Latest Odisha News

BREAKING NEWS

ଇସ୍ରାଏଲ ସେନା କବ୍ଜାରେ ଗାଜା ସଂସଦ ଭବନ: ବନ୍ଧକଙ୍କୁ ଛାଡିବା ପାଇଁ ହମାସ ଦେଲା ଅଫର

ଗାଜା:ଇସ୍ରାଏଲ ଏବଂ ପାଲେଷ୍ଟାଇନ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଆଜି ୪୧ ଦିନରେ ପହଞ୍ଚିଛି । ଏହି ଯୁଦ୍ଧରେ ଇସ୍ରାଏଲି ସେନାକୁ ବଡ ସଫଳତା ମିଳିଛି । ଇସ୍ରାଏଲ ଡିଫେନ୍ସ ଫୋର୍ସର ସେନା ଗାଜାରେ ହମାସର ସଂସଦ ସମେତ ଅନ୍ୟ ପ୍ରତିଷ୍ଠାନକୁ ନିଜ କବ୍ଜାକୁ ନେଇ ଯାଇଛନ୍ତି ବୋଲି ଦାବି କରିଛନ୍ତି ।…

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟିପ୍ପଣୀ ଦେଇଥିବାରୁ ଆପ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ ଜାରି କଲେ ନିର୍ବାଚନ…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିବା ଅଭିଯୋଗରେ ଆମ ଆଦମୀ ପାର୍ଟିକୁ ନିର୍ବାଚନ କମିଶନର ନୋଟିସ ଜାରି କରିଛନ୍ତି । ଏହା ବ୍ୟତୀତ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ମଧ୍ୟ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅସତ୍ୟ ବୟାନ…

ପିକକ୍ ଶିଶୁମେଳା ଉଦଘାଟିତ :ଶିଶୁ ନିଜର ଅଭିଲାଷ ସାକାର କରିବାକୁ ପ୍ରଚେଷ୍ଟା କରିବା ଜରୁରୀ

ଭୁବନେଶ୍ୱର: ସବୁ ଶିଶୁ ସୁନ୍ଦର । ପ୍ରତ୍ୟେକ ଶିଶୁଙ୍କ ପାଖରେ ବହୁମୂଖୀ ପ୍ରତିଭା ଭରିରହିଛି । ଏହାର ସଠିକ ଉପଯୋଗ ପାଇଁ ପିଲାମାନେ ଯେତିକି ନୁହେଁ ତାଠାରୁ ଢେର ଗୁଣ ଅଧିକ ଅଭିଭାବକମାନେ ଯତ୍ନବାନ ହେବାର ଅବଶ୍ୟକତା ରହିଛି । ୩୪ ତମ ପିକକ୍ ଶିଶୁମେଳାର ଉଦ୍‌ଘାଟନ ଉତ୍ସବରେ ଅତିଥିମାନେ ଏହା…

ପୁଷ୍କରିଣୀ ପାଣି ହୋଇଗଲା ଗୋଲାପୀ, ଛୁଇଁବାକୁ ମନା

ପୁଷ୍କରିଣୀର ପାଣି ହୋଇଗଲା ଗୋଲାପି । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ଭାବୁଥିବେ ହଠାତ୍ କିପରି ଏକ ପୁଷ୍କରିଣୀର ପାଣି ଗୋଲାପି ହୋଇଯିବ । କିନ୍ତୁ ଘଟଣାଟି ସତ । ହାୱାଇର ମାଉଇ ପ୍ରଦେଶ ଅନ୍ତର୍ଗତ କିଲିଆ ଜାତୀୟ ବନ ସଂରକ୍ଷଣ ପ୍ରକଳ୍ପରେ ରହିଥିବା ଏକ ପୁଷ୍କରିଣୀର ରଙ୍ଗ…

ରିଲିଜ ହେଲା ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ ‘କଡକ ସିଂ’ର ପୋଷ୍ଟର

ମୁମ୍ବାଇ: ବଲିଉଡ଼ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଅଭିନିତ ଫିଲ୍ମ 'କଡକ୍ ସିଂ'ର ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି । ଯାହା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଓଟିଟି ପ୍ଲାଟଫର୍ମ ରେ 'କଡକ୍ ସିଂ'ର ପୋଷ୍ଟରକୁ ଏହାର ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରାଯାଇଛି । ପଙ୍କଜ…

