କ୍ରିକେଟରୁ ସନ୍ନ୍ୟାସ ନେଲେଣି, ତଥାପି କମିନି ସଚିନଙ୍କ ରୋଜଗାର..ଜାଣନ୍ତୁ ମାଷ୍ଟର ବ୍ଲାଷ୍ଟରଙ୍କର କେତେ ସମ୍ପତ୍ତି
ମୁମ୍ବାଇ:କ୍ରିକେଟ କହିଲେ ସଚିନ ଏବଂ ସଚିନ କହିଲେ ରେକର୍ଡ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ବଲବ୍ୟାଟରେ ଖେଳି ରେକର୍ଡ ପରେ ରେକର୍ଡ ଜିତିଥିବା ଏହି ଖେଳାଳି କୋଟି କୋଟି ହୃଦୟକୁ ଜିତିଛନ୍ତି । ଖେଳ ଦୁନିଆରୁ ସନ୍ନ୍ୟାସ ନେଇ ସାରିଲେଣି ସତ, ହେଲେ କ୍ରିକେଟ ଜଗତରେ ତାଙ୍କର କ୍ରେଜ…