Latest Odisha News

BREAKING NEWS

ସନ୍ଦେହଜନକ ଅବସ୍ଥାରେ ପୋଖରୀରୁ ଉଦ୍ଧାର ନାବାଳିକାର ମୃତଦେହ

ଭଦ୍ରକ: ପୋଖରୀରୁ ନାବାଳିକା ଛାତ୍ରୀର ମୃତଦେହ ଉଦ୍ଧାର ହୋଇଛି । ଏହିଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ମଜୁରି ଗଡ଼ିଆ ଗ୍ରାମରେ । ଗାଁର ମାନସ କୁମାର ଜେନାଙ୍କ ୧୫ବର୍ଷର ନାବାଳିକା ଛାତ୍ରୀ ମଧୁସ୍ମିତା ଜେନା ସକାଳୁ ଫୁଲ ତୋଳିବାକୁ ଯାଇଥିଲେ । ହେଲେ ସେ ଆଉ ଫେରିନଥିଲେ । ପରିବାର…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଦୂରନ୍ତ ଏକ୍ସପ୍ରେସ

ଯାଜପୁର: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଦୂରନ୍ତ ଏକ୍ସପ୍ରେସ । ଯାଜପୁର ଜିଲ୍ଲାର ହରିଦାସପୁର ଷ୍ଟେସନ ନିକଟରେ ଦୂରନ୍ତ ଏକ୍ସପ୍ରେସର ତିନିଟି ବଗି ଲାଇନଚ୍ୟୁତ ହୋଇଥିବାର ଖବର ମିଳିଛି । ୧୨୨୪୬ ନମ୍ବର ଟ୍ରେନ ବେଙ୍ଗାଲୁରୁଠାରୁ ହାୱଡ଼ା ଯିବା ବେଳେ ପୂର୍ବତଟ ରେଳପଥର ହରିଦାସପୁର ଷ୍ଟେସନ…

ଓମିକ୍ରନ୍ ଆତଙ୍କ : ଜୟପୁରରେ ଦକ୍ଷିଣ ଆଫ୍ରିକା ଫେରନ୍ତା ଗୋଟିଏ ପରିବାରରେ ୪ ପଜିଟିଭ୍ !

ଜୟପୁର : ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଭ୍ୟାରିଆଣ୍ଟ ଆତଙ୍କ ଖେଳାଇବା ପରେ ଭାରତକୁ ମଧ୍ୟ ଘାରିଛି ଓମିକ୍ରନ୍ ଭୟ । ଏହା ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ରାଜସ୍ଥାନ ଜୟପୁର ଫେରିଛନ୍ତି ଗୋଟିଏ ପରିବାର । ଏମାନଙ୍କ ମଧ୍ୟରୁ ୪ଜଣ କରୋନା ପଜିଟିଭ ଥିବା ଜଣାପଡିଛି । ଦେଶରେ ଓମିକ୍ରନର ଦୁଇଟି…

ଏସିଡ଼ ମାଡ଼ରେ ଦୁଇଜଣ ଯୁବକ ଗୁରୁତର

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଗୁଲୁଣ୍ଡା ଗାଁରେ ଏସିଡ଼ ମାଡ଼ । ଗାଁର ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଏସିଡ଼ ଫିଙ୍ଗା ଫିଙ୍ଗି ହୋଇ ଦୁଇଜଣ ଯୁବକ ଗୁରୁତର ହୋଇଛନ୍ତି । ଯୁବକ ଦୁଇଜଣ ହେଲେ ଗୁଲୁଣ୍ଡା ଗାଁର ବିକ୍ରମ ହରିପାଲ ଓ ବୃନ୍ଦାବନ ଛତ୍ରିଆ । ସୂଚନା ଅନୁସାରେ, କୌଣସି…

ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା

ଭୁବନେଶ୍ୱର: ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ବାତ୍ୟା ସମ୍ପର୍କରେ ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ୪ତାରିଖ ସନ୍ଧ୍ୟାରୁ ୫ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ।…

