Latest Odisha News

BREAKING NEWS

ପାର୍କିନ୍‌ସନ୍ ରୋଗୀଙ୍କ କ୍ଷେତ୍ରରେ ସଚେତନତା ଆବଶ୍ୟକ: ପ୍ରଫେସର ମହାପାତ୍ର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ବିଶ୍ୱ ପାର୍କିର୍ନ୍‌ସନ୍ ଦିବସ ପାଳିତ ହୋଇଯାଇଛି । ଏହି ରୋଗ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା…

ଜିଜ୍ଞାସା ଉଦ୍ରେକ କରୁଛି ୟୁଏଆଇଏଲ୍‍ର ପ୍ରୋଜେକ୍ଟ ‘ପୁସ୍ତକାଳୟ’

ଭୁବନେଶ୍ୱର: ରାୟଗଡ଼ା ଏବଂ କଳାହାଣ୍ଣି ଭଳି ଜିଲ୍ଲା ଗୁଡ଼ିକରେ ଯୁବପିଢି ମଧ୍ୟରେ ଜିଜ୍ଞାସା ଭାବ ଜାତ କରିବା ସହିତ ଶିକ୍ଷା ଆହରଣ କରିବାର ଇଛା ଓ ଆଗ୍ରହ ସୃଷ୍ଟି କରିବା ଦିଗରେ ନିଜର ପ୍ରୟାସ ଜାରି ରଖି ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ଏକ ସହଯୋଗୀ…

ନିୟମିତ ହେବେ ଚୁକ୍ତିଭିତ୍ତିକ ଶିକ୍ଷକ, ବିଜ୍ଞପ୍ତି ପ୍ରକାଶ କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଚୁକ୍ତିଭିତ୍ତିକ ଶିକ୍ଷକ ଭାବେ ନିଯୁକ୍ତ ପାଇଥିବା ଶିକ୍ଷକ ନିୟମିତ ହେବେ । ଏନେଇ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାଦ୍ୱାରା ରାଜ୍ୟରେ ୧୮ ହଜାରରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପକୃତ ହେବେ ।…

ରାଜମୌଲୀଙ୍କ ଆଗାମୀ ଫିଲ୍ମରେ ମହେଶ ବାବୁଙ୍କ ଭୂମିକା ଭଗବାନ ହନୁମାନଙ୍କ ଉପରେ ପ୍ରେରିତ

ମାଡ୍ରାସ: ବାହୁବଳୀ ଓ ଆରଆରଆର ପରି ସଫଳ ଫିଲ୍ମ ଦେଇ ଏସଏସ ରାଜମୌଲୀ ନିଜର ଏକ ସ୍ୱତନ୍ତ୍ର ପରିଚୟ ଦେଶ ଓ ବିଦେଶରେ ସୃଷ୍ଟି କରି ପରିଛନ୍ତି । ତାଙ୍କର ଆଗାମୀ ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ରହୁଛି । ଏବେ ସେ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ନେଇ ଏକ ଫିଲ୍ମ କରୁଛନ୍ତି । ଏହା ଜଙ୍ଗଲର…

ରୋଜ୍ ଭ୍ୟାଲି କମ୍ପାନୀର ଆଉ ୬.୫୨ କୋଟି ମୂଲ୍ୟର ସମ୍ପତ୍ତି ଆଟାଚ୍

ଭୁବନେଶ୍ୱର: ଚିଟଫଣ୍ଡ କମ୍ପାନୀ ରୋଜ୍ ଭ୍ଯାଲିର ଆଉ ୬.୫୨ କୋଟି ମୂଲ୍ୟର ସମ୍ପତ୍ତି ଆଟାଚ୍ କରାଯିବ । ଏନେଇ ଇଓଡବ୍ଲୁ କରିଥିବା ଆବେଦନକୁ ଗ୍ରହଣ କରି ସମ୍ପତ୍ତି ଆଟାଚ୍ ପାଇଁ କଟକ ଏଡିଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓପିଆଇଡି କୋର୍ଟ । ରୋଜ୍ ଭ୍ୟାଲି ବିରୋଧରେ ୨୦୧୩ ମେ ୧୫ରେ ଇଓଡବ୍ଲୁରେ…

ବିଜେପିର ଦରକାର ଆଦିବାସୀ ଭୋଟ !

