Latest Odisha News

BREAKING NEWS

ଇସ୍ରୋକୁ ମିଳିଲା ପୁଣି ସଫଳତା: ମହାକାଶକୁ ପଠାଇଲା ୩୬ ସାଟେଲାଇଟ

ଶ୍ରିହରିକୋଟା:  ଇସ୍ରୋକୁ ମିଳିଲା ପୁଣି ଏକ ସଫଳତା । ଏକାସାଙ୍ଗରେ ମହାକାଶକୁ ପଠାଇଛି ୩୬ ସାଟେଲାଇଟ । ୩୬ଟି ୱାନୱେବ ଉପଗ୍ରହକୁ ନେଇ ଯାଇପାରୁଥିବା ସବୁଠାରୁ ବଡ ରକେଟ୍ ଏଲଭିଏମ୍-୩କୁ ସଫଳତାର ସହ ଉତକ୍ଷେପଣ କରିଛି । ଆଜି ସକାଳ ୯ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ…

ଗନ୍ଧମାର୍ଦ୍ଦନ ପର୍ବତକୁ ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା ଦେଲେ ସରକାର

ବରଗଡ଼: ଓଡ଼ିଶାର ବଲାଙ୍ଗିର ଓ ବରଗଡ଼ର ଜିଲ୍ଲାରେ ବ୍ୟପ୍ତ ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ଜୈବ ବିବିଧତା ଐତିହ୍ୟସ୍ଥଳର ମାନ୍ୟତା। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ଦୁଇଟି ଜିଲ୍ଲାକୁ ଲାଗି ରହିଥିବା ଏହି ପାହାଡ଼ରେ ନାନା ଔଷଧୀୟ ବୃକ୍ଷ ସହ ମୂଲ୍ୟବାନ ପ୍ରାକୃତିକ ସମ୍ପଦ…

ନୂଆପଡାରେ ରକ୍ତମୁଖା ବାଘ; ଛକି ବସୁଛି, ମଉକା ଦେଖି ଟାଣି ନେଉଛି, ମଣିଷ ମରିବା ସହ ନେଇଛି ୭ ଗୃହପାଳିତ ପ୍ରାଣୀର ଜୀବନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ମାତିଛି ରକ୍ତମୁଖା ବାଘ। ଶିକାର ଦେଖି ଛକି ବସୁଛି। ମଉକା ମିଳିଲେ ଝପଟି ପଡ଼ି ଜଙ୍ଗଲକୁ ଟାଣି ନେଉଛି। ସେ ମଣିଷ ହେଉକି ଗୃହପାଳିତ ପଶୁ, କାହାକୁ ଛାଡ଼ୁନି। ମଣିଷକୁ ମାରିଛି, ୭ ଗୃହପାଳିତ ପଶୁକୁ ଶିକାର କରିଛି। କାନରୁ କାନ ଖବର ଉଡ଼ି ବୁଲୁଛି ବାଘ ମାତିଛି। ନୂଆପଡ଼ା…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ରୋଡ ସୋ ବେଳେ ଧାଇଁ ଆସିଲେ ଯୁବକ

ନୂଆଦିଲ୍ଲୀ : ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଛି । କର୍ଣ୍ଣାଟକର ଦେବନଗରରେ ରୋଡ ସୋ ବେଳେ ତବାରିକେଡ ଡେଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଡ଼କୁ ଧାଇଁ ଆସିଥଲେ ଜଣେ ଯୁବକ । ତେବେ କୌଣସି କ୍ଷତି କରିବା ଆଗରୁ ଯୁବକକୁ କାବୁ କରିନେଇଥିଲା ପୋଲିସ । ୩…

ଆଜି ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ  

ଭୁବନେଶ୍ୱର : ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର ଏବଂ ଛତ୍ରପୁର ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି  । ଗସ୍ତ ସମୟରେ ଏହି ତିନିଟି ବ୍ଲକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ପାଇଁ ଶୁଭ ଦେବା ସହିତ…

