Latest Odisha News

BREAKING NEWS

ପବିତ୍ର ରାଧାଷ୍ଟମୀ: ସନ୍ତାନ ପାଇବାକୁ ଚାହୁଁଥିଲେ ରାଧାଷ୍ଟମୀରେ କରନ୍ତୁ ରାଧା କୁଣ୍ଡରେ ସ୍ନାନ

ବାରଣାସୀ: ଆଜି ପବିତ୍ର ରାଧାଷ୍ଟମୀ, ଶ୍ରୀରାଧାଙ୍କ ଜନ୍ମ। ଭଗବାନ୍ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ । ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ”…

ଦୁଇ ରାଉଣ୍ଡ ପରେ ବି ମେଡିକାଲ ପିଜିରେ ୧୩ ହଜାର ସିଟ୍ ଖାଲି, ବେଞ୍ଚ ମାର୍କ କମାଇଲେ ସରକାର

ନୂୂଆଦିଲ୍ଲୀ: ଦୁଇଟି ପର୍ଯ୍ୟାୟରେ କାଉନସେଲିଂ ପରେ ପ୍ରାୟ ୧୩ ହଜାର ପିଜି ମେଡିକାଲ ସିଟ୍ ଖାଲି ପଡ଼ିଛି ଦେଶରେ। ଯାହାଫଳରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୋଗ୍ୟତା ପାଇଁ ଥିବା ବେଞ୍ଚ ମାର୍କକୁ ଶୂନକୁ ହ୍ରାସ କରିବାକୁ ବାଧ୍ୟ ହୋଇଛି। ଦେଶରେ ମୋଟ ୬୮,୧୪୨ ପିଜି ମେଡିକାଲ ସିଟ୍ ରହିଛି। ଯାହା…

ଦୀପାବଳୀ ପୂର୍ବରୁ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ଦିଲ୍ଲୀ ଏନସିଆର ଅଞ୍ଚଳରେ ଜାରି ରହିବ ବାଣଫୁଟା କଟକଣା

ନୂଆଦିଲ୍ଲୀ: ଆସୁଛି ପାର୍ବଣ ଋତୁ  । ଦୀପାବଳି ପୂର୍ବରୁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଚଳିତବର୍ଷ ବି ଜାରି ରହିବ ବାଣଫୁଟା କଟକଣା  । ଦିଲ୍ଲୀ ଏନସିଆର ବ୍ୟତୀତ ଦେଶର ଅନ୍ୟାନ୍ୟ ସ୍ଥାନରେ କେବଳ ସବୁଜ ବାଣି ଫୁଟାକୁ ଅନୁମତି ଦିଆଯିବ  । ୨୦୧୮ ମସିହାରେ  …

ଆଜି ବାରଣାସୀରେ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେବି ତାଙ୍କ ସଂସଦ ନିର୍ବାଚନମଣ୍ଡଳୀକୁ ଆସନ୍ତି, ସେତେବେଳେ କାଶୀର ଚିତ୍ର ଅନେକ ଉପହାର ସହିତ ବଦଳୁଥିବା ଦେଖାଯାଇଥାଏ । ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ବାରାଣାସୀ ଗସ୍ତରେ ଆସିବେ ଏବଂ ଏହି ସମୟ ମଧ୍ୟରେ ବନାରସବାସୀ ୧୦୦୦ କୋଟିରୁ…

ଶିକ୍ଷକଙ୍କ ପରେ ଅଙ୍ଗନବାଡି ଦିଦିଙ୍କ ଗର୍ଜନ, ନିର୍ବାଚନ ବେଳେ ସରକାରଙ୍କ ତଣ୍ଟିରେ କଣ୍ଟା

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଏବେ ଅଙ୍ଗନବାଡି କର୍ମୀମାନେ ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଦାବି ପୂରଣ ନହେଲେ ଆଗାମୀ ନିର୍ବାଚନକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ବିଭିନ୍ନ ଯୋଜନା ସହିତ ବିଭିନ୍ନ ସଂଗଠନକୁ…

ହସ୍ପିଟାଲରୁ ଆସି ରୁମରେ କାହିଁକି ଆତ୍ମହତ୍ୟା କଲେ ଡାକ୍ତର?