ଭୁବନେଶ୍ୱର: ବିଜେପି ଫୋକସରେ ଆଦିବାସୀ ଓ ଆଦିବାସୀ ବହୁଳ ଅଞ୍ଚଳ। ସମୟ ଅନୁଯାୟୀ ଲୋକେ ଯେତେ ଅତ୍ୟାଧୁନିକ ହେଲେ ମଧ୍ୟ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବିଶେଷ ଆଗକୁ ଯାଇପାରିନାହାନ୍ତି। ଆଜି ବି ବହୁ ଆଦିବାସୀ ବହୁଳ ଅଞ୍ଚଳ ଅପହଞ୍ଚ। କିନ୍ତୁ ସେମାନଙ୍କୁ ବିଭିନ୍ନ ରାଜନୈତିକ ଦଳ ଫୋକସ…

କର୍ଣ୍ଣାଟକରେ ମୁସଲମାନଙ୍କର ୪% ସଂରକ୍ଷଣ ଉଚ୍ଛେଦ ମାମଲା: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ କହିଲେ…

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବିଜେପି ସରକାରଙ୍କୁ ସୁପ୍ରିମକୋର୍ଟ ଝଟ୍‌କା। ରାଜ୍ୟ ସରକାରଙ୍କର ମୁଲମାନଙ୍କ ୪ ପ୍ରତିଶତ ସଂରକ୍ଷଣର ଉଚ୍ଛେଦ ନିଷ୍ପତି ଭୁଲ ଧାରଣା ଉପରେ ଅବଧାରିତ ବୋଲି କୋର୍ଟ କହିଛନ୍ତି। ଆଜି(ଏପ୍ରିଲ ୧୩) ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି…

‘ଏଲନ ମସ୍କ’ ପ୍ରଥମେ ଫଲୋ କଲେ, ତା ପରେ ବିବାଦକୁ ଟାଣିଲେ !

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫଲୋ କରି ଚର୍ଚ୍ଚାକୁ ବଢ଼ାଇଦେଲେ। ଏବେ ଭାରତରେ ସମ୍ପୂର୍ଣ୍ଣ ବାକ ସ୍ୱାଧୀନତା ସମ୍ଭବ ନୁହେଁ ଭଳି ବିବାଦୀୟ କଥା କହି କେନ୍ଦ୍ରର ବିଜେପି ସରକାରକୁ କାଠଗଡାରେ ଛିଡା କରାଇଦେଲେ। ଟ୍ୱିଟର ମାଲିକ ତଥା ବିଶ୍ୱର ଅନ୍ୟତମ ଧନୀ ଏଲନ ମସ୍କଙ୍କ ଅଳ୍ପଦିନ…

ଗ୍ୟାଙ୍ଗଷ୍ଟାରଙ୍କ ଟାର୍ଗେଟରେ ପଞ୍ଜାବୀ ଗାୟକ ମନକୀରଟ

ଚଣ୍ଡୀଗଡ: ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡ ପରେ ଏବେ ଗ୍ୟାଙ୍ଗଷ୍ଟାରଙ୍କ ଟାର୍ଗେଟରେ ପଞ୍ଜାବୀ ଗାୟକ ମନକୀରଟ ଔଲେଖ ରହିଛନ୍ତି । ବୁଧବାର ରାତିରେ ମନକୀରଟ ଚଣ୍ଡୀଗଡରୁ ଘରକୁ ଫେରୁଥିବା ବେଳେ ୩ଜଣ ଯୁବକ ତାଙ୍କ ଗାଡିକୁ ଅନୁସରଣ କରିଥିଲେ । ମନକୀରଟ ପ୍ରଥମେ ଏ ନେଇ ବିଶେଷ ଧ୍ୟାନ ଦେଇ ନ ଥିଲେ…

ବଢୁଛି ବିରୋଧୀଙ୍କ ଶକ୍ତି, ଏଥର ମୋଦିଙ୍କ ସହ ନିର୍ଣ୍ଣାୟକ ଲଢେଇ!

ଭୁବନେଶ୍ୱର: ଶକ୍ତ ହେଉଛି ବିରୋଧୀ ମେଳି। ପୂର୍ବରୁ ବିରୋଧୀ ଏକ ହୋଇପାରୁ ନ ଥିବା ବେଳେ ଏବେ ଗୋଟିଏ ମଞ୍ଚରେ ସମସ୍ତେ ଏକାଠି ହେବାରେ ଲାଗିଛନ୍ତି। ଏପରିକି ପୂର୍ବରୁ କଂଗ୍ରେସ ନେତୃତ୍ୱକୁ ସମସ୍ତେ ସ୍ୱୀକାର କରି ନ ଥିବା ବେଳେ ଧୀରେ ଧୀରେ କଂଗ୍ରେସ ସହ ମିଶି ବିଜେପି ବିରୋଧରେ ଲଢ଼ିବାକୁ ସହମତି…