Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସମୟ ତା ବାଟରେ ଯେତେବେଳେ, ଯେମିତି ଜଣାଇବ ମୁଁ ମଥାପାତି ସହିନେବି । କିନ୍ତୁ ଆଜିଠାରୁ ନୁହେଁ । ମୁଁ ଦୁର୍ବଳ ହୋଇଯିବି । ଶାଶୁ ମୋ ମଥାକୁ ଆଉଁଷିବାରେ ଲାଗିଲେ । ବୋଉ ମତେ କୁଣ୍ଢେଇ ଧରି କଇଁ କଇଁ କାନ୍ଦୁଥିଲା ।…

କବିତା : ମାଟିର ମାଧୁର୍ଯ୍ୟ

ବାସନ୍ତୀ ବାରିକ୍  ସୁନୀଳ-ଆକାଶ ତଳେ ଧୂସର-ଧରଣୀ କୋଳେ, ଅରଣ୍ୟ,ପର୍ବତ ଶୋହେ, ସାଗର,ଝରଣା ବହେ, ପ୍ରକୃତିର ପ୍ରୀତିମୟ ଶୋଭା। ସବୁଜ ଶ୍ୟାମଳ-କ୍ଷେତ, ମାଟିର-ମଧୁ ପଣତ, ଧରଣୀର ରମଣୀୟ-ବିଭା। ସୃଷ୍ଟିର ଚାରୁ-ସମ୍ଭାର ସୌନ୍ଦର୍ଯ୍ୟର ଗନ୍ତାଘର, ସ୍ବପ୍ନଭରା-ନିଶିଥିନି ଜୋଛନା-ଝରା…

ଭାଷା ଭାଗବତ : ସର୍ବଜ୍ଞାତ ସତ୍ୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଅତି ଗପୁଡ଼ି ହୋଇ ବ୍ୟକ୍ତି କରେ ଭାଷାର ଯେତେ କ୍ଷତି ହୋଇନି ତହିଁର ଗଣତି ଏମିତି ଅଟେ ଆମ ଜାତି କାମରେ ନ ଲଗାଇ ମତି ଲୋକେ ଲୋଡ଼ଂତି ନିଜ ଖ୍ୟାତି ଯଶଲାଳସୀ ହେଲେ ବ୍ୟକ୍ତି ଜାତିରେ ପଡ଼ଇ ବିପତ୍ତି ଶିଖି ଶିଖାଇ ପାରେନାହିଁ ସଦା…

କବି ପ୍ରସନ୍ନ ମିଶ୍ରଙ୍କ ୮୨ ତମ ଜୟନ୍ତୀ ‘ଫାଲଗୁନ ଆସର’ ପାଳିତ

ଭୁବନେଶ୍ବର : ବିଶିଷ୍ଟ କବି ପ୍ରସନ୍ନ କୁମାର ମିଶ୍ରଙ୍କ ୮୨ ତମ ଜୟନ୍ତୀ 'ଫାଲଗୁନ ଆସର' ଶୀର୍ଷକରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। କବି କେଦାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବୀ ଅପର୍ଣ୍ଣା ମହାନ୍ତି, କବି ଆଶୁତୋଷ ପରିଡ଼ା, ନାଟ୍ୟକାର ରମେଶ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ଆଲୋଚନା ଅବସରରେ ଆମର ଆଲୋଚିତ ବେଶଟି ଥିଲା "ଗଜ ଉଦ୍ଧାରଣ ବେଶ "ବା "ଗଜେନ୍ଦ୍ର ମୋକ୍ଷ "ବେଶ । ଏହି ନାମ ଉଚ୍ଚାରିତ ହେବା ମାତ୍ରେ ଆଖି ଆଗରେ ନାଚେ ଏକ ଅତି ସମ୍ବେଦନଶୀଳ ଦୃଶ୍ୟ, ଯେଉଁଠି…

ଠିଆ ହୋଇ ପାଣି ପିଉଛନ୍ତି କି ? ହୋଇପାରେ ଏହିସବୁ ରୋଗ…..

ମଣିଷ ଜୀବନରେ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପାଣି ବିନା ମଣିଷ ବଞ୍ଚିବା ଅସମ୍ଭବ । ଶରୀରକୁ ସୁସ୍ଥ ରଖିବା ପାଇଁ ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି । ଜଣେ ମଣିଷ ସମୟ ସମୟରେ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ  । ଶରୀରରେ ପାଣିର ଅଭାବ ହେବା ଦ୍ୱାରା ଅନେକ…

ମାଟ୍ରିକ ପରୀକ୍ଷା ବେଳେ ବିଜୁଳି କାଟ: ଟିପିସିଓଡିଏଲ ଏବଂ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଚାଲିଥିବାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଘୋଷିତ ଓ ଅନିୟମିତ ବିଜୁଳି କାଟ୍ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ବକେୟା ବିଦ୍ୟୁତ୍ ବିଲ୍ ଆଦାୟ ବାହାନାରେ ଟାଟା ପାଓ୍ୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ…

‘ପରୀକ୍ଷା ପ୍ରଶ୍ନ ପତ୍ର ଲିକ ହୋଇନି, ସାମାଜିକ ବିଜ୍ଞାନ ପ୍ରଶ୍ନରେ ମୁଦ୍ରଣ ଜନିତ ତ୍ରୁଟି ରହିଛି’

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାର ପ୍ରଶ୍ନପତ୍ର ତ୍ରୁଟି ହେବା ଘଟଣା ଅନେକ ଛାତ୍ରଛାତ୍ରୀଙ୍କୁ ହତବାକ୍ କରିଦେଇଛି। ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ପରୀକ୍ଷାର୍ଥୀ ଦର୍ଶାଇବା ପରେ ଏହି ମାମଲା ସାମ୍ନାକୁ ଆସିଛି। ଛାତ୍ରଛାତ୍ରୀଙ୍କ…

‘ଅଫିସର ରାଜ’ ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ, ବିରୋଧୀ ଦେଖାଇଲେ ମନ୍ତ୍ରୀ ରୀତା ସାହୁ ଓ ନିରଞ୍ଜନଙ୍କ…

ଭୁବନେଶ୍ୱର: ଓଡ଼ିଶାରେ 'ଅଫିସର ରାଜ୍' ଚାଲିଛି ବୋଲି ଅଭିଯୋଗ କରି ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ଶନିବାର ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଫଳରେ ଗୃହରେ ଦିନସାରା ବିଭିନ୍ନ ମୁଲତବୀ ଆଲୋଚନା ହୋଇଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ବିଧାୟକଙ୍କ ସହ କୋଇଡା…

‘ଓ୍ୱାଟର ଡାଇଜେଷ୍ଟ ଓ୍ୱାର୍ଲଡ ଓ୍ୱାଟର ଆଓ୍ୱାର୍ଡ ୨୦୨୨-୨୩’ରେ ସମ୍ମାନିତ ହେଲା ଓଡ଼ିଶା

ଭୁବନେଶ୍ୱର: ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାର ଜଳସମ୍ପଦ ବିଭାଗକୁ 'ଓ୍ୱାଟର ଡାଇଜେଷ୍ଟ ଓ୍ୱାର୍ଲଡ ଓ୍ୱାଟର ଆଓ୍ୱାର୍ଡ ୨୦୨୨-୨୩'ରେ ସମ୍ମାନିତ କରାଯାଇଛି। ଜଳସେଚନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭାଗକୁ ଉପର ଇନ୍ଦ୍ରାବତୀ ଏଲ୍ଆଇ ପ୍ରକଳ୍ପ…