Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସରୋଜ ସେମିତି ଶୋଇଛନ୍ତି । ମୁହଁରେ ତାଙ୍କର ଯେପରି ଏକ ପ୍ରଚ୍ଛନ୍ନ ରହସ୍ୟ ଲୁଚି ରହିଛି । ନିରୀହ କୃଷ୍ଣସାର ଭଳି ଶୋଇଥିବା ସରୋଜଙ୍କୁ ଦେଖି ତା’ ଆଖିପତା ସଜଳ ହୋଇ ଆସିଲା । କେଉଁଠି ତାଙ୍କ ଘର, ବାପା-ମା’ କେଉଁଠି,…

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବରଯାତ୍ରୀ ଗାଡି, ୬ ମୃତ

ସମ୍ବଲପୁର: ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଦୁର୍ଘଟଣାର ଶିକାର ହୋଇଛି ଏକ ବରଗାଡି ଯାତ୍ରୀ। ବିଳମ୍ବିତ ରାତିରେ ସମ୍ବଲପୁରରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଅନ୍ୟ ଜଣଙ୍କର କୌଣସି…

ଭାଷା ଭାଗବତ : ଅତୀତ ଅତି ମନୋରମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଆନଂଦେ ବିତାଇ ସମୟ ଦୂର କରିବା ଭାଷାଭୟ ଜାଗ୍ରତ କଲେ ଭାଷାପ୍ରୀତି ସଭିଏଁ ଦେଖିବା ଉନ୍ନତି ଭାଷାକୁ କରିଲେ ସରଳ ସଭିଂକୁ ମିଳିବ ସୁଫଳ ଭାଷା ନ ହେଲେ ଟଳମଳ ବଢ଼ିବ ଭାଷୀଂକର ବଳ ସ୍ମୃତିରେ ସଂଚିତ ଶବଦ ଲେଖିବା ଯେଣୁ ନିରାପଦ ଅଂଡାଳି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ସେବକ ପରମ୍ପରା ବିଷୟରେ ଆଲୋଚନା ଅବସରରେ ଆମେ କିଛି ସେବକଙ୍କୁ ଜାଣିଲେ ଯାହାଙ୍କ ସେବା ପ୍ରଦାନର ଶୈଳୀ ନିଆରା, ନାମକରଣ ମଧ୍ୟ ନିଆରା । ଏହି କ୍ରମରେ ଆଉ…

ଫୁଲକୋବି ଖାଉଛନ୍ତି କି ?

ସବୁ ପରିବା ମଧ୍ୟରୁ ଫୁଲକୋବି ଦେଖିବାକୁ ଯେପରି ସୁନ୍ଦର ଖାଇବାକୁ ମଧ୍ୟ ବଡ଼ ସୁଆଦିଆ। ଫୁଲକୋବି ଖାଇବାକୁ କିଏ ବା ପସନ୍ଦ ନ କରେ । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ଉପକାରୀ। ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। କିନ୍ତୁ ତଥାପି ଏହି…

ମା’ ଝିଅକୁ ଧକ୍କା ଦେଲା ‘ମଦ୍ୟପ’ କାର ଡ୍ରାଇଭର

କଟକ: ଯେତେବେଳେ ମଦ୍ୟପ ଡ୍ରାଇଭରଙ୍କୁ ସାବାଡ କରିବାକୁ ଯାଇ ସାରା ରାଜ୍ୟରେ ପୋଲିସ ଧରପଗଡ ଚଳାଇଛି ସେହି ସମୟରେ ଜଣେ ମଦ୍ୟପ କାର ଡ୍ରାଇଭର ମା' ଝିଅକୁ ଧକ୍କା ଦେଇଛି। ଗୁରୁବାର ସଂଧ୍ୟାରେ କଟକରେ ଦେଖିବାକୁ ମିଳିଛି ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମିଳିଥିବା ସୂଚନା ଅନୁଯାୟୀ,…

ଭଡା ଘରୁ ମିଳିଲା ଡାକ୍ତରଙ୍କ ମୃତ ଦେହ, ବୁଧବାର ରାତିରେ କରିଥିଲେ ଗୃହ ପ୍ରବେଶ

ବଲାଙ୍ଗୀର: ନିକଟରେ ଘର ଭଡା ନେଇଥିଲେ ରହିବାକୁ । କିନ୍ତୁ ଘରେ ରହିବାର ଚବିଶ ଘଣ୍ଟା ବିତିନି ଭଡାଟିଆଙ୍କ ମର ଶରୀର ଉଦ୍ଧାର ହୋଇଛି। ବଲାଙ୍ଗୀର ସହରରେ ଏପରି ଏକ ଘଟଣା ଘଟିଛି। ମୃତକ ଜଣଙ୍କ ପେଶାରେ ଜଣେ ଆୟୁର୍ବେଦିକ ଡାକ୍ତର। ଏବେ ତାଙ୍କର ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଟ୍ଟା ବଢ଼ିଛି।…

ପୁଣି ଚର୍ଚ୍ଚାରେ କଟକ, ଏଥର ଏକ୍ସପାଏରି ସାମଗ୍ରୀକୁ ନେଇ

କଟକ: ପୁଣି ଚର୍ଚ୍ଚାରେ କଟକ, ଏଥର ଏକ୍ସପାଏରି ସାମଗ୍ରୀକୁ ନେଇ। ଗୁରୁବାର କଟକ ସହରର ଏକ ସପିଂ ମଲରେ ଏକ୍ସପାଏରି ହୋଇଥିବା ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଚଢ଼ାଉ କରିଛି। କଟକ ଜୋନ୍-୬ ଏସିପି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କୌଣସି ସୂତ୍ରରୁ ଖବର ପାଇ ବାଦାମବାଡି…

ଗୁଜରାଟ-ଚେନ୍ନାଇ ଉଦଘାଟନୀ ମୁକାବିଲା

ଅହମ୍ମଦବାଦ: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଯିବ ଆଇପିଏଲ । ଚାମ୍ପିୟନ ଗୁଜରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ପଦାର୍ପଣ ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟାଇଟଲ ହାସଲ କରି…

୨୫ ପର୍ଯ୍ୟବେକ୍ଷକଙ୍କ ସହ ନବୀନ କରିବେ ବୈଠକ

ଭୁବନେଶ୍ୱର: ରାଜ୍ୟ ବିଜେପିର ସଭାପତି ପରିବର୍ତ୍ତନ ହେବା ପରେ ପରେ ୨୦୨୪କୁ ଆଖି ଆଗରେ ରଖି ବିଜେଡି ୩୦ ଜିଲ୍ଲା ପାଇଁ ୨୫ ପର୍ଯ୍ୟବେକ୍ଷକ ବା ସେନିପତି ନିଯୁକ୍ତ କରିଛି। ଯେଉଁଥିରୁ ସର୍ବାଧିକ ୪ଟି ଜିଲ୍ଲାର ଦାୟିତ୍ୱ ରହିଛି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କାନ୍ଧରେ ।…