Latest Odisha News

BREAKING NEWS

ବନ ବିଭାଗ ଆସିବା ପୂର୍ବରୁ ନିଆଁ ଲିଭାଇଲେ କଲେଜ୍ ପିଲା

ସମ୍ବଲପୁର: ଜଙ୍ଗଲ ଜଳିବା ପାଇଁ ସବୁବେଳେ ମଣିଷକୁ ଦାୟୀ କରାଯାଉଛି । ହେଲେ  ଏଠି ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ । ଏଠି  ମଣିଷ ଜଙ୍ଗଲ ନିଆଁ ଲିଭାଉଛି । ଆଜି ଦିନ ପ୍ରାୟ ଗୋଟେ ୪୫ ମିନିଟରେ  ସମ୍ବଲପୁର ଜିଲ୍ଲା ନାକଟି ଦେଉଳ ରେଞ୍ଜର  ବାଟଗାଁ ହାୟର ସେକେଣ୍ଡାରୀ ସ୍କୁଲ ପଛପଟେ ଥିବା…

ଜିମ୍‌ପ୍ରେମୀ ପ୍ରୋଟିନ୍ ପାଇଁ ଖାଉଛନ୍ତି କୁକୁର ଖାଦ୍ୟ

ନ୍ୟୁୟର୍କ : ନିଜକୁ ସୁନ୍ଦର ଏବଂ ସ୍ଲିମ୍ ରଖିବା ସମସ୍ତଙ୍କର ଇଚ୍ଛା । କିନ୍ତୁ କିଛି ଲୋକ ସୁନ୍ଦର ସ୍ୱାସ୍ଥ୍ୟ ଓ ଫିଟ୍ ରହିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ସେଥିଲାଗି ସେମାନେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଜିମରେ ସମୟ କଟାନ୍ତି । ଏଥିପାଇଁ ସେମାନଙ୍କୁ ଭଲ ଖାଦ୍ୟର ଆବଶ୍ୟକ ।…

ବିରୋଧୀଙ୍କ ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ସମୀରଙ୍କ ଖଣ୍ଡନ, ବ୍ୟସ୍ତ ନହେବାକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ…

ଭୁବନେଶ୍ୱର : ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ନେଇ ବିରୋଧୀଙ୍କ ଆକ୍ରମଣ ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏଥିରେ କିଛି ସତ୍ୟତା ନଥିବା ଓ ପ୍ରଶ୍ନପତ୍ର ଲିକ୍ ହୋଇନି ବୋଲି ସ୍ପଷ୍ଟ କରିଛନ୍ତି ସମୀର । ଏ ନେଇ ସେ ବୋର୍ଡ ସଭାପତି,…

ଛୋଟ ପରଦାରେ ରାଜ କରୁଥିବା ଅଙ୍କିତାଙ୍କୁ ଏବେ ମିଳୁନି କାମ

ମୁମ୍ବାଇ: ବହୁ ବର୍ଷ ଧରି ଅନେକ ଅଭିନେତା ଏବଂ ଅଭିନେତ୍ରୀ ଟିଭି ଓ ବଲିଉଡ ଇଣ୍ଡଷ୍ଟ୍ରିରେ ଧମାଲ କରୁଥିଲେ । ହେଲେ ଦୁଃଖର ବିଷୟ ସେମାନଙ୍କୁ ଏବେ କାମ ମିଳୁନାହିଁ । ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ଘର ଓ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ ମିଳୁନି କାମ । ଆଉ କିଛି କଳାକାର ନିଜ ସ୍ୱାଭିମାନ ପାଇଁ…

ଅମ୍ରିତପାଲ ଆଇଏସଆଇ ଏଜେଣ୍ଟ; ହିଂସାକାଣ୍ଡ ଘଟାଇବା ପାଇଁ ଭାରତକୁ ପଠାଇଥିଲା ପାକ୍ ଗୁଇନ୍ଦା ସଂସ୍ଥା