ପରଲୋକରେ ସାହାରା ଗ୍ରୁପ ଅଧ୍ୟକ୍ଷ ସୁବ୍ରତ ରୟ

ନୂଆଦିଲ୍ଲୀ: ମଙ୍ଗଳବାର ବିଳମ୍ବିତ ରାତିରେ ହୃଦଘାତ ଯୋଗୁଁ ମୁମ୍ବାଇରେ ସାହାରା ଗ୍ରୁପ୍ର ଅଧ୍ୟକ୍ଷ ସୁବ୍ରତ ରୟଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଭାରତର ଅନ୍ୟତମ ପ୍ରମୁଖ ବ୍ୟବସାୟୀ ସୁବ୍ରତ ରାୟ ସାହାରା ଇଣ୍ଡିଆର ପ୍ରତିଷ୍ଠାତା ଥିଲେ। ରୟ ୨୦୦୨ରେ…

ଟିଭିରେ ଆସିବନି ଦି କପିଲ ଶର୍ମା ଶୋ’, ଏବେ ଓଟିଟିରେ

ମୁମ୍ବାଇ: ଛୋଟପରଦାରେ ସବୁଠୁ ଲୋକପ୍ରିୟ କମେଡ଼ି ଶୋ ହେଉଛି ଦି କପିଲ ଶର୍ମା ଶୋ । ଏହି ଶୋକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି । ଏହା ଦୀର୍ଘ ସମୟ ଧରି ପରଦାରେ ଆଉ ଦେଖିବାକୁ ମିଳୁନାହିଁ । ଏହି ଶୋ ବର୍ତ୍ତମାନ ଟିଭିରେ ପ୍ରସାରିତ ହେବ ନୁହେଁ ବରଂ ଓଟିଟି ପ୍ଲାଟଫର୍ମରେ ଟେଲିକାଷ୍ଟ ହେବ ।…

ଅଜବ ପୋକ; ଦେଖିବାକୁ ଠିକ୍ କାଠ ଖଣ୍ଡ ପରି

ୟୁରୋପ: ଦୁନିଆରେ ବିଭିନ୍ନ ପ୍ରକାରର କୀଟ ରହିଛନ୍ତି । ସେଥିମଧ୍ୟରୁ କିଛି ଦେଖିବାକୁ ଭୟଙ୍କର ହୋଇଥିବା ବେଳେ ଆଉ କିଛି ଭାରି କୌତୁକିଆ ଓ ସୁନ୍ଦର ମଧ୍ୟ ହୋଇଥାନ୍ତି । ହେଲେ ଏ ବିଚିତ୍ରମୟ ଦୁନିଆରେ ଅନେକ ବିଚିତ୍ର ଜୀବ ମଧ୍ୟ ଦେଖାଯାଆନ୍ତି । ଏବେ ସୋସିଆଲ୍ ମିଡିଆରେ ଏମିତି ଏକ କୀଟର ଭିଡିଓ…

ଏମିତି ଏକ ମନ୍ଦିର ଯେଉଁଠି ରାମଙ୍କ ବିନା ପୂଜା ପାଉଛନ୍ତି ମାଆ ସୀତା

ମୁମ୍ବାଇ : ଭଗବାନ ରାମଙ୍କ ବିନା ମାଆ ସୀତା ଅସମ୍ପୂର୍ଣ୍ଣ କୁହାଯାଏ । ସେଥିପାଇଁ ସବୁ ମନ୍ଦିରରେ ରାମଙ୍କ ସହ ମାଆ ସୀତାଙ୍କ ପ୍ରତିମା ସ୍ଥାପନ କରାଯାଇଥାଏ । ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ଉଦ୍‌ଘାଟନ ହେବାକୁ ଯାଉଛି । ଯେଉଁଠି ରାମଲାଲାଙ୍କ ସହ ମାଆ ସୀତା, ଭାଇ ଲକ୍ଷ୍ମଣ ଓ…

ଯୁବକଙ୍କ ଦେଶୀ ଯୋଗାଡ଼: ନଳକୂପରୁ ବାହାରୁଛି ପାଣି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନିଆରା ଭିଡିଓ ଦେଖିବାକୁ ମିଳିଥାଏ । ସେଥିମଧ୍ୟରେ କେତେକ ଦେଶୀ ଯୋଗାଡ଼ ମଧ୍ୟ ରହିଥାଏ । ଯାହାକୁ ବ୍ୟବହାର କରି ଅନେକ ଲୋକ ଉପକୃତ ମଧ୍ୟ ହୋଇଥାନ୍ତି । ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।…