Latest Odisha News

BREAKING NEWS

ସରକାରୀ ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗଙ୍କ ପରିବାର, ଗୁହାରି ଶୁଣୁନି ପ୍ରଶାସନ

ଉଦୟଗିରି : ନା କିଛି କହି ପାରୁଛି ନା କିଛି ବୁଝିପାରୁଛି  । ଭୋକ ଲାଗିଲେ ଖାଇବାକୁ ମାଗୁନି ଆଉ ନିଦ ଲାଗିଲେ ଶୋଇବା ପାଇଁ ବି କହୁନି l ଯେଉଁଠି ଯେମିତି ଅବସ୍ଥାରେ ତାକୁ ତା ଘର ଲୋକ ରଖନ୍ତି ସେ ସେମିତି ହିଁ ପଡି ରହୁଛି l ବେଳେ ବେଳେ ସେ ନିଜେ ଏକୁଟିଆ ବସି ଗୁଣୁ ଗୁଣୁ ହେଉଛି ତ ଆଉ…

କେନ୍ଦ୍ରକୁ କେଜ୍ରିୱାଲଙ୍କ ଟାର୍ଗେଟ୍ ! କହିଲେ ସିବିଆଇ ଓ ଇଡିର ଦୁରୁପଯାେଗ କରୁଛି କେନ୍ଦ୍ର

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ସିବିଆଇର ସମନ ପରେ ଶନିବାର ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅରବିନ୍ଦ କହିଛନ୍ତି, କେନ୍ଦ୍ରୀୟ ଏଜେନ୍ସି ଆମ ଆଦମୀ ପାର୍ଟିର ନେତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ନିର୍ଯାତନା ଦେଉଛି।…

ଘରେ ପଶି ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ ବିଜେପି ନେତା ସୁରେନ୍ଦ୍ର ମତିଆଲାଙ୍କୁ ଗୁଳି କରି ହତ୍ୟା । ଦୁଇଜଣ ଅଜଣା ବ୍ୟକ୍ତି ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ସେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ଘରେ ବସିଥିବାବେଳେ ଏହି ଅଘଟଣ ଘଟିଥିବା ପୋଲିସ କହିଛି । ପୋଲିସର କହିବା ଅନୁଯାୟୀ,…

ଏଣିକି ସିଏପିଏଫ କନଷ୍ଟେବଲ୍ ପରୀକ୍ଷା ପାଇଁ ଓଡ଼ିଆରେ ଆସିବ ପ୍ରଶ୍ନପତ୍ର

ନୂଆଦିଲ୍ଲୀ:CAPF(Central Armed Police Forces)ରେ କନଷ୍ଟେବଲ ପରୀକ୍ଷା ଦେବାକୁ ଚାହୁଁଥିବା ଆଶାୟୀ ଯୁବକଙ୍କ ପାଇଁ ଖୁସି ଖବର । ଏଣିକି ସେମାନେ ନିଜ ମାତୃଭାଷାରେ ପରୀକ୍ଷା ଦେଇ ପାରିବେ । ଓଡ଼ିଶାର ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଏଣିକି ପ୍ରଶ୍ନପତ୍ର ଓଡ଼ିଆରେ ଆସିବ । ଏମିତି ନିଷ୍ପତ୍ତି…

ସମ୍ବଲପୁର ହିଂସାରେ ସମ୍ପୃକ୍ତ ଗଣ୍ଡଗୋଳକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ : ପୋଲିସ ଡିଜି

ସମ୍ବଲପୁର : ହନୁମାନ ଜୟନ୍ତୀକୁ ନେଇ ସମ୍ବଲପୁର ସହରରେ ଦେଖା ଦେଇଥିବା ଉତ୍ତେଜନା ଏବେବି ସମ୍ପୂର୍ଣ୍ଣ ଭାବେ ଥମି ନାହିଁ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆଜି ଆଉ ୨ ଦିନ ପାଇଁ ଅର୍ଥାତ ୧୭ ତାରିଖ ସକାଳ ୧୦ଟା ଯାଏ ଏହି ସେବା ବନ୍ଦ ରହିବ ବୋଲି ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ଗୃହ…

