ଇସ୍ତାନବୁଲରୁ ପାକିସ୍ତାନ ଅଭିମୁଖେ ଆସୁଥିବା ବିମାନରେ ମାତ୍ର ଜଣେ ଯାତ୍ରୀ
ଇସଲାମବାଦ: ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ରସାତଳକୁ ଯିବାରେ ଲାଗିଛି । ଡଲାର୍ସର ରିଜର୍ଭ ଖସୁଥିବା ବେଳେ ଏବେ ଏହାର ପ୍ରଭାବ ଏୟାରଲାଇନ୍ସ ଉପରେ ପଡିଛି । ପାକିସ୍ତାନକୁ ଯିବା ପାଇଁ ବିଦେଶୀ ଯାତ୍ରୀ ଏତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି । ପାକିସ୍ତାନର ନ୍ୟାଶନାଲ ଇନଫର୍ମମେଶନ…