ଝଗଡ଼ାର ପ୍ରତିଶୋଧ: ଜମିରେ ଡେଇଁ ଡ଼େଇଁ ଫସଲ ନଷ୍ଟ କଲେ ଦୁଇ ମହିଳା
ଆଜିର ସମୟରେ ସୋସିଆଲ ମିଡିଆରେ ଅନେକ ଅଜବ ଘଟଣା ଦେଖିବାକୁ ମିଳୁଥିବା ବେଳେ ସେଭିତରୁ କିଛି ମନୋରଞ୍ଜନର ଖୋରାକ ବି ଯୋଗାଇଥାଏ । ଏବେ ଏହିପରି ଏକ ଅଜବ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ନ ହସି ରହିପାରିବେ ନାହିଁ । ଦୁଇ ଜଣ ମହିଳା ଉତ୍ତ୍ୟକ୍ତ ହୋଇ ପ୍ରତିଶୋଧ ନେବା ପାଇଁ କେମିତି…