Latest Odisha News

BREAKING NEWS

ତେଜିଲା ପୁନଃ ଆଦିବାସୀ ବର୍ଗରେ ସାମିଲ କରିବା ଦାବି, କୁଡୁମୀ ସେନା ପକ୍ଷରୁ ୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା

ମୟୁରଭଞ୍ଜ : ପୁଣି ତେଜିଛି କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ସାମିଲ କରିବା ପାଇଁ ଦାବି । ଏହି ପରିପ୍ରେକ୍ଷୀରେ ଆଜି(ମଙ୍ଗଳବାର) ୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦେଇଛି କୁଡୁମୀ ସେନା । ଦୀର୍ଘ ଦିନରୁ କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ସାମିଲ କରିବାପାଇଁ ଦାବି କରିଆସୁଥିଲେ ମଧ୍ୟ…

ଲଂଚ ହୋଇପାରେ ଇଲେକ୍ଟ୍ରିକ ଆକ୍ଟିଭା

ନୂଆଦିଲ୍ଲୀ: ରାସ୍ତାରେ ଆପଣ ଅନେକ ସମୟରେ ହୋଣ୍ଡା ଆକ୍ଟିଭା ଦେଖିଥିବେ । ଶକ୍ତିଶାଳୀ ଇଞ୍ଜିନ ସହିତ ଦମଦାର ପିକଅପ ପାଇଁ ହୋଣ୍ଡା ଆକ୍ଟିଭା ଭାରତୀୟ ସ୍କୁଟର ବଜାରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ଆଉ ଆକ୍ଟିଭା ପ୍ରେମୀଙ୍କୁ ଖୁବ ଶୀଘ୍ର ଏକ ଖୁସି ଖବର ମିଳିପାରେ । କୁହାଯାଉଛି ଯେ…

ବର୍ଷକୁ ଥରେ ଉଲଗ୍ନ ହୋଇ ପ୍ରଜାଙ୍କ ସାମ୍ନାକୁ ଆସୁଥିଲେ ଏହି ମହାରାଜା

ଚଣ୍ଡୀଗଡ଼: ପ୍ରଜାଙ୍କ ସାମ୍ନାକୁ ଉଲଗ୍ନ ହୋଇ ଆସୁଥିଲେ ମହାରାଜା । କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ରାଜାଙ୍କ ବାବଦରେ କହିବାକୁ ଯାଉଛୁ ଯିଏ, ଏଭଳି ଏକ ଅନ୍ଧବିଶ୍ୱାସରେ ବିଶ୍ୱାସ କରୁଥିଲେ ଓ ବର୍ଷକୁ ଥରେ ପ୍ରଜାଙ୍କ ସାମ୍ନାକୁ ଉଲଗ୍ନ ହୋଇ…

ଔରଙ୍ଗଜେବଙ୍କୁ ପ୍ରଶଂସା କରିବା ପଡିଲା ମହଙ୍ଗା, ହ୍ଵାଟ୍ସଆପ ଷ୍ଟାଟସ ରଖିବାରୁ ମାମଲା

ମୁମ୍ବାଇ: ମୋଗଲ ଶାସକ ଔରଙ୍ଗଜେବଙ୍କୁ ପ୍ରଶଂସା କରି ଅଡୁଆରେ ପଡିଲେ ଯୁବକ । ଔରଙ୍ଗଜେବଙ୍କୁ ପ୍ରଶଂସା କରି ହ୍ଵାଟ୍ସଆପ ଷ୍ଟାଟସରେ ଲିଖିତ ପୋଷ୍ଟ ପାଇଁ ତାଙ୍କ ନାମରେ ଏବେ ମାମଲା ରୁଜୁ କରାଯାଇଛି । ମହାରାଷ୍ଟ୍ରର କୋହ୍ଲାପୁରରେ ଏଭଳି ଘଟଣା ଘଟିଛି । ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ…

ଏହି ମନ୍ଦିରରେ ରହିଛି ଅଜବ ପ୍ରଥା, କୁକୁରର କରାଯାଏ ନାମକରଣ

ନୂଆଦିଲ୍ଲୀ : ପ୍ରତ୍ୟେକ ମଣିଷ ଏ ପୃଥିବୀକୁ ଆସିଲେ ତା’ର ଜନ୍ମ ପୂଜାରେ ‘ନାମକରଣ’ କରାଯାଏ । ଆଉ ସେହି ନାଁରେ ସେ ସମାଜରେ ପରିଚିତ ହୋଇଥାଏ ।  କିଏ ସ୍ନେହରେ ‘ଧନ’ ଡାକନ୍ତି ତ କିଏ କିଏ  ନାମକରଣ କରାଯାଇଥିବା ନାଁ ଧରି ଡାକିଥାଆନ୍ତି । ତେବେ ମଣିଷ ଛୁଆ ଜନ୍ମ ପରେ ରୀତିନୀତି ଅନୁଯାୟୀ ପୂଜା…

