ସ୍କ୍ୱାଶ, ୧୦୦୦୦ ମିଟରରେ ଭାରତକୁ ପଦକ
ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସର ୭ମ ଦିନ ଭାରତ ୫ ପଦକ ହାସଲ କରିଛି । ଏଥିସହ ଓଭରାଲ ୩୮ ପଦକ ସହ ଭାରତ ତାଲିକାରେ ୪ର୍ଥ ସ୍ଥାନରେ ରହିଛି । ସ୍କ୍ୱାଶରେ ଭାରତୀୟ ପୁରୁଷ ଟିମ ପାକିସ୍ତାନକୁ ହରାଇ ୯ ବର୍ଷ ପରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତ ପାଇଁ ଅଭୟ…