Latest Odisha News

BREAKING NEWS

ଭଦ୍ରକରେ ସିନ୍ଦୁର ଖେଳି ମା’ଙ୍କୁ ବିଦାୟ ଦେଲେ ଭକ୍ତ

ଭଦ୍ରକ: ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମା' ଦୁର୍ଗା । ସେନେଇ ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ପୁଣି ଆର ବର୍ଷକୁ ଅପେକ୍ଷା । ତେବେ ଭଦ୍ରକ ସନ୍ଥିଆ ସ୍ଥିତ ନୀଳକଣ୍ଠପୁରରେ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଆରମ୍ଭ ହୋଇଇଛି ମା'ଙ୍କ ଭଷାଣୀ…

ଚିଲିକାରେ ଅଘଟଣ: ପର୍ଯ୍ୟଟକଙ୍କୁ ଡଲଫିନ ଦେଖାଉଥିବା ବେଳେ ଡଙ୍ଗାରୁ ଖସିପଡ଼ି ଚାଳକ ନିଖୋଜ

ପୁରୀ: ଚିଲିକା ହ୍ରଦରେ ପର୍ଯ୍ୟଟକଙ୍କୁ ଡଲଫିନ୍ ଦେଖାଇବା ହେଲା କାଳ। ଯାତ୍ରୀବାହୀ ‌ଡଙ୍ଗାରୁ ଖସିପଡ଼ି ନାବିକ ନିଖୋଜ। ନିଖୋଜ ନାବିକ ହେଲେ ବିକ୍ରମ ଜାଲି (୫୫)। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ ସାତପଡ଼ା ଥାନା ଅଧୀନ ଡ୍ରୋଜର କୁଦାଠାରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା…

ରାହୁଲଙ୍କ ଅପେକ୍ଷା ଅଧିକ ପସନ୍ଦ ପ୍ରିୟଙ୍କା ଗାନ୍ଧୀ !

ଭୁବନେଶ୍ୱର: ରାଜସ୍ଥାନରେ ରାହୁଲଙ୍କ ଅପେକ୍ଷା ପ୍ରିୟଙ୍କା ଗାନ୍ଧୀଙ୍କୁ ଅଧିକ ଆଗକୁ ଆଣୁଛି କଂଗ୍ରେସ। ଯାହାକୁ ନେଇ ଭିନ୍ନ ଭିନ୍ନ ରାଜନୈତିକ ଆକଳନ କରାଯାଉଛି। ରାଜସ୍ଥାନରେ ହେଭିୱେଟ ଫାଇଟ ହେଉଥିବା ବେଳେ ସରକାରକୁ ରିପିଟ କରିବା ପାଇଁ କଂଗ୍ରେସ ଜୋରଦାର ଉଦ୍ୟମ କରୁଛି। ଏଭଳି ସ୍ଥିତିରେ…

କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି:ସାର ଉପରେ ଜାରି ରହିବ ସବସିଡି, ବଢିବନି ୟୁରିଆ ଦର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୋଦୀ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ…

ସାବଧାନ ! ରାଜଧାନୀରେ ବ୍ୟାପକ ହେଲା ସେଫ୍ ସିଟି ଡ୍ରାଇଭ, ୬୯ ଜଣ ମଦ୍ୟପଙ୍କଠାରୁ ଜୋରିମାନା ଆଦାୟ

ଭୁବନେଶ୍ୱର: ଲୋକଙ୍କ ସୁରକ୍ଷା ପାଇଁ ସଜାଗ କମିଶନରେଟ ପୋଲିସ। ଏଥିଲାଗି ରାଜଧାନୀରେ କମିଶନରେଟ ପୋଲିସର ଚାଲିଛି ସେଫ୍ ସିଟି ଡ୍ରାଇଭ। ବିଭିନ୍ନ ଛକରେ ପୋଲିସର ଛାପା। ଚେକିଂ ଓ ବ୍ଲକିଂକୁ ବ୍ୟାପକ କରିଛି କମିଶନରେଟ ପୋଲିସ। ଡିସିପି, ଭୁବନେଶ୍ବରଙ୍କ ନିର୍ଦ୍ଦେଶ କ୍ରମେ ଗତ କିଛି ଦିନ ପୂର୍ବରୁ…

NCERT ବହିରେ ଐତିହାସିକ ପରିବର୍ତ୍ତନ, ଏଣିକି ସ୍କୁଲରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ପଢ଼ିବେ…

