Latest Odisha News

BREAKING NEWS

ବର୍ଣ୍ଣାଢ଼୍ୟ ପରିବେଶରେ ଆରମ୍ଭ ହେଲା ଏସିଆନ ଗେମ୍ସ

ହାଙ୍ଗଝୋଉ: ଚୀନର ହାଙ୍ଗଝୋଉରେ ଏସିଆନ ଗେମ୍ସର ୧୯ତମ ସଂସ୍କରଣର ଉଦଘାଟନୀ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଆରମ୍ଭ ହୋଇଯାଇଛି । ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଉପସ୍ଥିତିରେ ଏହାକୁ ବିଧିବଦ୍ଧ ଭାବେ ଆରମ୍ଭ କରାଯାଇଥିଲା । ଏ ନେଇ ଆୟୋଜିତ ମନୋରଂଜନ କାର୍ଯ୍ୟକ୍ରମ ମାଧ୍ୟମରେ ଚୀନର ଅତୀତ,…

ଏସିଆନ ଗେମ୍ସ: ଏଥର ଭାରତର ଟାର୍ଗେଟ ୧୦୦ ପଦକ

ଏସିଆନ ଗେମ୍ସର ୧୯ତମ ସଂସ୍କରଣ ଆରମ୍ଭ ହୋଇଯାଇଛି । ଭାରତ ଏ ପର୍ଯ୍ୟନ୍ତ ଏସିଆନ ଗେମ୍ସରେ ୧୦୦ ପଦକ ମାର୍କ ପାର କରିପାରି ନାହିଁ । ଏଥର ଏହି ଲ୍ୟାଣ୍ଡ ମାର୍କ ଛୁଇଁବା ପାଇଁ ଆମ ଆଥଲେଟ ପ୍ରସ୍ତୁତ ଅଛନ୍ତି । ୭୩ ବର୍ଷରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ୨୦୧୮ରେ ହୋଇଥିଲା । ଏହି ସଂସ୍କରଣରେ ଭାରତ ୭୦…

ସମାଜ ପ୍ରତି ଆମ ଗୁରୁ ଦାୟିତ୍ୱ ‘କର୍ତ୍ତବ୍ୟବୋଧ ମନୋଭାବ’କୁ ଆପଣାଇବା ନିହାତି ଜରୁରୀ: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଅନୁଷ୍ଠିତ ହୋଇଛି ଆଇଆଇଏମ ସମ୍ବଲପୁରର ନବମ ପ୍ରତିଷ୍ଠା ଦିବସ । ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଶିକ୍ଷା ଏବଂ ଦକ୍ଷତା କେବଳ ବ୍ୟକ୍ତିଗତ ଲାଭ ପାଇଁ ନୁହେଁ ବରଂ ଆମ…

ଟ୍ରେନରେ ଲାଗିଲା ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ଗୁଜରାଟ: ଟ୍ରେନରେ ଲାଗିଲା ନିଆଁ । ତିରୁଚିରାପଲ୍ଲୀ ଏବଂ ଶ୍ରୀଗଙ୍ଗାନଗର ମଧ୍ୟରେ ଚାଲୁଥିବା ହମ୍‌ସଫର ଏକ୍ସପ୍ରେସର ଜେନେରେଟର ବଗିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା କ୍ଷଣି ଟ୍ରେନ୍‌ରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ। ଜେନେରେଟର କମ୍ପାର୍ଟମେଣ୍ଟ ପ୍ରଥମେ ନିଆଁ…

ୟୁପିରେ ସୋନିଆଙ୍କ ରାଏବରେଲି ଦଖଲ ପାଇଁ ବିଜେପିର ପ୍ଲାନ !

ଭୁବନେଶ୍ୱର: ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଅଧିକ ସିଟ ଜିତିବା ପାଇଁ ବିଜେପି ଜୋରଦାର ଉଦ୍ୟମ ଆରମ୍ଭ କରିଛି। ପୂର୍ବରୁ ୟୁପି ଉପରେ ଦଳର ଫୋକସ ଥିଲେ ମଧ୍ୟ ଘୋଷି ଉପନିର୍ବାଚନରେ ଦଳ ହାରିବା ପରେ ପୁଣିଥରେ ସ୍ୱତନ୍ତ୍ର ରଣନୀତି ସହ ପ୍ରସ୍ତୁତି ଆରମ୍ଭ ହୋଇଛି। ଯେଉଁଥିପାଇଁ…

ଅକ୍ଟୋବର ୩ରେ ଓଡିଶା ବନ୍ଦ ଡାକରା: ସମର୍ଥନ ଜଣାଇଲେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ

