Latest Odisha News

BREAKING NEWS

ତାଞ୍ଜାନିଆ ଭାଇ ଭଉଣୀ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: ତାଞ୍ଜାନିଆର କିଲି ପଲ ଓ ତାଙ୍କ ଭଉଣୀ ନୀମା ପଲ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚିତ । ଏବେ ଏହି ଭାଇଭଉଣୀ ଉତ୍କଳ ଦିବସରେ ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାଇ ଚର୍ଚ୍ଚାକୁ ଆସିଛନ୍ତି । ଏହା ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଗୀତ ଗାଇ ସେମାନେ…

ଚାକିରି ଦେବା ନାଁରେ ୨୦୦ ଆଶାୟୀଙ୍କୁ ଲୁଟିଥିଲେ, ଧରାପଡିଲେ

ଭୁବନେଶ୍ୱର: ଚାକିରି ନାଁରେ ବେକାର ଯୁବକଯୁବତୀଙ୍କଠାରୁ ଟଙ୍କା ଲୁଟୁଥିବା ଏକ ଗ୍ୟାଙ୍ଗକୁ ଧରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା  । ଏହି ଗ୍ୟାଙ୍ଗର ୨ ଜଣଙ୍କୁ ସୋମବାର ଗିରଫ କରିଛି ଇଓଡବ୍ଲ୍ୟୁ । ଏହି ଗ୍ୟାଙ୍ଗ ବିଭିନ୍ନ ସରକାରୀ ଅଫିସରେ ଚାକିରି ଯୋଗାଇ ଦେବାର…

ବିକ୍ରି ହୋଇଯିବ ୱାର୍ଲ୍ଡ ରେସଲିଂ ଏଂଟରଟେନମେଂଟ

ନୂଆଦିଲ୍ଲୀ: ୱାର୍ଲ୍ଡ ରେସଲିଂ ଏଂଟରଟେନମେଂଟ ବିକ୍ରି ହୋଇଯିବା ପରିସ୍ଥିତି ସୃଷ୍ଟି ହୋଇଛି । ଏରୀ ଇମାନୁଏଲର ଏଣ୍ଡୱେର ଗ୍ରୁପ ଡବ୍ଲ୍ୟୁଡବ୍ଲ୍ୟୁଇକୁ କିଣିବା ନିମନ୍ତେ ପ୍ରାୟତଃ ଚୂଡାନ୍ତ ହୋଇଯାଇଛି । ଏଣ୍ଡୱେର ଗ୍ରୁପ ଅଲ୍ଟିମେଟ ଫାଇଟିଂ ଚାମ୍ପିୟନଶିପର ପ୍ୟାରେଂଟ କମ୍ପାନୀ ।…

ଆନ୍ତର୍ଜାତିକ ମଞ୍ଚରେ ପ୍ରଶଂସା ସାଉଁଟିଲା ଓଡ଼ିଆ ଡକ୍ୟୁ ଫିଲ୍ମ ’ମିଶନ ଶକ୍ତି’

ଭୁବନେଶ୍ୱର:ଆନ୍ତର୍ଜାତିକ ମଞ୍ଚରେ ପ୍ରଶଂସା ସାଉଁଟିଲା ଓଡ଼ିଆ କ୍ଷୁଦ୍ର ପ୍ରାମାଣିକ ଫିଲ୍ମ ।  କ୍ଷୁଦ୍ର ପ୍ରାମଣିକ ଚଳଚ୍ଚିତ୍ର 'ଡକ୍ୟୁ ଫିଲ୍ମ'- 'ମିଶନ ଶକ୍ତି'କୁ ବିଶ୍ୱସ୍ତରୀୟ ସମ୍ମିଳନୀରେ ପ୍ରଶଂସା ମିଳିିଛି । ଜାତିସଂଘ ଦ୍ୱାରା ଆମେରିକାରେ ସିଆଟେଲ ଠାରେ ଅନୁଷ୍ଠିତ 'ସି ଫୁଡ ଏଲାଏନ୍ସ'…

ଫିଲ୍ମ ଦେଖିବାକୁ ମାଲିକ ସହ କୁକୁର ଯାଉଛନ୍ତି ହଲ

ଚୀନ: ଅନେକଙ୍କର ବିଭିନ୍ନ ପ୍ରଜାତିର କୁକୁର ପାଳିବା ଖୁବ୍ ସଉକ ଥାଏ । କାରଣ ସବୁ ପ୍ରାଣୀଙ୍କଠାରୁ କୁକୁର ସବୁଠାରୁ ବେଶୀ ବିଶ୍ୱସ୍ଥ ବୋଲି ଲୋକଙ୍କ ଧାରଣା । ସେମାନେ ମଧ୍ୟ ମାଲିକଙ୍କ ପ୍ରତି ଭାବପ୍ରବଣ ହୋଇଥାନ୍ତି । ଏହାର ଅନେକ କାହାଣୀ ଆମେ ଫିଲ୍ମରେ ବି ଦେଖିଛନ୍ତି । ପଡୋଶୀ ଦେଶ ଚୀନ୍‌ରେ…

