Latest Odisha News

BREAKING NEWS

କୁକୁର ପାଳନ ନେଇ ବିଏମସି ଆଣିଲା ନୂଆ ନିୟମ, ନ ମାନିଲେ ୧୦ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର: ରାଜଧାନୀରେ ପୋଷା କୁକୁର ରଖିବା ଲାଗି ବିଏମସି ବୈଠକରେ ବାଇ ଲ ପାରିତ ହୋଇଛି । ବିଜ୍ଞପ୍ତି ଅନୁସାରେ, କୁକୁର ରଖିବାକୁ ହେଲେ ବିଏମସି ନିକଟରେ ପଞ୍ଜିକରଣ କରିବାକୁ ପଡ଼ିବ । ୫ ଶହ ଟଙ୍କା ଦେଇ ମାଲିକ ବିଏମସି କାର୍ଯ୍ୟାଳୟରେ ପୋଷା କୁକୁରର ପଞ୍ଜିକରଣ କରିବେ । କୌଣସି ବ୍ୟକ୍ତି…

ମହିଳା ଫୁଟବଲ ଲିଗ: ଓଡିଶା ଏଫସିର ବିଜୟଧାରାରେ ବ୍ରେକ ଦେଲା କିକଷ୍ଟାର୍ଟ ଏଫସି

ଭୁବନେଶ୍ୱର: ଚଳିତ ମହିଳା ଫୁଟବଲ ଲିଗରେ ରବିବାର ଓଡିଶା ଏଫସିର ବିଜୟ ଧାରାରେ ବ୍ରେକ ଦେଇଛି କିକଷ୍ଟାର୍ଟ ଏଫସି । ଅହମ୍ମଦାବାଦର ଶାହିଲବାଗ ପୋଲିସ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମୁକାବିଲାରେ ଓଡିଶା ଟିମ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ୨୦ତମ ମିନିଟରେ ଅଞ୍ଜୁଙ୍କୁ ବିପକ୍ଷ ଦଳର ଖେଳାଳି…

ଏସିଆନ ୟୁଥ ଆଥଲେଟିକ୍ସ: ରୌପ୍ୟ ପଦକ ଜିତିଲେ ଓଡିଶାର ବାପି ହାଁସଦା

ଭୁବନେଶ୍ୱର: ଉଜବେକିସ୍ତାନର ତାସକେଂଟରେ ଚାଲିଥିବା ୟୁଥ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ବାପି ହାଁସଦା ରୌପ୍ୟ ପଦକ ହାସଲ କରିଛନ୍ତି । ବାଲେଶ୍ୱରର ଏହି ୧୭ ବର୍ଷୀୟ ଆଥଲେଟ ୪୦୦ ମିଟର ହର୍ଡଲ୍ସରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ୫୧.୩୮ ସେକେଣ୍ଡ ସମୟ ନେଇ ରେସ…

ଦେହରେ ନିଆଁ ଲଗାଇ କରୁଥିଲେ ରିଲ୍ସ, ଜଳିଗଲା ପୂରା ଶରୀର

ନ୍ୟୁୟର୍କ: ଆଜିର ଯୁବପିଢୀଙ୍କୁ ରିଲ୍‌ସ ନିଶା ଘାରିଛି । ସେଥିଲାଗି ସେମାନେ ନିଜ ଜୀବନକୁ ବିପଦରେ ପକାଇ ରିଲ୍ସ ବନାଉଛନ୍ତି । କେବଳ ଶୀଘ୍ର ପ୍ରସିଦ୍ଧ ହେବା ପାଇଁ ସେମାନେ ଏପରି ଷ୍ଟଣ୍ଟ କରୁଛନ୍ତି, ଯାହା ତାଙ୍କୁ ବିପଦରେ ପକାଉଛି । ନିକଟରେ ଆମେରିକାରେ ଜଣେ ଯୁବକ ରିଲ୍ସ କରୁଥିବା ବେଳେ…

ଶେଷ ବଲରେ ଚେନ୍ନାଇକୁ ହରାଇଲା ପଞ୍ଜାବ

ଚେନ୍ନାଇ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ରୋମାଂଚକ ମୁକାବିଲାରେ ପଞ୍ଜାବ କିଙ୍ଗସ ୪ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୪ ୱିକେଟ ବିନିମୟରେ ୨୦୦ ରନ ସଂଗ୍ରହ କରିଥିଲା । ଡେଭନ କନୱେ ୯୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଅନ୍ୟମାନଙ୍କ…