[ଭିଡ଼ିଓ] ବିରୋଧୀଙ୍କ ହଟ୍ଟଗୋଳ: ଗୃହ ବାହାରେ ଗଙ୍ଗାଜଳ, ଗୋବର ପାଣି ଛିଞ୍ଚି ପ୍ରତିବାଦ

ଭୁବନେଶ୍ୱର: ଗୃହ ଆରମ୍ଭରୁ ଗୃହରେ ମମିତା ମେହେର ଝଡ଼ । ମନ୍ତ୍ରୀ ଦିବ୍ୟଶଙ୍କର ବହିଷ୍କାର ଦାବି କଲେ ବିରୋଧୀ । ମମିତା ମେହେର ମାମଲାକୁ ନେଇ ଆଜି ବିଧାନସଭାରେ ବିଜେପି ପ୍ରତିବାଦ କରିଛି । ପବିତ୍ର ଗୃହକୁ, ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରବେଶ କରିଥିବାରୁ ଗୃହ ଅପବିତ୍ର…

ମାଷ୍ଟରକ୍ୟାଣ୍ଟିନ ଛକରେ ଘଣ୍ଟ ବଜାଇ ବିଜେପିର ଅଭିନବ ପ୍ରତିବାଦ

ଭୁବନେଶ୍ୱର : ମାଷ୍ଟର କ୍ୟାଣ୍ଟିନ ଛକରେ ଘଣ୍ଟ ବଜାଇ ଅଭିନବ ପ୍ରତିବାଦ କରିଛନ୍ତି ବିଜେପି କର୍ମୀ । ମୁଖ୍ୟମନ୍ତ୍ରୀଙ୍କୁ ନିଦରୁ ଉଠାଇବା ପାଇଁ ଜିଲ୍ଲା ବିଜେପି କର୍ମୀମାନେ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି । ବିଜେଡି ଶାଶନ କାଳରେ ମହିଳା ସୁରକ୍ଷିତ ନୁହଁନ୍ତି ବୋଲି ନାରା ଦେଇ ଜିଲ୍ଲା…

ଜନ୍ମଦିନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଅନେକ ଦିନ ପରେ ନବଘନ ପାହାଡ଼ସିଂହ ଆସିଥିଲା ଗାଁକୁ। ଗତ ଦଶ ବର୍ଷ ହେଲାଣି ସେ ଗାଁରୁ ଦୂରରେ ରହୁଛି। ଯେବେଠାରୁ କେନ୍ଦ୍ର ସରକାରଙ୍କ ସଂସ୍ଥାରେ କାମ କଲାଣି, ସେବେଠୁ ତାର କାର୍ଯ୍ୟକ୍ଷେତ୍ର କେତେବେଳେ କେଉଁଠି ପଡୁଛି। କହିବାକୁ ଗଲେ…

ଓମିକ୍ରନ ସଂକ୍ରମିତ ଚିହ୍ନଟ ଡ଼ାକ୍ତରଙ୍କ ସଂସ୍ପର୍ଶରେ ଆସି ୫ଜଣ କରୋନା ପଜିଟିଭ୍

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଓମିକ୍ରନ ଚିହ୍ନଟ ଡ଼ାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ୫ଜଣ କରୋନା ପଜିଟିଭ ହୋଇଛନ୍ତି । ଓମିକ୍ରନ ସଂକ୍ରମିତ ଡାକ୍ତର ଜଣଙ୍କ ବନେରଘାଟ ରାଡ୍ରେ ଥିବା ଏକ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି । ଦୁଇ ଜଣ ପରିବାର ସଦସ୍ୟ ଓ ତାଙ୍କର ଜଣେ ସହଯୋଗୀ କରୋନା ପଜିଟିଭ ଚିହ୍ନଟ…

ନନ୍ଦନକାନନର ନୂଆ ନିର୍ଦ୍ଦେଶକ ହେଲେ ଆଇଏଫଏସ୍ ମନୋଜ ଭି ନାୟାର

ଭୁବନେଶ୍ୱର : ବଦଳିଲେ ନନ୍ଦନକାନନ ନିର୍ଦ୍ଦେଶକ । ନନ୍ଦନକାନନର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି ମନୋଜ ଭି ନାୟାର । ମନୋଜ ପୂର୍ବରୁ ମସୁରିରେ ଥିବା ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ଶିକ୍ଷା ପ୍ରଶାସନ ବିଭାଗ ଡେପୁଟି ଡାଇରେକ୍ଟର ଭାବେ କାର୍ଯ୍ୟରତ ଥିଲେ। ସେ ୨୦୦୧ ଓଡ଼ିଶା କ୍ୟାଡରର…