ରୁଷ-ୟୁକ୍ରେନ ଯୁଦ୍ଧ: କାହାକୁ ଅସ୍ତ୍ର ଦେବନି ଚୀନ

ବେଜିଂ: ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବାରେ ନାମ ଧରୁନି । ୟୁକ୍ରେନକୁ ୟୁରୋପୀୟ ଦେଶ ବିଶେଷ କରି ଆମେରିକା ସହଯୋଗ କରୁଥିବା ବେଳେ ରୁଷ ସପକ୍ଷରେ ଚୀନ ବାହାରିବା ନେଇ ଆଲୋଚନା ଜୋର ଧରିଥିଲା । ଏପରିକି ରୁଷକୁ ଚୀନ ଅସ୍ତ୍ର ଶସ୍ତ୍ର ଯୋଗାଇବ ବୋଲି ଖବର ପ୍ରକାଶ ପାଇଥିଲା । ଶନିବାର ଚୀନର ବୈଦେଶିକ…

ଘରେ କେହି ନଥିବାବେଳେ ଜଳିଗଲା ୫ ବଖରା; ଅଧାପୋଡ଼ା ଟଙ୍କା ଧରି କାନ୍ଦୁଛନ୍ତି ବିପନ୍ନ

ଢେଙ୍କାନାଳ: ନିଆଁର କରାଳ ଗ୍ରାସରେ ସବୁ ଜଳିଗଲା । ପିନ୍ଧା ପୋଷାକ ବ୍ୟତୀତ ସବୁ ଜଳିପୋଡ଼ ପାଉଁଶ ହୋଇଗଲା । କେମିତି ଜଳିଲା କେହି ଜାଣି ପାରିଲେନି । ଟଙ୍କା, ସାର୍ଟିଫକେଟ ଉଦ୍ଧାର କରିବାକୁ ବି ସମୟ ପାଇଲେନି । ଅଧାପୋଡି ଯାଇଥିବା ଟଙ୍କାକୁ ଦେଖି  ମୁଣ୍ଡପିଟି କାନ୍ଦୁଛନ୍ତି ପରିବାର…

ଖାଇକୁ ଖସିଲା ବସ୍‌, ୧୩ ମୃତ ଓ ୨୫ରୁ ଅଧିକ ଆହତ

ରାୟଗଡ଼: ବଡ଼ ଧରଣର ବସ୍‌ ଦୁର୍ଘଟଣା। ଖାଇକୁ ଖସିଲା ବସ୍‌। ଘଟଣାରେ ଚାଲିଗଲା ୧୩  ଜୀବନ। ୨୫ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ମହାରାଷ୍ଟ୍ର ରାଜୟଗଡ଼ ଜିଲ୍ଲାରେ ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ଶନିବାର ଭୋର ୪.୩୦ ସମୟରେ ପୁଣେ-ରାୟଗଡ଼ ବର୍ଡରରେ ଏହି ଦୁର୍ଘଟଣା…

ରାଜଧାନୀ ପ୍ରତିଷ୍ଠା ଦିବସର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର : ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଉତ୍ସବର ଦ୍ଵିତୀୟ ଦିବସର ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ, ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବରେ , ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସମ୍ମାନିତ ଅତିଥି,…

ବିଶ୍ୱକପ ପୂର୍ବରୁ ଫିଟ ହୋଇଯିବେ ବୁମରାହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ବିସିସିଆଇର ତାଜା ଅପଡେଟ ଅନୁସାରେ ଷ୍ଟାର ପେସର ଯଶପ୍ରୀତ ବୁମରାହ ଯେତେଦୂର ସମ୍ଭବ ଦିନିକିଆ ବିଶ୍ୱକପ ପୂର୍ବରୁ ଫିଟ ହୋଇ ଯାଇଥିବେ । ପିଠି ସମସ୍ୟା ଯୋଗୁ ବୁମରାହ ୨୦୨୨ରୁ ପ୍ରାୟତଃ କ୍ରିକେଟଠାରୁ ଦୂରେଇ ରହିଛନ୍ତି । ଏସିଆ କପ,…