ଯୁକ୍ତ ୨ ପରୀକ୍ଷା ଦେବା ବେଳେ ଅସୁସ୍ଥ ହୋଇପଡ଼ିଲେ ଛାତ୍ରୀ, କହିଲେ ସାପ କାମୁଡି ଦେଇଥିଲା
କେନ୍ଦୁଝର: ଜଣେ ଯୁକ୍ତ ୨ ଛାତ୍ରୀ ସାପ କାମୁଡ଼ାରେ ଆହତ ହୋଇ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ଥିବାରୁ ଆଉ କାହାକୁ ସାପ କାମୁଡିବା କଥା ନଜଣାଇ ଶନିବାର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିଲେ। ହେଲେ ଉତ୍ତର ଖାତାରେ ଲେଖିବା ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ଅସୁସ୍ଥ ହେବାର କାରଣ…