Latest Odisha News

BREAKING NEWS

ଭାରତୀୟ ବଜାରରେ ଉପସ୍ଥିତି ବିନା କୌଣସି ଶିଳ୍ପ ସଂସ୍ଥାର ଅଭିବୃଦ୍ଧି ସମ୍ଭବ ନୁହେଁ: ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଉପସ୍ଥିତି ବିନା କୌଣସି ଶିଳ୍ପ ସଂସ୍ଥାର ଅଭିବୃଦ୍ଧି ସମ୍ଭବ ନୁହେଁ ବୋଲି ଫିକି ସଭାପତି ତଥା ଇଣ୍ଡିଆନ୍ ମେଟାଲ୍ସ ଏଣ୍ଡ ଫେରୋ ଆଲଏଜ୍ (ଇମ୍ଫା) ପରିଚାଳନା ନିର୍ଦ୍ଦେଶକ (ଏମଡି) ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି । ନିକଟରେ ଫିକି ଏବଂ ୟୁଏସ୍ – ଇଣ୍ଡିଆ ଷ୍ଟ୍ରାଟେଜିକ…

ବଟଲରଙ୍କ ଅର୍ଦ୍ଧଶତକ, ଚେନ୍ନାଇ ସମ୍ମୁଖରେ ୧୭୬ ରନର ଲକ୍ଷ୍ୟ

ଚେନ୍ନାଇ: ଚଳିତ ଆଇପିଏଲରେ ବୁଧବାର ଅନୁଷ୍ଠିତ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ୧୭୬ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଜୋସ ବଟଲରଙ୍କ ୫୨ ରନ ସହାୟତାରେ ୮ ୱିିକେଟ ବିନିମୟରେ ୧୭୫ ରନ ସଂଗ୍ରହ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ…

ପୁରୁଣା ନିୟମକୁ ଫେରିଲା ଆନ୍ତର୍ଜାତୀୟ ଶୁଟିଂ ଫେଡେରେଶନ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଶୁଟିଂ ଫେଡେରେଶନ ନୂତନ ଭାବେ ଲାଗୁ କରିଥିବା ନିୟମରେ ୟୁ ଟର୍ଣ୍ଣ ନେଇଛି । ପ୍ୟାରିସ ଅଲିମ୍ପିକ୍ସରେ ପୁରୁଣା ନିୟମ ଅନୁସାରେ ମୁକାବିଲା ଆୟୋଜିତ ହେବ । ଟୋକିଓ ଅଲିମ୍ପିକ୍ସ ପରେ ଆଇଏସଏସଏଫ ନିୟମରେ କେତେକ ପରିବର୍ତନ କରିଥିଲା । ଏହା ଅନୁସାରେ ପିସ୍ତଲ ଓ ରାଇଫଲ…

ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଫଳାଫଳ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର : ମେ' ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଫଳାଫଳ । ଏନେଇ ବୁଧବାର ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ଖାତା ଦେଖା ଶେଷ ହୋଇ ଟାବୁଲେସନ୍ ଆରମ୍ଭ ହୋଇସାରଛି ଏବଂ ବୋର୍ଡ ପକ୍ଷରୁ ଫଳାଫଳ…

ଦନ୍ତା ମୃତ୍ୟୁ ଘଟଣାରେ ବାପପୁଅଙ୍କୁ ବାନ୍ଧିଲା ବନ ବିଭାଗ

ସୁବର୍ଣ୍ଣପୁର: ବିନିକା ବ୍ଲକ ମହଦା ଗାଁ ନିକଟ ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ଘଟଣାରେ ବନ ବିଭାଗ ବାପପୁଅଙ୍କୁ ଗିରଫ କରିଛି । ଗିରଫ ୨ ଜଣ ହେଲେ ବୀରେନ୍ଦ୍ର ଶର୍ମା ଓ ଆଲାଉଦ୍ଦିନ ଶର୍ମା । ଉଭୟ ବାପପୁଅ ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିବା ବେଳେ ଦନ୍ତା ସେଥିରେ ପଡ଼ି ଯାଇଥିଲା ।…

