Latest Odisha News

BREAKING NEWS

କମୁଛି ଟେଷ୍ଟିଂ ବଢୁଛି ସଂକ୍ରମଣ; ୩୫ ହଜାର ଅତିକ୍ରମ କଲା କରୋନା ସକ୍ରିୟ ମାମଲା

ନୂଆଦିଲ୍ଲୀ: ଦେଶରେ ଗତକାଲି ଭଳି ଆଜି ବି ଦୈନିକ ସଂକ୍ରମଣ ୬ ହଜାର ତଳକୁ ରହିଛି। ଗତ ୨୪ ଘଣ୍ଟାରେ ୫୮୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସକ୍ରିୟ ସଂଖ୍ୟା ୩୫,୧୯୯ରେ ପହଞ୍ଚିଛି। ସୋମବାର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଜାରି କରିଥିବା ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।…

ସୋନିପଥ ମସ୍‌ଜିଦ୍‌ରେ ଆକ୍ରମଣ; ୧୯ ଜଣଙ୍କ ନାଁରେ ମାମଲା ରୁଜୁ

ଚଣ୍ଡିଗଡ଼: ରାମନବମୀ ଠାରୁ ଦେଶରେ ସାମ୍ପ୍ରଦାୟିକ ସ୍ଥିତି ବିଗିଡ଼ିଯାଇଛି। ଉତ୍ତର ଠାରୁ ଆରମ୍ଭ କରି ଦକ୍ଷିଣ, ପଶ୍ଚିମ ଠାରୁ ଆରମ୍ଭ କରି ପୂର୍ବ  ଭାରତରେ ସବୁଠି ଛୋଟବଡ଼ ହିଂସା ଦେଖିବାକୁ ମିଳୁଛି। କୁହୁଳି ଥିବା ଧୂଆଁ ବେଳେ ବେଳେ ହିଂସା ରୂପ ନେଉଛି। ହରିଆଣା ସୋନିପଥ ସନ୍ଦଲ କଲାଁ ଗାଁରେ ପୁଣି…

ଘର ସାମ୍ନାରୁ କୁଆଡେ ଗଲା ପ୍ରିନ୍ସ; ତିନି ଦିନ ହେଲା ପତ୍ତା ମିଳୁନି

ଝାରସୁଗୁଡା: ସମର୍ଥ ବର୍ମା ଅପହରଣ ଓ ହତ୍ୟା ମାମଲାର ଦୁଃଖଦ ସ୍ମୃତି ମନରୁ ହଟିନି । ପୁଣି ସାମ୍ନାକୁ ଆସିଛି ଆଉ ଏକ ନାବାଳକ ନିଖୋଜ ମାମଲା । ପୁଣି ସେଇ ଝାରସୁଗୁଡା ଜିଲ୍ଲାରୁ । ଘର ସାମ୍ନାରୁ ଜଣେ ନାବାଳକ ନିଖୋଜ ହୋଇ ଯାଇଛନ୍ତି । ଗତ ଶୁକ୍ରବାର ଅର୍ଥାତ ୭ ତାରିଖରୁ ସେ ନିଖୋଜ ହେଲେଣି…

ଖାଲସା ଏକାଠି କରିବାର ଶକ୍ତି ବିଛିନ୍ନତାବାଦୀ ନୁହେଁ: ୟୁଏସ ଭାରତୀୟ ରାଷ୍ଟ୍ରଦୂତ

ୱାଶିଂଟନ ଡିସି: ଭାରତରେ ବିଚ୍ଛିନ୍ନତାବାଦୀ ନେତା ଅମ୍ରିତପାଲ ସିଂହଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଖଲିସ୍ତାନୀ ସମର୍ଥକମାନେ ଲଣ୍ଡନ, ବ୍ରିଟିଶ କଲମ୍ବିଆ ଓ ସାନ୍‌ଫ୍ରାନ୍ସିକୋରେ ଭାରତୀୟ ଦୂତାବାସରେ ଭଙ୍ଗାରୁଜା କରିବା ପରେ ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଏକ…

