ବିଜୟଙ୍କ ଯୋଗୁ ଜିତିଲା ଗୁଜରାଟ
ଇଡେନ ଗାର୍ଡେନ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ମୁକାବିଲାରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୭ ୱିକେଟ ବିନିମୟରେ ୧୭୯ ରନ କରିଥିଲା । ରହମୁନାଲ୍ଲା ଗୁରବାଜଙ୍କ ଆକର୍ଷଣୀୟ ୮୧ ରନ ଯୋଗୁ କୋଲକାତା ଭଲ…