ଏମିତି ଏକ ଗାଁ: ଯେଉଁଠି ପିଲାମାନେ ବାହାରେ ଖେଳନ୍ତି ନାହିଁ
ବ୍ରିଟେନ: ପିଲାମାନଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ବାହାରେ ଖେଳିବା ଉଚିତ । ସେଥିଲାଗି ପ୍ରତ୍ୟେକ ବାପାମାଆ ନିଜର ପିଲାକୁ ପାର୍କ କିମ୍ବା ଘର ବାହାରେ ଖେଳିବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଖୋଦ୍ ବାପାମାଆ ନିଜ ପିଲାଙ୍କୁ ବାହାରେ ଖେଳିବାକୁ ବାରଣ କରନ୍ତି…