ମଦ୍ୟପ ଯୁବକଙ୍କର ଉନ୍ମତ୍ତ କାଣ୍ଡ ; ଛୁରାମାଡ଼ରେ ପୁଅ ମୃତ, ବାପ ଗୁରୁତର
ଯାଜପୁର : ମଦ୍ୟପ ଯୁବକଙ୍କ ଛୁରାମାଡ଼ରେ ପୁଅ ମୃତ ବାପ ଗୁରୁତର । ଏଭଳି ଅଭାବନୀୟ ଘଟଣା ଯାଜପୁର ରୋଡ଼ ଥାନା ବାଳୁଙ୍ଗା ବନ୍ଦୀ ଗ୍ରାମରେ ଦେଖିବାକୁ ମିଳିଛି । ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି ଯାଜପୁର ରୋଡ ଥାନା ପୋଲିସ ।
ସୂଚନା ଅନୁଯାୟୀ, ଗତକାଲି ରାତି ୯ ଟା ସମୟରେ…