ୱିଜଡନ ଜାରୀ କଲା ୨୦୨୧-୨୩ର ଶ୍ରେଷ୍ଠ ଟେଷ୍ଟ ଏକାଦଶ

ଦୁବାଇ: ୨୦୨୧-୨୩ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ପ୍ରଦର୍ଶନକୁ ନେଇ ୱିଜଡନ ଶ୍ରେଷ୍ଠ ଏକାଦଶ ଚୟନ କରିଛି । ଭାରତର ଟପ ଥ୍ରୀ ବିରାଟ କୋହଲି, ରୋହିତ ଶର୍ମା ଓ କେଏଲ ରାହୁଲଙ୍କୁ ଏଥିରେ ସ୍ଥାନ ମିଳିନି । ଅପରପକ୍ଷରେ ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାହ ଓ ରିଷଭ ପନ୍ତଙ୍କୁ ଟିମରେ ସୁଯୋଗ…

ଦୟାକରି ଭାରତ-ପାକିସ୍ତାନ କ୍ରିକେଟକୁ ଅନୁମତି ଦିଆଯାଉ: ମୋଦିଙ୍କୁ ଅନୁରୋଧ କଲେ ଆଫ୍ରିଦି

ଲାହୋର: ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ରିକେଟ ଖେଳକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ଚଳିତବର୍ଷ ଖେଳାଯିବାକୁ ଥିବା ଏସିଆ କପକୁ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ । ପୂର୍ବରୁ ବିସିସିଆଇ ସମ୍ପାଦକ ଜୟ…

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜାଗାରେ ମଦ ଦୋକାନ: ତାତିଲେ ଲୋକେ

ଜଗତସିଂହପୁର: ମାଡି ବସିଛନ୍ତି ମାଫିଆ । ଗୋଚର ଜମି, ଶ୍ମଶାନ ଜମି କିଛି ବି ଛାଡୁ ନାହାନ୍ତି । ଶହ ଶହ ଏକର ସରକାରୀ ଜମିକୁ ଜବରଦଖଲ କରି କେଉଁଠି ପୋଖରୀ ଖୋଳାଇଛନ୍ତି ତ କେଉଁଠି ନିର୍ମାଣ କାମ କରୁଛନ୍ତି । ଜିଲ୍ଲା ପ୍ରଶାସନର ଆଖି ଆଗରେ ଏସବୁ ବେଆଇନ କାମ ଚାଲିଥିଲେ ବି କେହି କିଛି…

ବିଶ୍ବଭାରତୀ ପକ୍ଷରୁ ଅମର୍ତ୍ତ୍ୟ ସେନଙ୍କୁ ବେଦଖଲ ନୋଟିସ୍: ମାର୍ଚ୍ଚ ୨୯ ଶୁଣାଣିରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

କୋଲକାତା: ନେବେଲ ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କୁ ପଶ୍ଚିମବଙ୍ଗ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ବିଶ୍ବଭାରତୀ ଶାନ୍ତିନିକେତନ ପକ୍ଷରୁ ଜାରି ହୋଇଛି ବେଦଖଲ ନୋଟିସ । ଅମର୍ତ୍ତ୍ୟ ସେନ ବେଆଇନ ଭାବେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ଜାଗା ଜବରଦଖଲ କରିଥିବା ନେଇ ଅଭିଯୋଗ ଆଣି…

ପାର୍କରେ ବୁଲିଲେ, ସାଙ୍ଗ ହୋଇ ଗୁପଚୁପ ଖାଇଲେ ଦୁଇ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁପଚୁପର ଲୋଭ ଏଡାଇ ହେବନି । ପୁଣି ଦୁଇ ସାଙ୍ଗ ଏକାଠି ହୋଇ ଗୁପଚୁପ ଖାଇବାର ସ୍ୱାଦ ଆହୁରି ନିଆରା । ସେ ସାଧାରଣ ମଣିଷ ହୁଅନ୍ତୁ ବା ହୁଅନ୍ତୁ  ହାଇ ପ୍ରୋଫାଇଲ ନେତା ! ସମସ୍ତଙ୍କୁ ଟାଣିଆଣେ ଗୁପଚୁପର ସ୍ୱାଦ । ଏଇ ଦେଖନ୍ତୁ କେମିତି ଏକାଠି ହୋଇ ଗୁପଚୁପ ଖାଉଛନ୍ତି ଦୁଇ…