ଅଭୁଲା ଗୀତ : ମରମ ତଳେ ଅତୀତ ଯେ ମରେନା

ଗୀତ: ମରମ ତଳେ ଅତୀତ ଯେ ମରେନା ସଙ୍ଗୀତ ଓ ଗାୟନ: ବାଳକୃଷ୍ଣ ଦାଶ ଗୀତ: ନାରାୟଣ ପ୍ରସାଦ ସିଂହ ଚଳଚ୍ଚିତ୍ର : ଅଭିନେତ୍ରୀ, ୧୯୬୫ ମରମ ତଳେ ଅତୀତ ଯେ ମରେନା ମରମ ତଳେ ଅତୀତ ଯେ ମରେନା ଦହନ ଯେ ସରେନା ମରମ ତଳେ ଅତୀତ ଯେ ମରେନା ଦହନ ଯେ ସରେନା ନୀର ଧାରା ଝରେ ମରା…

ମୁଁ ଆଇପିଏସ ଛାଡ଼ି ବିଜେପିରେ ଯୋଗ ଦେବାକୁ କାହିଁକି ନିଷ୍ପତି ନେଲି

ବସନ୍ତ ରଥ  କାରଣ ଏକ ନିର୍ଦ୍ଧିଷ୍ଟ ବର୍ଷରେ ଯେତେବେଳେ ଶ୍ରୀନଗରରେ ଶହ ଶହ ଲୋକଙ୍କର ଜୀବନ ଯାଉଥିଲା, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏଭଳି ପ୍ରାଣହାନୀକୁ ରୋକିବାକୁ କୌଣସି ପ୍ରଚେଷ୍ଟା ତ କରି ନଥିଲେ, ବରଂ ଦୁବାଇରୁ ଆମଦାନୀ ରେନବୋ ବ୍ରାଣ୍ଡର କ୍ଷୀର ତାଙ୍କୁ ସେଦିନ କାହିଁକି ମିଳିନି ବୋଲି…

ଶିଶୁ କବିତା : ଡାମରା କାଉ

ତରୁଣ କୁମାର ମିଶ୍ର ଡାମରା କାଉରେ ଡାମରା କାଉ , ଦେଖା ନମିଳଇ ତୋହର ଆଉ। ଆଗରୁ ପ୍ରତି ସକାଳେ ତୁ ଆସି, ଡାକି ଉଠାଉଣ ଥିଲୁ ତୁ ବସି । ତୋ ଡାକ ଶୁଣିକି ବିଛଣା ଛାଡ଼ି, ଯାଉଥିଲେ ଲୋକେ କାମରେ ଜଡ଼ି। କିଏ ଦେଉଥିଲା ଖୁଦ ଚାଉଳ, କା ପିଢ଼ାରେ ତୁହି ରାବୁ ପ୍ରବଳ। ଖୁଦ କଣିକାଏ…

କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇ କଟକ ଏସସିବିକୁ ସ୍ଥାନାନ୍ତର

ଭୁବନେଶ୍ୱର : ପୁଣି ରାଜଧାନୀରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲାଇଙ୍କୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସ । ଗତ କାଲି ବିଳମ୍ବିତ ରାତିରେ ବାଙ୍କୁଆଳ ନଦୀ ନିକଟରେ ଏନକାଉଣ୍ଟର କରିଛି କମିଶନରେଟ ପୋଲିସର ସ୍ପେଶାଲ୍‌ ଟିମ୍‌  । ଆହତ ଜିତେନ୍ଦ୍ରଙ୍କୁ ପ୍ରଥମେ କ୍ୟାପିଟାଲ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେଇଦିନଠାରୁ ଏଇ ମୂର୍ତ୍ତିଟି ତା’ ଜୀବନର ଏକ ଅବିଭାଜ୍ୟ ଅଂଶ ହୋଇ ରହିଯାଇଛି । ଆନନ୍ଦ ମୁର୍ହୂରେ ସେ ହସର ଶହଶହ ପାଖୁଡ଼ା ଝରାଇ ତା’ ଉପରେ ଲୋଟିଯାଇଛି । ବିଷାଦ ଲଗ୍ନରେ ଧାରଧାର ଲୁହ ତା’ ପାଦକୁ ସିକ୍ତ କରିଦେଇଛି ।…