ଅମ୍ରିତସର:ୱାରିସ ପଞ୍ଜାବ ଦେର ମୁଖ୍ୟ ଅମ୍ରିତପାଲ ଜଣେ ଆଇଏସଆଇ ଏଜେଣ୍ଟ । ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଅମ୍ରିତପାଲକୁ ବିପୁଳ ଟଙ୍କା ଦେଇ ଭାରତରେ ଖଲିସ୍ଥାନ ଗଠନ ନାମରେ ହିଂସାକାଣ୍ଡ ଘଟାଇବା ପାଇଁ ପଠାଇଛି । ଏମିତି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଚି ଭାରତୀୟ ଗୋଇନ୍ଦା ସଂସ୍ଥା ।…

ଡକାୟତି ଓ ଦାଦାବଟି ଆଦାୟ ମାମଲାରେ ୧୨ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୀ: ପୁରୀ ପୋଲିସକୁ ବଡ଼ ଧରଣର ସଫଳତା ମିଳିଛି । ପୁରୀର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି ଓ ଦାଦାବାଟି ଆଦାୟ ଅଭିଯୋଗରେ ସୋମବାର ପୁରୀ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି କେ.କେ ହରିପ୍ରସାଦ ସୂଚନା ଦେଇଛନ୍ତି । ପୁରୀ ଟାଉନ୍ ଥାନା…

ସୁନ୍ଦରୀ ଓକିଲଙ୍କୁ ମିଳୁନି ବର: ସୌନ୍ଦର୍ଯ୍ୟ ସାଜିଛି ବାଧକ

ବିଭିନ୍ନ କାରଣରୁ ଦୁନିଆର ଅନେକ ଲୋକ ଅବିବାହିତ ରହିଯାଇଥାନ୍ତି । କେହି ପ୍ରେମରେ ଅସଫଳ ହେବା କାରଣରୁ ଅବିବାହିତ ରହିଥାନ୍ତି ତ ଆଉ କିଏ ନିଜର ଚେହେରାକୁ ନେଇ ମଧ୍ୟ ଅବିବାହିତ ରୁହନ୍ତି । କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି ଯିଏ ନିଜର ସୌନ୍ଦର୍ଯ୍ୟ ପାଇଁ ଅବିବାହିତ ରହିବାକୁ ବାଧ୍ୟ…

ବିଶ୍ୱ ଗଳ୍ପକଥନ ଦିବସରେ ‘ଷ୍ଟୋରୀ ୱିଭର’ ପକ୍ଷରୁ ‘ଗେଟ ଚିଲ୍ଡ୍ରେନ ରିଡ଼’ ଅଭିଯାନର ଆରମ୍ଭ

ଭୁବନେଶ୍ୱର : ପ୍ରତିବର୍ଷ ମାର୍ଚ୍ଚ ୨୦ କୁ 'ବିଶ୍ୱ ଗଳ୍ପକଥନ ଦିବସ' ଭାବରେ ପାଳନ କରାଯାଏ। ଏହି  ଅବସରରେ ପିଲାଙ୍କ ମଧ୍ୟରେ ନିୟମିତ ଭାବରେ ପଢ଼ିବାର ଅଭ୍ୟାସକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପାଇଁ ପ୍ରକାଶକ 'ପ୍ରଥମ ବୁକ୍ସ'ର “ଷ୍ଟୋରି ୱିଭର” ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି । ୨୦୧୩…

ନବ ଦାସ ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନ: ଗୋପାଳ ଦାସ ବିନା ସୂଚନାରେ ୨ ମାସ ଛୁଟିରେ ଥିଲେ

ଭୁବନେଶ୍ୱର: ନବଦାସ ହତ୍ୟା ମାମଲାର ଅଭିଯୁକ୍ତଭାବେ ଗିରଫ ହୋଇଥିବା ଅଭିଯୁକ୍ତ ଗୋପାଳ ଦାସକୁ ମାନସିକ ରୋଗୀ ବୋଲି ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ଚେଷ୍ଟା କରୁଛି । ଏମିତି ଅଭିଯୋଗ ଆଣି ବିରୋଧୀ ଗୃହକୁ ହୁଲସ୍ତୁଲ କରୁଥିବାବେଳେ ଆଜି ଗୃହରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି…

୨ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ କାଳବୈଶାଖୀ ବର୍ଷା, ଭୁବନେଶ୍ୱରରେ ଛେଚୁଛି କୁଆପଥର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି । ଆସନ୍ତା ୨ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ ଘଡ଼ଘଡ଼ ସହ କୁଆପଥର ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆସନ୍ତା ୨ ଘଣ୍ଟାରେ…