୬ଟି ଭାଷାରେ ନିର୍ମିତ ଓଡ଼ିଆ ଫିଲ୍ମ ‘ଅନ୍ତର୍ଯ୍ୟାମୀ’ : ଏକାଠି ନଜର ଆସିବେ ବାବୁସାନ-ବେଦବିକା
ଭୁବନେଶ୍ୱର: ଆଗକୁ ଆସୁଛି ଓଡ଼ିଆ ଫିଲ୍ମ ‘ଅନ୍ତର୍ଯ୍ୟାମୀ’ । ଏଥିରେ ଓଲିଉଡ୍ର ଚକୋଲେଟ୍ ବୟ ବାବୁସାନ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ଓଡ଼ିଆ, ତେଲୁଗୁ, ତାମିଲ, ମାଲୟାଲାମ୍ ଓ କନ୍ନଡ ଆଦି ୬ଟି ଭାଷାରେ ନିର୍ମିତ ହୋଇଛି । ଏଥିରେ ବାବୁସାନଙ୍କ ବିପକ୍ଷରେ ନାୟିକ…