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଏକ ହଷ୍ଟେଲ ରୁମରୁ ଶୁକ୍ରବାର ଜଣେ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଜଣେ ହାଉସ ସର୍ଜନ ବୋଲି ଜଣାପଡ଼ିଛି। ମୃତକ କେନ୍ଦୁଝରର ସଚିନ କୁମାର ସାହୁ ଏମବିବିଏସ ଶେଷ କରି…

୨୭ ବର୍ଷ ଅପେକ୍ଷାର ଅନ୍ତ ସହ କ୍ରିକେଟର ତିନି ଫର୍ମାଟରେ ଟିମ୍ ଇଣ୍ଡିଆ ନମ୍ବର ଓ୍ବାନ

ମୁମ୍ବାଇ: ମୋହାଲି ଦିନିକିଆ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ମ୍ୟାଚରେ କେ.ଏଲ ରାହୁଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରିଛି। ଏଥି ସହିତ, ଏହି ବିଜୟ ପରେ ଟିମ୍ ଇଣ୍ଡିଆ ମୋହାଲିରେ ୨୭ ବର୍ଷ ଧରି ଅପେକ୍ଷା କରିଥିବା ଏକ ରେକର୍ଡକୁ…

ଆଜି ପବିତ୍ର ରାଧାଷ୍ଟମୀ: ପ୍ରବଳ ଭିଡ ଯୋଗୁଁ ଉତ୍ତରପ୍ରଦେଶ ବରସାନାରେ ୩ ଭକ୍ତଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ: ଆଜି ହେଉଛି ପବିତ୍ର ରାଧାଷ୍ଟମୀ  । ଏଥିଲାଗି ଉତ୍ତରପ୍ରଦେଶ ମଥୁରାରର ବରସାନାରେ ଲକ୍ଷାଧିକ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି  । ଏହାରି ମଧ୍ୟରେ ଏକ ଅଘଟଣ ଖବର ସାମ୍ନାକୁ ଆସିଛି  । ରାଧାରାଣୀଙ୍କ ଦର୍ଶନ ଲାଗି ଯାଇଥିବାବେଳେ ୩ ଜଣ ଭକ୍ତଙ୍କର ମୃତ୍ୟୁ ଘଟିଛି  । ଅତ୍ୟଧିକ ଭିଡ…

ମୋବାଇଲ ଦେଖିବାକୁ ବାରଣ କରିବା ପଡିଲା ମହଙ୍ଗା: ବିଷ ପିଇଲା ପୁଅ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କେନ୍ଦୁଝର: ଆଜି କାଲି ଯୁଗରେ ମୋବାଇଲ ଆମ ସମସ୍ତଙ୍କ ପାଇଁ ଏକ ଅପରିହାର୍ଯ୍ୟ ଜିନିଷ ପାଲଟିଲାଣି  । ଯାହାକୁ ଦେଖ ସମସ୍ତ ଙ୍କ ନିକଟରେ ମୋବାଇଲ ଉପଲବ୍ଧ ରହିଛି । ବିଶେଷ କରି ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ସମୟରେ ବେଶି ମୋବାଇଲ ବ୍ୟବହାର କରୁଛନ୍ତି  । ତେବେ ଏମିତି କିଛି ଘଟଣା ଘଟିଛି…

ପାକଶାଳା ଉଦ୍ୟାନ

ମହମ୍ମଦ ଇମ୍ରାନ୍ ଅଲୀଙ୍କ ଆଲେଖ୍ୟ ଚାଷ ଏକ ବହୁ ପୁରାତନ ପାରମ୍ପରିକ କାର୍ଯ୍ୟ। କଥାରେ ଅଛି ଚାଷ କାମ ଯାହାର, କି ଆନନ୍ଦ ତାର। ଅର୍ଥାତ୍ ଚାଷ କାମ ଗୋଟେ ଆନନ୍ଦରେ ଭରା କର୍ମ, ବ୍ୟବସାୟ ତଥା ବୃତ୍ତି ଅଟେ। ମାତ୍ର ସହରାଞ୍ଚଳରେ ଚାଷ କାମ କରିବା ଏକ ସ୍ବପ୍ନ ପରି ଲାଗେ। ଚାଷ ପାଇଁ ଆବଶ୍ୟକୀୟ…