ବାଲିଷ୍ଟିକ ମିଶାଇଲ ପ୍ରଳୟର ସଫଳ ପରୀକ୍ଷଣ, ଦେଶର ଉତ୍ତର ଓ ପଶ୍ଚିମ ସୀମାନ୍ତରେ ପ୍ରଳୟ ହେବ ଏକ ଅମୋଘ ଅସ୍ତ୍ର
ବାଲେଶ୍ୱର: ମଙ୍ଗଳବାର ସଫଳତାର ସହ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରୁଥିବା ବାଲିଷ୍ଟିକ ମିଶାଇଲ ପ୍ରଳୟର ପରୀକ୍ଷଣ କରିଛି ଭାରତ। ସୂଚନାନୁସାରେ, ଓଡିଶା ଉପକୂଳର ଅବଦୁଲ କଲାମ ଦ୍ୱୀପରୁ ସକାଳ ୯.୫୦ରେ ଏହି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା। ଗତ ବର୍ଷ…