ନୂଆଦିଲ୍ଲୀ: NCERT ବହିରେ ଐତିହାସିକ ପରିବର୍ତ୍ତନ। ଏଣିକି ସ୍କୁଲରେ 'ଇଣ୍ଡିଆ' ବଦଳରେ 'ଭାରତ' ପଢ଼ିବେ ଛାତ୍ରଛାତ୍ରୀ। ଏନସିଇଆରଟି ବହିରେ 'ଇଣ୍ଡିଆ' ବଦଳରେ 'ଭାରତ' ଲେଖିବାକୁ ସୁପାରିସ କରାଯାଇଥିବା ବେଳେ ବହିରେ 'ଭାରତ' କରିବାକୁ ଏନସିଇଆରଟି ପ୍ୟାନେଲର ସର୍ବସମ୍ମତି ନିଷ୍ପତ୍ତି…

‘ବିରୋଧୀ ଦଳ ‘ଇଣ୍ଡିଆ’ରେ ସାମିଲ ହେବନି ବିଏସପି’

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଆଉ ମାତ୍ର ୬ ମାସ ବାକି ଅଛି । ଏହାକୁ ଦୃଷ୍ଟିରେ ରଖି ବିରୋଧୀ ଦଳ 'ଇଣ୍ଡିଆ' ଏବଂ କେନ୍ଦ୍ରରେ ସରକାର ଚଳାଉଥିବା ଏନଡିଏ ନିଜ ନିଜ ରାଜନୈତିକ ଗୋଷ୍ଠୀକୁ ମଜବୁତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । କିନ୍ତୁ, ଏସବୁ…

IAS ପଦରୁ ଇସ୍ତଫା ଦେବା ପରେ ବନିଲେ ରାପର୍, ଅଭିଷେକଙ୍କ ରାପ୍‌ରେ ଗ୍ଲାମରର ତଡକା ଦେବେ ସନ୍ନି ଲିଓନ

ମୁମ୍ବାଇ: ଆଇଏଏସ୍ ଅଫିସରରୁ କଳାକାର ଭାବରେ ଉଭା ହୋଇଥିବା ଅଭିଷେକଙ୍କୁ ଆଜି କିଏ ଅବା ନଜାଣେ। ପ୍ରଶାସନିକ ଅଧିକାରୀରୁ ଜଣେ ଦକ୍ଷ କଳାକାର ହୋଇ ସଫଳ ହୋଇଛନ୍ତି ଅଭିଷେକ ଏବଂ ତାଙ୍କୁ ଦର୍ଶକ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ଅଭିଷେକ ସିଂ ପ୍ରଶାସନରେ ଯେପରି ନିଜର ଦକ୍ଷତା ଦେଖାଇଥିଲେ ଠିକ୍ ସମାନ…

‘ମୁଁ ଲେଖି ଦେଉଛି, ମୋଦି ସରକାର ଆଉ ଆସିବେ ନାହିଁ ’- ରାହୁଲଙ୍କ କହିଲେ ସତ୍ୟପାଲ ମଲ୍ଲିକ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜମ୍ମୁ କାଶ୍ମୀର ପୂର୍ବ ରାଜ୍ୟପାଳ ସତ୍ୟାପାଲ ମଲ୍ଲିକଙ୍କ ସହ ଆଲୋଚନା କରିଥିଲେ । ୨୮ ମିନିଟର ଏହି ଆଲୋଚନାରେ ରାହୁଲ ଗାନ୍ଧୀ ସତ୍ୟାପାଲ ମଲ୍ଲିକଙ୍କ ସହ ପୁଲବାମା, ଚାଷୀ ଆନ୍ଦୋଳନ, ଏମଏସପି, ଜାତିଗତ ଜନଗଣନା, ମଣିପୁର ହିଂସା ଆଦି ବିଭିନ୍ନ…

ମା’ ମାଣିକେଶ୍ବରୀଙ୍କ ଲାଖମରା ପର୍ବ ଅନୁଷ୍ଠିତ

ଭବାନୀପାଟଣା: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କ ଲାଖବିନ୍ଧା ବା ବା ଲାଖମରା ପର୍ବ ମହାସମାରହରେ ଅନୁଷ୍ଠିତ ହୋଇଯାଛି । ଏହି ପର୍ବର ଏକ ଭିନ୍ନ ସ୍ବତନ୍ତ୍ରତା ରହିଛି । ଏହି ପର୍ବ ମାଧ୍ୟମରେ ଏକ ଲାଖମରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ଓ ବିଜୟୀ କୁ ରାଜପରିବାର ପକ୍ଷରୁ…