ଟିପିଏସ୍‌ଓଡିଏଲ୍ ପକ୍ଷରୁ ପଥପ୍ରାନ୍ତ ନାଟକ ଜରିଆରେ ଜନ ସଚେତନତା ସୃଷ୍ଟି

ବ୍ରହ୍ମପୁର: ନିଜ କର୍ମଚାରୀ, ବ୍ୟବସାୟ ସହଯୋଗୀ ଓ ରାଜ୍ୟବାସୀଙ୍କ ଲାଗି ସୁରକ୍ଷା ସଂସ୍କୃତି ସୃଷ୍ଟି ଓ ପ୍ରସାର କରିବା ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ପଥପ୍ରାନ୍ତ ନାଟକ ଜରିଆରେ ଜନ ସଚେତନତା ସୃଷ୍ଟି କରାଯାଉଛି। ପଶୁ ଶିକାର ପାଇଁ ବେଆଇନ…

ହାତ ଧରା ଧରି ହୋଇ ଚାଲିଗଲେ ବାପପୁଅ, ଏକାଠି ଜଳିଲା ଜୁଇ

ସୋନପୁର: ଦଇବ କାହା ଭାଗ୍ୟରେ କଣ ଲେଖିଛି ? ଜାଣିବା ମୁସ୍କିଲ୍ । ଏଇ ଯେମିତି ବାପାଙ୍କୁ ମେଡିକାଲ୍ ନେବା ବେଳେ ପ୍ରଥମେ ପୁଅ ଆଖି ବୁଜିବା ପରେ ପୁଅର ମୃତ୍ୟୁ ଖବର ଶୁଣି ବାପାର ପ୍ରାଣବାୟୁ ଉଡ଼ି ଯାଇଛି । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସିରେ । ଶନିବାର ସନ୍ଧ୍ୟାରେ…

କଂଗ୍ରେସର ସାପ ମନ୍ତବ୍ୟକୁ ପିଏମ୍ ମୋଦିଙ୍କ କାଉଣ୍ଟର, କହିଲେ ‘ଶିବଙ୍କ ଗଳାରେ ଶୋଭାପାଏ ସାପ’  

ବେଙ୍ଗଳୁରୁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସ ସାପ ସମ୍ବୋଧନ କରିବା ପରେ କର୍ଣ୍ଣାଟକରେ ମୋଦି କାଉଣ୍ଟର କରିଛନ୍ତି । କୋଲାରରେ ଏକ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି । ଖଡ଼ଗେଙ୍କ ବିଷାକ୍ତ ସାପ ବୟାନକୁ କାଉଣ୍ଟର କରିବା ନାଁ ନନେଇ…

ଟାଇମ ଟ୍ରାଭେଲରଙ୍କ ରହସ୍ୟମୟ ବୟାନ, ପୃଥିବୀକୁ ଆସୁଛି ବଡ ବିପଦ

ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜକୁ ଟାଇମ ଟ୍ରାଭେଲର ଭାବେ ପରିଚୟ ଦେଇଛନ୍ତି । ଏହାର ମାନେ ସେମାନେ ସମୟ ପୂର୍ବରୁ ସମୟକୁ ଆଗୁଆ ଦେଖି ନେଇଛନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ସେମାନେ ନିଜକୁ ଭବିଷ୍ୟଦ୍ରଷ୍ଟା ଭାବେ ମଧ୍ୟ ଚିତ୍ରଣ କରିଛନ୍ତି । ଏହାର…

ସ୍ୱାମୀ ନୁହେଁ ବରଂ ବାପା ହେବାକୁ ଚାହୁଁଥିଲି

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ନେଇ ଏବେ ବଲିଉଡ଼ର ଭାଇଜାନ ତଥା ସଲମାନ୍ ଖାନ୍ ଚର୍ଚ୍ଚାରେ ଅଛନ୍ତି । ପ୍ରାରମ୍ଭରେ ଏହି ଫିଲ୍ମ୍ରଟି ବ୍ୟବସାୟ ଅଧିକ ନ ଥିଲେ ମଧ୍ୟ ପରେ ବହୁତ ଲାଭ କରିଥିଲା । ନିକଟରେ ସଲମାନ ଆପ୍ କି ଅଦାଲତରେ ପହଞ୍ôଚଥିଲେ,…