ପୁରୀ: ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦୁଆର ଖୋଲାଯିବା ପ୍ରସଙ୍ଗ ଓ ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଦାବି କରି ଆସନ୍ତା ମାସ ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦେଇଛି ଶ୍ରୀଜଗନ୍ନାଥ ସେନା । କାଳିଆ ଠାକୁର ଓ ତାଙ୍କ ଭକ୍ତଙ୍କ ପାଇଁ ଗୋଟିଏ ଦିନ ଅଖଚକ ବନ୍ଦ କରାଯିବ ବୋଲି ସେନାର…

ନୂଆ ସଂସଦ ଭବନକୁ ମୋଦି ମଲ୍ଟିପ୍ଲେକ୍ସ କହିଲେ ଜୟରାମ, ବିଜେପି କହିଲା ଏହା ଭାରତୀୟଙ୍କୁ ଅସମ୍ମାନ

ଭୁବନେଶ୍ୱର: ନୂଆ ସଂସଦ ଭବନରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଛି। ନୂଆ ସଂସଦ ଭବନକୁ ନେଇ ଜୋରଦାର ପ୍ରଚାର ପ୍ରସାର କରାଯାଉଥିବା ବେଳେ ଏହାକୁ ନେଇ ରାଜନୈତିକ ଲଢେଇ ଜୋର ଧରିଛି । ନୂଆ ସଂସଦ ଭବନର ନିର୍ମାଣଶୈଳୀକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ପ୍ରଶ୍ନ ଉଠାଇଛନ୍ତି। ନୂଆ…

ରାଜସ୍ଥାନରେ ସ୍କୁଟିରେ ବୁଲିଲେ, ବିଜେପି ଉପରେ ବର୍ଷିଲେ ରାହୁଲ

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭିନ୍ନ ଭିନ୍ନ ବର୍ଗଙ୍କ ସହ ଭିନ୍ନ ଭିନ୍ନ ବେଶରେ ଦେଖିବାକୁ ମିଳୁଛି। ସାଧାରଣ ଲୋକଙ୍କ ସହ ସାମିଲ ହୋଇ ଚର୍ଚ୍ଚାରେ ରହିଛନ୍ତି ରାହୁଲ। ପୂର୍ବରୁ ଡେଲିଭରି ବୟଙ୍କ ସହ ସ୍କୁଟିରେ ବୁଲିବା ସହ ଟ୍ରକ ଚାଳକଙ୍କ ସହ ଟ୍ରକରେ ଯାତ୍ରା କରିବା। ପରେ…

ଫ୍ରିଜ୍ ପାଣି ପିଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ୍

ଭୁବନେଶ୍ଵର: ସାଧାରଣ ଭାବରେ ସମସ୍ତେ ପ୍ରାୟ ଥଣ୍ଡାପାଣି ପିଇବାକୁ ଭଲ ପାଆନ୍ତି । ତେବେ ନିଜର ଶୋଷ ମେଣ୍ଟାଇବା ପାଇଁ ଯଦି ଆପଣ ଫ୍ରିଜରୁ ପାଣି କାଢି ପିଉଛନ୍ତି ତାହେଲେ ଜାଣି ନିଅନ୍ତୁ ଏହା ଆପଣଙ୍କ ଶରିରକୁ କେଉଁ ପ୍ରକାରର କ୍ଷତି ପହଞ୍ଚାଇ ପାରେ । ପ୍ରଥମତଃ ସଂକ୍ରମଣ କାରଣରୁ ଡାକ୍ତରମାନେ…

ଆସନ୍ତା ୨୫ ତାରିଖରୁ ପିପିଏଲ ଫାଟକ ସମ୍ମୁଖରେ ଧାରଣାରେ ବସିବେ ବିଭିନ୍ନ ସଂଗଠନ

ପାରାଦୀପ: ପିପିଏଲ୍ ରେ ଜିପିସମ ପରିବହନ ରେ ଚଞ୍ଚକତା ଓ ମନମାନି ବିରୋଧରେ ପିପିଏଲ ଲ୍ୟାଣ୍ଡ ଲୁଜର ୱେଲଫେୟାର କମିଟି, ପାରାଦ୍ଵୀପ ଇଣ୍ଡଷ୍ଟ୍ରିଆଲ କଣ୍ଟ୍ରାକ୍ଟର ଆସୋସିଏସନ ଏବଂ ପିପିଏଲ ଫସଫୋ ଜିପସମ ଡିଲର୍ସ ମିଳିତ ଭାବେ ୨୫  ତାରିଖରେ ପିପିଏଲ ଫାଟକ ସାମ୍ନାରେ ଧାରଣା ଦେବାକୁ ନିଷ୍ପତ୍ତି…