ନିଶ୍ଚିହ୍ନ ହୋଇଗଲା ପୁରା ପରିବାର: ଭାଈ ଭଉଣୀ ପରେ ଚାଲିଗଲେ ମାଆ
ବରଗଡ଼: ସୋହେଲାରେ କୀଟନାଶକ ପିଇ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ ଘଟଣା । ସପ୍ତାହ ମଧ୍ୟରେ ନିଶ୍ଚିହ୍ନ ହୋଇଯାଇଛି ପୁରା ପରିବାର । ବାପାଙ୍କ ପରେ ଆଖି ବୁଜିଛନ୍ତି ପରିବାରର ୩ ସଦସ୍ୟ । ସୂଚନା ଅନୁଯାୟୀ ଗତକାଲି ପାରିବାରିକ ସମସ୍ୟାକୁ ନେଇ ମାଆ, ପୁଅ ଓ ଝିଅ କୀଟନାଶକ…