ବର୍ଷା ପବନରେ ମନ୍ଦିର ଉପରେ ଉପୁଡି ପଡିଲା ପୁରୁଣା ନିମ ଗଛ; ୭ ମୃତ, ୩୦ରୁ ଅଧିକ ଆହତ

ଅକୋଲା: ମୁସଳଧାରାରେ ପର୍ଷା ଓ ପବନ ଯୋଗୁ ମନ୍ଦିରର ଟିଣ ଚାଦର ଉପରେ ଉପୁଡ଼ି ପଡ଼ିଲା ପୁରୁଣା ନିମ ଗଛ। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଆହତ ହୋଇଛନ୍ତି। ଘଟଣା ଘଟିଛି ମହାରାଷ୍ଟ୍ର ଅକୋଲା ଜିଲ୍ଲା ବାଲାପୁର ବ୍ଲକ୍‌ ପାରସ ଗାଁରେ। ରବିବାର ସନ୍ଧ୍ୟାରେ ମୁସଳଧାରାରେ ବର୍ଷା…

ପାକ୍ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଭିତରକୁ ପଶିଗଲେ ଅଜଣା ଯୁବକ; ଜାଣି ପାରିଲେନି ସୁରକ୍ଷାକର୍ମୀ

ଇସଲାମବାଦ:ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ସୁରକ୍ଷା ବ୍ୟବସ୍ଥାକୁ ଫୁ କରି ତାଙ୍କ ସରକାରୀ ବାସ ଭବନରେ ପଶି ଗଲେ ଜଣେ ଅଜଣା ବ୍ୟକ୍ତି । ବ୍ୟକ୍ତି ଜଣ ଆଫଗାନିସ୍ତାନର ବୋଲି ଜଣାଯାଇଛି ।  ପରେ ସୁରକ୍ଷାକର୍ମୀ ତାଙ୍କୁ ଧରି ପୋଲିସ ଜିମା ଦେବା ପରେ ତାଙ୍କୁ ଆତଙ୍କବାଦ ବିରୋଧୀ…

ଟଙ୍କା ଖାଇ ଗୋଡ଼ାଏ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ‘ଟଙ୍କା ମୁହଁ କରିଦିଏ ବଙ୍କା’ । ଏ ପ୍ରବାଦଟି କେବେଠୁ ଗଡିଆସୁଛି । ଟଙ୍କା କେବଳ ଏକ ମାଧ୍ୟମ । କାଗଜରେ ଛପାଟଙ୍କା କି ଧାତୁରେ ତିଆରି ଟଙ୍କାପଇସାମାନେ ସବୁବେଳେ ଚାହାଁନ୍ତି – ଏ ପକେଟରୁ ସେ ପକେଟ ଏ ମୁଣିରୁ ସେ ମୁଣି ଏ ଆଲମାରିରୁ ସେ…

କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ୫୦ ପ୍ରତିଶତ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବହୁତ ବଡ ଖୁସ ଖବର ।କେନ୍ଦ୍ର ସରକାର ତାଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କର ବଢିବ ମହଙ୍ଗା ଭତ୍ତା । ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି  ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ବୃଦ୍ଧି ପରେ କର୍ମଚାରୀଙ୍କୁ ୪୨ ପ୍ରତିଶତ ବଦଳରେ ମିଳିବ ୫୦…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେଇ ମୀନାକ୍ଷି ଆଜି ତାଙ୍କୁ ଅଜସ୍ର ଅଭିଶାପର ମର୍ମଦାହୀ ଆଘାତରେ ରକ୍ତାକ୍ତ କରି ଏ ଅଟ୍ଟାଳିକାର ସୀମା ଅତିକ୍ରମ କରି ଚାଲିଯାଇଛି । ବିବାହ ବିଚ୍ଛେଦ ଦଲିଲରେ ସ୍ୱାକ୍ଷର କରିବା ପରେ ଆଜି ଶେଷଥର ପାଇଁ ସେ ଆସିଥିଲା…

କବିତା : ନିଖୋଜ ଈଶ୍ୱର

ମଞ୍ଜୁରାଣୀ ବେହେରା  ସେମାନେ ବାରମ୍ବାର ବିଦ୍ରୋହ ରଚନ୍ତି ପୁଳା ପୁଳା ଷଡଯନ୍ତ୍ର ଭିତରୁ ବନ୍ଦୀ ହୋଇଥିବା ଈଶ୍ୱରଙ୍କୁ ମୁକୁଳେଇବାର ଅନେକ ପ୍ରୟାସ କରନ୍ତି। କେତେ ଭୂତ, ଭବିତବ୍ୟ ଯୁକ୍ତିତର୍କ,ପ୍ରଶ୍ନ ଉତ୍ତରର କାଠ ଗଡ଼ାରେ ତାଙ୍କୁ ଠିଆ କରାଯାଏ ଏକ ଅନନ୍ତ…