ଶିଶୁ କବିତା : ନଟୁ
ପୁଣ୍ୟପ୍ରଭା ଦେବୀ
ଦାଦା ଦେଇଥିଲେ ବେଲୁନ୍ ଗୋଟିଏ
ଖୁଡି ଦେଇଥିଲେ ନଟୁ
ବେଲୁନ୍ ଫାଟିଲା ନଟୁ ଖେଲିବାରେ
ମୁଁ ତ ହେଲିଣି ପଟ୍ଟୁ ।
ସୁନାପୁଅ ପରି ପାଠ ସାରିଦେଇ
ଯେତେବେଳେ ପାଏ ଛୁଟି
ନଟୁ ଖେଳି ଖେଳି ରାମ୍ପିଦିଏ ଆମ
ଏଇ ଅଗଣା ର ମାଟି ।
ଘୁରି ଯାଏ ମୋର ନଟୁ ଯେତେବେଳେ…