Latest Odisha News

BREAKING NEWS

ଭୋଟ ପାଇଁ ଓଡ଼ିଆ ପ୍ରୀତି !

ଭୁବନେଶ୍ୱର: ଓଡ଼ିଆ ଓ ଓଡିଶାକୁ ନେଇ ଏବେ ରାଜ୍ୟ ଓ ଜାତୀୟ ରାଜନୀତି ତୀବ୍ର ହୋଇଛି। କୋଟିଆ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆନ୍ଧ୍ରକୁ ଗୋ ବ୍ୟାକ ନାରାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା।ଏହାଦ୍ୱାରା ବିଜେପି ଓ ଧର୍ମେନ୍ଦ୍ରଙ୍କ ଓଡିଶା ପ୍ରୀତିର କଥାକୁ ନେଇ…

ଚାଂଚଲ୍ୟକର ଖୁଲାସା: ୧୫୬ କ୍ୟାଥୋଲିକ ପାଦ୍ରୀଙ୍କ ଯୌନ କେଳାଙ୍କାରୀ

ନୂଆଦିଲ୍ଲୀ: ଆମେରିକାର ମ୍ୟାରିଲେଣ୍ଡ ଷ୍ଟେଟର ଏକ ଚାଂଚଲ୍ୟକର ଘଟଣା ସମ୍ମୁଖକୁ ଆସିଛି । ୧୯୪୦ରୁ ଏ ପର୍ଯ୍ୟନ୍ତ ଏଠାକାର ୧୫୬ କ୍ୟାଥୋଲିକ ଚର୍ଚ୍ଚର ପାଦ୍ରୀ ୬୦୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ଯୌନ ଶୋଷଣ କରିଛନ୍ତି । ପାଦ୍ରୀଙ୍କ ସହ ଅନ୍ୟ କେତେକ ଲୋକ ମଧ୍ୟ ଏହି ଯୌନ କେଳାଙ୍କାରୀରେ ସାମିଲ ଅଛନ୍ତି ।…

ଏଣିକି ଶିକ୍ଷକ ଭାବେ ନିଯୁକ୍ତି ପାଇପାରିବେ ତାଲିମପ୍ରାପ୍ତ ବାଣିଜ୍ୟ ଓ ଜୀବବିଜ୍ଞାନରେ ସ୍ନାତକ ଡିଗ୍ରୀଧାରୀ :…

କଟକ : ଏଣିକି ତାଲିମପ୍ରାପ୍ତ ବାଣିଜ୍ୟ ଓ ଜୀବବିଜ୍ଞାନରେ ସ୍ନାତକ ଡିଗ୍ରୀଧାରୀମାନେ ସରକାରୀ ହାଇସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତି ପାଇପାରିବେ। ଏ ସମ୍ପର୍କରେ ଆଗତ ଏକ ମାମଲାର ବିଚାର କରି ପୂର୍ବରୁ ହାଇକୋର୍ଟଙ୍କ ଜଣକିଆ ପୀଠ ଦେଇଥିବା ରାୟକୁ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌‌. ମୁରଲୀଧର ଓ…

ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବୃଦ୍ଧି, ଏଣିକି ଅତି କୁଶଳୀ ପାଇବେ ୪୯୫ ଟଙ୍କା

ଭୁବନେଶ୍ୱର: ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବୃଦ୍ଧି ପାଇଛି । ଏନେଇ ଆଜି ଶ୍ରମ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତି କୁଶଳୀ ଶ୍ରମିକଙ୍କ ଦୈନିକ ପାରିଶ୍ରମିକ ମୂଲ୍ୟ ୧୨ ଟଙ୍କା ବଢ଼ାଇଛନ୍ତି ଶ୍ରମ କମିଶନର । ସରକାରଙ୍କ…

ବିଜେପିରେ ସାମିଲ୍ ହେଲେ ବରିଷ୍ଠ କଂଗ୍ରେସ ନେତା ଏକେ ଆଣ୍ଟୋନିଙ୍କ ପୁଅ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ୍ ଆଣ୍ଟୋନି ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । କେରଳର କଂଗ୍ରେସ ନେତା ଅନିଲ୍ ଆଣ୍ଟୋନି ଗତ ଜାନୁଆରୀ ମାସରେ ହାତ ଛାଡ଼ି ଦେଇଥିବା ବେଳେ ବିଜେପି ପ୍ରତିଷ୍ଠା ଦିବସରେ ପଦ୍ମ ଧରିଛନ୍ତି । ୨୦୦୨…

