ପାଣି ଭିତରେ ଡ଼ମ୍ବଲ ଉଠାଇ ବ୍ୟାୟାମ କଲେ ଯୁବତୀ
ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଭିନ୍ନ ଭିନ୍ନ ଭିଡ଼ିଓ ଦେଖିବାକୁ ମିଳୁଛି । ଯାହାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ପାଣି ଭିତରେ ଷ୍ଟଣ୍ଟ୍ କରିବା ଭିଡ଼ିଓ ଆପଣ ନିଶ୍ଚୟ ଦେଖିଥିବେ । ଆଉ ପାଣି ଭିତରେ ବ୍ୟାୟାମ କରିବା ଦେଖିଛନ୍ତି ? ଏବେ ସେମିତି ଏକ ଭିଡ଼ିଓ ଭାଇରାଲ…