ଷ୍ଟୋରି’ର ଫାତିମା

ନୂଆଦିଲ୍ଲୀ:ବଲିଉଡ ଅଭିନେତ୍ରୀ ଅଦା ଶର୍ମାଙ୍କ ଫିଲ୍ମ ‘ଦ କେରଲା ଷ୍ଟୋରି’ ପୁରା ଦେଶରେ ଏବେ ଚର୍ଚ୍ଚାରେ ରହିଛି । ଏହି ଫଲ୍ମ ଗତ ସପ୍ତାହରେ ସିନେମା ହଲରେ ରିଲିଜ ହୋଇଥିଲା । ଫିଲ୍ମକୁ ଦର୍ଶକଙ୍କ ପ୍ରଶଂସା ବେଶ  ସାଉଁଟିଛି । ଫିଲ୍ମରେ ଅଦା ଶର୍ମାଙ୍କ ଆକ୍ଟିଂକୁ ବି ବେଶ ପ୍ରଶଂସା…

ଇଞ୍ଜିନିୟରଙ୍କ ଦରମା ୩୦ ହଜାର, ହେଲେ କୋଟିଏ ଟଙ୍କାର ଘର, ବିପୁଳ ସମ୍ପତ୍ତି

ଭୋପାଳ:ମାସିକ ଦରମା ୩୦ ହଜାର, ହେଲେ ଅନ୍ୟାନ୍ୟ ରୋଜଗାର ମିଶାଇଲେ ୭ କୋଟି ।  ଏକ କୋଟିର କୋଠା ସହ ବିପୁଳ ସମ୍ପତ୍ତିର ଅଧିକାରିଣୀ  ।  ଏଇ ମହିଳା ଇଞ୍ଜନିୟରଙ୍କ ଘରେ ଯେତେବେଳେ ଲୋକାୟୁକ୍ତ ଛାପା ମାରିଥିଲେ ତାଙ୍କ ପାଖରେ ୨୩୨ ପ୍ରତିଶତ ଆୟ ବହିର୍ଭୂତ ସମ୍ପତ୍ତିର ଠାବ ହୋଇଥିଲା ।…

ଷ୍ଟାରଙ୍କ ଫଟୋ ଦେଖାଇ ଠକେଇ, ୧.୨୨ କୋଟି ଟଙ୍କା ଫ୍ରିଜ୍ କଲା ଓଡ଼ିଶା ଇଓଡବ୍ଲୁ

ଭୁବନେଶ୍ୱର: ଅର୍ଥନୈତିକ ଅପରାଧ ଶାଖା (EOW) ଜଏଣ୍ଟ ଟ୍ରେଡ୍ ଫାଇନାନ୍ସିଆଲ୍ ଗ୍ରୋଥ୍ ଆପର ୧.୨୨ କୋଟି ଟଙ୍କା ଫ୍ରିଜ୍ କରିଛି । ଅଭିଯୋଗ ଅନୁସାରେ, ଏହି ଆପ୍ ଜରିଆରେ ଠକ କମ୍ ନିବେଶରେ ଅଧିକ ଲାଭର ଭରସା ଦେଉଥିଲେ । ଠକ ଏଥିପାଇଁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବଂ ମନୀଷ ପାଉଲଙ୍କ ଫଟୋକୁ…

ଆଉ ୪ ଦିନ ପରେ ଆହୁରି ବଢ଼ିବ ତାତି, ଦିନ ୧୨ଟା ପୂର୍ବରୁ ୪୦ ଡେଇଁଲା ପାରଦ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ମୋକାର ପ୍ରଭାବ ରାଜ୍ୟ ଉପରେ ନାହିଁ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୪ ଦିନ ଯାଏ ସର୍ବୋଚ୍ଚ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ତା’ପରେ ଆଭ୍ୟନ୍ତରୀଣ ଓଡ଼ିଶା ଅନ୍ୟ…

ଜଟଣୀରେ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଟଣୀରେ ହୋମି ଭାଭା କ୍ୟାନସଲ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ଲାଗି ଶିଳାନ୍ୟାସ କରିଛନ୍ତି । ନୂଆଦିଲ୍ଲୀର ପ୍ରଗତି ମୈଦାନରେ ୫୮୦୦ କୋଟି ଟଙ୍କାର ସାଇଣ୍ଟିଫିକ ଆଣ୍ଡ ଟେକ୍ନୋଲୋଜିକାଲ୍ ପ୍ରକଳ୍ପର ଲୋକାର୍ପଣ ଶିଳାନ୍ୟାସ କରିଛନ୍ତି ।…

ମହିଳା ଡାକ୍ତରଙ୍କ ହତ୍ୟା ପରେ କେରଳରେ ତେଜିଲା ଡାକ୍ତର ଆନ୍ଦୋଳନ; ସ୍ୱାସ୍ଥ୍ୟ ସେବା ଠପ୍

ଥିରୁଭନନ୍ତପୁରମ: ରୋଗୀର ଆକ୍ରମଣରେ ମହିଳା ଡାକ୍ତରଙ୍କ ମୃତ୍ୟୁ ପରେ କେରଳରେ ଡାକ୍ତରଙ୍କ ଆନ୍ଦୋଳନ ତେଜିଛି। ଜରୁରୀକାଳିନ ସେବାକୁ ଛାଡ଼ିଦେଲେ ରାଜ୍ୟବ୍ୟାପୀ ଡାକ୍ତରୀ ଆନ୍ଦୋଳନ ଜାରି ରହିଛି। ଫଳରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଏକଦମ ଠପ୍ ହୋଇଯାଇଛି। ବୁଧବାର(ମେ ୧୦) ସକାଳେ ଏକ…

ନୟାଗଡ଼ରେ ଏନଫୋର୍ସମେଣ୍ଟ ଟିମ୍ ଉପରେ ପଥର ମାଫିଆଙ୍କ ଆକ୍ରମଣ

ନୟାଗଡ଼: ପଥର ଖଣିରେ ଚଢ଼ାଉ ପାଇଁ ଯାଉଥିବା ବେଳେ ପଥର ମାଫିଆ ଆକ୍ରମଣ କରିଛନ୍ତି । ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଞ୍ଚଳରେ ଏନଫୋର୍ସମେଣ୍ଟ ଟିମ୍ ଉପରେ ଗୁରୁବାର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପଥର ମାଫିଆଙ୍କ ଆକ୍ରମଣରେ ଏନଫୋର୍ସମେଣ୍ଟ ଟିମର ଜଣେ କର୍ମଚାରୀ ଆହତ ହୋଇଛନ୍ତି । ପଟିଆ…