ନିୟମିତ ଆଦେଶ ନମିଳିଲେ କାର୍ଯ୍ୟବନ୍ଦ ଧମକ ଦେଲା ସିବିଟି ଶିକ୍ଷକ ସଂଘ, ମନ୍ତ୍ରୀ କହିଲେ ଧୈର୍ଯ୍ୟ ଧରନ୍ତୁ

ଭୁବନେଶ୍ୱର : ରାଜଧାନୀର ରାଜରାସ୍ତାରେ ଏକାଠି ହୋଇଛନ୍ତି ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ହଜାର ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ। ହାଇସ୍କୁଲ ସିବିଟି ଶିକ୍ଷକ ସଂଘର ଆହ୍ୱାନରେ  ହଜାର ହଜାର ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ (୨୦୧୬ ରୁ ୨୦୨୨ ବ୍ୟାଚ୍ ପର୍ଯ୍ୟନ୍ତ)…

ଜୁନିୟର ଏନଟିଆରଙ୍କ ଆଗାମୀ ଫିଲ୍ମରେ ଖଳନାୟକ ହେବେନି ସୈଫ

ମୁମ୍ବାଇ: ଆରଆରଆରର ଅଦ୍ଭୁତପୂର୍ବ ସଫଳତା ପରେ ଏବେ ସମସ୍ତଙ୍କ ନଜର ଜୁନିୟର ଏନଟିଆରଙ୍କ ଆଗାମୀ ଫିଲ୍ମ ଉପରେ ରହିଛି । ଏହି ଫିଲ୍ମର ନାମକରଣ କରାଯାଇ ନାହିଁ । ବଲିଉଡର ପ୍ରତିଷ୍ଠିତ କଳାକାର ସୈଫ ଅଲୀ ଖାଁ ଏଥିରେ ଭିଲେନ ହେବେ ବୋଲି ଚୂଡାନ୍ତ ହୋଇଥିଲା । ସୋମବାର ବଲିଉଡ ହଙ୍ଗାମାରେ ପ୍ରକାଶିତ…

ପେସ୍‌-କିମଙ୍କ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ !

ମୁମ୍ବାଇ:ମହାନ ଟେନିସ ଖେଳାଳି ଲିଆଣ୍ଡର ପେସ ଓ ଅଭିନେତ୍ରୀ କିମ ଶର୍ମାଙ୍କ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ । କେତେକ ମିଡିଆ ରିପୋର୍ଟସ ଅନୁସାରେ ସେମାନଙ୍କ ବିବାହ ଆଉ ହେବ ନାହିଁ । ପୂର୍ବରୁ ୨୦୨୩ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଖବର ପ୍ରକାଶ ପାଇଥିଲା । ଅଭିନେତ୍ରୀ ଅଲାନା…

ରାହୁଲଙ୍କୁ ମିଳିଲା ଜାମିନ; ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ରେ

ସୁରଟ: ରାହୁଲ ଗାନ୍ଧୀଙ୍କୁ ମିଳିଲା ଆଶ୍ୱସ୍ତି ।  ସୁରଟ ସେସନ୍ସ କୋର୍ଟ ରାହୁଲଙ୍କ ଜାମିନ ଆବେଦନକୁ ୧୩ ଏପ୍ରିଲ ପର୍ଯ୍ୟନ୍ତ  ମଞ୍ଜୁର କରଛନ୍ତି । ଏହାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ ତାରିଖରେ ହେବ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଗତ ମାନହାନୀ ମକଦ୍ଦମାର ବିଚାର କରି…

କୋଟିଆକୁ ନେଇ ତେଜିଲା ରାଜନୀତି: ବିଜେପି କହିଲା ବିଜେଡ଼ି ନେତା ଆନ୍ଧ୍ରର ଭାଷା କହୁଛନ୍ତି

ଭୁବନେଶ୍ୱର: କୋଟିଆକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ଗ୍ରାଉଣ୍ଡ ଜିରୋରୁ କୋଟିଆର ସ୍ଥିତି ଦେଖିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି କେନ୍ଦ୍ରୀୟ ନେତା । କୋଟିଆ  ଗ୍ରାମପୁଞ୍ଜର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କର ଚିନ୍ତା ନାହିଁ । ଓଡ଼ିଶାବାସୀଙ୍କ ସ୍ୱାର୍ଥରେ…