୩ ଘଣ୍ଟା ପାଇଁ ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ନବରଙ୍ଗପୁରକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: କାଳବୈଶାଖୀ ଓ କୁଆପଥର ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଆଗାମୀ ୩ ଘଣ୍ଟା ମଧ୍ୟରେ ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଘଣ୍ଟାପ୍ରତି…

ଚଳିତବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ହେବ ପାଠପଢ଼ା, ୧୦୦ଟି ଏମବିବିଏସ୍ ସିଟ୍ ଲାଗି ଏନଏମସି ଦେଲା ଅନୁମତି

କଳାହାଣ୍ଡି ମେଡିକାଲ କଲେଜରେ ଚଳିତବର୍ଷ ଅର୍ଥାତ ୨୦୨୩-୨୪ ଶିକ୍ଷାବର୍ଷରୁ ପାଠପଢ଼ା ଆରମ୍ଭ ହେବ । ଏନେଇ ସୂଚନା ଦେଇଛି ନ୍ୟାସନାଲ ମେଡିକାଲ କମିଶନ୍ ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ । କଳାହାଣ୍ଡି ମେଡିକାଲ କଲେଜରେ ୧୦୦ଟି ଏମବିବିଏସ୍ ସିଟ୍ ଲାଗି ଏନଏମସି ପକ୍ଷରୁ ଅନୁମତି…

ଭିଜିଲାନ୍ସ ଜାଲରେ ଖଣ୍ଡଗିରି ଥାନା ସବଇନ୍ସପେକ୍ଟର, ୫୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଭୁବନେଶ୍ୱର: ଖଣ୍ଡିଗିରି ଥାନା ସବଇନ୍ସପେକ୍ଟରଙ୍କ ସହ ଅନ୍ୟ ଜଣେ ଭଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ନାକା ଗେଟ୍ ନିକଟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଖଣ୍ଡଗିରି ଥାନା ଏସ୍ଆଇ ସୁଶାନ୍ତ କୁମାର ସ୍ୱାଇଁଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ଚିରଞ୍ଜୀବଙ୍କୁ ଧରିଛି । କୌଣସି ଏକ ମାମଲାରେ…

ବେଆଇନ୍ ଧର୍ମାନୁଷ୍ଠାନ ମାମଲା, ୩ ମାସରେ ଉଚ୍ଛେଦ ହୋଇଛି ୪ଟି

କଟକ: ସର୍ବସାଧାରଣ ସ୍ଥାନରେ ବେଆଇନ୍ ଧର୍ମାନୁଷ୍ଠାନ ଉପରେ ନିଆ ଯାଇଥିବା ପଦକ୍ଷେପ ନେଇ ସୁପ୍ରିମକୋର୍ଟରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ସତ୍ୟପାଠ ଅନୁସାରେ, ଗତ ୩ ମାସରେ ୮ଟି ଧର୍ମାନୁଷ୍ଠାନ ବିରୋଧରେ ପଦକ୍ଷେପ ନିଆ ଯାଇଥିବା ବେଳେ ୪ଟି ଉଚ୍ଛେଦ ଓ ୩ଟି ଅନ୍ୟତ୍ର ସ୍ଥାନାନ୍ତର…

୧୧ ହଜାର ଫୁଟ ଉଚ୍ଚରେ ଉଡୁଥିଲା ବିମାନ, ହଠାତ ପାଇଲଟଙ୍କ ସିଟରୁ ବାହାରିଲା ବିଷାକ୍ତ ନାଗ..

ନୂଆଦିଲ୍ଲୀ:୧୧ ହଜାର ଫୁଟ ଉଚ୍ଚରେ ଉଡୁଥିଲା ବିମାନ । ହଠାତ ପାଇଲଟ ଦେଖିଲେ ବିମାନ ଭିତରେ ଏକ ନାଗସାପ । ଖୁବ ବିଷାକ୍ତ ପ୍ରଜାତିର ଥିଲା ଏହି ସାପ । ସାପକୁ ଦେଖି ଡରି ଯାଇଥିଲେ ପାଇଲଟ । ହେଲେ ତାଙ୍କ ହାତରେ ଥିଲା ଯାତ୍ରୀଙ୍କ ଜୀବନ । ସେ ନିଜକୁ ଶାନ୍ତ କରିଥିଲେ । ତାଙ୍କର ଧୈର୍ଯ୍ୟ ଏବଂ…