ରାଜ୍ୟରେ ଏବର୍ଷ ପାୱାର୍‌ କଟ୍‌ ହେଇନି କି ହେବାର ସମ୍ଭାବନା ବି ନାହିଁ : ପ୍ରତାପ ଦେବ

ଭୁବନେଶ୍ୱର : ରାଜ୍ୟରେ ତାପମାତ୍ରା ବଢିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେପଟେ ଗରମ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ପଙ୍ଖା, କୁଲର ଓ ଏସି ଉପରେ ନିର୍ଭର କରୁଥୁବାବେଳେ ସଭିଙ୍କୁ ଘାରିଛି ପାୱାର୍‌ କଟ୍‌ ଚିନ୍ତା । ଏସବୁ ଭିତରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ…

ଆଇପିଏଲରେ ଗୋଟିଏ ଟିମ ପକ୍ଷରୁ ସର୍ବାଧିକ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଲେ ଧୋନୀ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ବୁଧବାର ମହେନ୍ଦ୍ର ସିଂ ଧୋନୀ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଆଇପିଏଲରେ ଗୋଟିଏ ଟିମ ପକ୍ଷରୁ ସର୍ବାଧିକ ମ୍ୟାଚରେ ନେତୃତ୍ୱ ନେବାରେ ସେ ରେକର୍ଡ କରିଛନ୍ତି । ଧୋନୀ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ୨୦୦ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି…

ସୋନୁଙ୍କୁ ନିଆରା ଢଙ୍ଗରେ ଜଣାଇଲେ ଧନ୍ୟବାଦ: ୨୫୦୦ କିଲୋ ଚାଉଳରେ ପ୍ରସ୍ତୁତ କଲେ ଫଟୋଚିତ୍ର

ମୁମ୍ବାଇ: ବଲିଉଡ଼ ଅଭିନେତା ସୋନୁ ସୁଦ୍ ନିଜର କାର୍ଯ୍ୟକଳାପ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କୌଣସି ଲୋକ ଅସୁବିଧାରେ ଥିଲେ ତାଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢାଇଥାନ୍ତି ସୋନୁ । ଏହି କାରଣରୁ ସୋନୁ ସୁଦ୍‌ଙ୍କ ଫ୍ୟାନ ଫଲୋର୍ସଙ୍କ ସଂଖ୍ୟା ଖୁବ୍ ଅଧିକ । ଅନେକ ସ୍ଥାନରେ ସୋନୁଙ୍କୁ…

ବିଜେପିର ହେଭିୱେଟ ନେତାଙ୍କୁ ଘାରିଲାଣି ନିର୍ବାଚନ ଜିତିବା ଚିନ୍ତା !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଆସନ୍ନ ଥିବାବେଳେ ରାଜ୍ୟ ବିଜେପିର ପ୍ରମୁଖ ଚେହେରା ଏବେଠୁ କ୍ଷେତ୍ର ପ୍ରସ୍ତୁତି ଜୋରଦାର କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି ରାଜ୍ୟ ବିଜେପିର ତିନି ପ୍ରମୁଖ ଚେହେରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ…

ମାଆ ଉପରେ ରାଗି ଆଈକୁ କହିବା ପାଇଁ ୧୧ ବର୍ଷର ବାଳକ ସାଇକେଲରେ ଗଲା ୧୩୦କିମିର ରାସ୍ତା

ବେଜିଂ: ଚୀନରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ସହଜରେ ବିଶ୍ୱାସ କରି ହେଉ ନାହିଁ । ଜଣେ ୧୧ ବର୍ଷର ବାଳକ ମାଆ ଉପରେ ରାଗି ଆଈକୁ କହିବା ପାଇଁ ଘରୁ ସାଇକେଲ ଧରି ବାହାରିଥିଲା । ସେ କିଛି ବାଟ ସାଇକେଲ ଚଳାଇବା ପରେ ହାଲିଆ ହୋଇ ଘରକୁ ଫେରି ଆସିବେ ବୋଲି ପରିବାର ଲୋକ ଭାବିଥିଲେ । ମାତ୍ର…