Latest Odisha News

BREAKING NEWS

ରୋଷେଇ ବେଳେ ଗରମ ଡାଲିରେ ପଡିଗଲେ ଅଷ୍ଟମ ଶ୍ରେଣୀର ଛାତ୍ର

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଘଟିଛି ଏକ ହୃଦୟଥରା ଘଟଣା । ଗରମ  ଡାଲିରେ ପଡି ସ୍କୁଲ ହଷ୍ଟେଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି । ଏହାକୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଘଟଣାଟି ୬ ତାରିଖରୁ ଘଟିଥିଲେ ହେଁ…

ମାର୍ଚ୍ଚ ୧୫ ତାରିଖରୁ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଭୁବନେଶ୍ୱର:  ମାର୍ଚ୍ଚ ୧୫ ତାରିଖରୁ ଧର୍ମଘଟ କରିବ ଡ୍ରାଇଭର ସଂଘ । ର୍ମଘଟକୁ ଓହ୍ଲାଇବେ ରାଜ୍ୟର ୫ ଲକ୍ଷରୁ ଅଧିକ ଗାଡ଼ି ଚାଳକ। ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅଖ ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବେ ବୋଲି ଗତକାଲି ସାମ୍ୱାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛି ଓଡ଼ିଶା ଡ୍ରାଇଭର…

ନାଟୁ ନାଟୁ ଗୀତରେ ଝୁମିଲା ସାରା ଦୁନିଆ; ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ମିଳିଲା ଓସ୍କାର ସମ୍ମାନ

ନୂଆଦିଲ୍ଲୀ: ଫିଲ୍ମ ଓ ସଙ୍ଗୀତ ଦୁନିଆରେ ଭାରତ ପାଇଁ ଗର୍ବ । ଭାରତକୁ ମିଳିଛି ତିନୋଟି ସମ୍ମାନଜନକ ଓସ୍କାର ପୁରସ୍କାର । ଏସଏସ ରାଜେମୌଳିଙ୍କର ଫିଲ୍ମ ଆାରଆରଆର ଫିଲ୍ମର ନାଟୁ ନାଟୁ ଗୀତକୁ ଓସ୍କାରରେ ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ନୋମିନେଟେ କରାଯାଇଥିଲା । ଶେଷରେ ଏହି ଗୀତକୁ ମିଳିଛି…

କବିତା : ଉଆଁସ

ଦେବଜ୍ଯୋତି ଅବିନାଶ ଇଛା ହୁଏ ବେଳେ ବେଳେ ଭାରି, ଉଆଁସୀ ରାତିର ଗହନ ଅନ୍ଧାରରେ, ଏ ଦୁର୍ଦ୍ଦାନ୍ତ ସହରର ଦୁର୍ବିସହ ଶବ୍ଦଠାରୁ, ନିଜକୁ ନିଜେ ମୋହର ବନ୍ଧନୀରେ ବାନ୍ଧି ରଖିଥିବା ମଣିଷ ମାନଙ୍କର ଆର୍ତ୍ତ-ଚିତ୍କାରରୁ, ଅନ୍ଧାର ସହ ଅନବରତ ଲଢି଼ ଚାଲିଥିବା ଝିଲମିଲ ବିଜୁଳିବତୀ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଏଇ ମାନସିକତା ଭିତରେ ସେ କେତେବେଳେ ଘରକୁ ଆସି ଶାଢ଼ୀ ନ ବଦଳାଇ ସେମିତି ଶୋଇପଡ଼ିଛି । ସରୋଜ ବିଶ୍ୱାସକୁ ଧରି ବାହାର ବାରଣ୍ଡାରେ ବସିଥିବାବେଳେ ମୀନାକ୍ଷିକୁ ସଂଭବତଃ ମନା କରିଦେଇଛନ୍ତି, ପଦ୍ମିନୀର ଅସୁସ୍ଥତା ଦର୍ଶାଇ…

ଭାଷା ଭାଗବତ : ଅସହ୍ୟ ବିପତ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଅପରିଚିତ ଶବ୍ଦାବଳି ବହିରୁ ବାଛି ନାନା ଭଳି ଲେଖିଲେ ପାରେନାହିଁ ଚଳି ଲେଖା ଉଦ୍ଦେଶ୍ଯ ପଡ଼େ ଟଳି ଲେଖକ ଜ୍ଞାନ-ପ୍ରଦର୍ଶନ ଆଡ଼କୁ ଦେଇ ବେଶି ମନ କରିଲେ ସ୍ବକୃତି ଲିଖନ ହୁଏ ମୁଖ୍ୟତଃ ଭାବହୀନ ଶବ୍ଦର ଅର୍ଥ ଖୋଜି ଖୋଜି ଶବ୍ଦାରଣ୍ୟରେ…

ଶ୍ରୀ ଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ପରମ୍ପରା ବିଷୟରେ ଆଲୋଚନା ଚାଲିଛି। ଏହି କ୍ରମରେ ଆମେ ଘୋଡଲାଗି ବେଶ ବିଷୟରେ ଅନେକ ତଥ୍ୟ ଜାଣିପାରିଛେ। ଏହି ଘୋଡ ମୁଖ୍ୟତଃ ଶୀତ ବସ୍ତ୍ର ବୋଲି ବିବେଚନା…

ମୋଟାପଣ ଦୂର କରେ କଳା ଜିରା….

ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ କଳା ଜିରା । ପ୍ରାୟେ ସମସ୍ତେ ଘରେ ଘରେ ରୋଷେଇରେ କଳା ଜିରା ବ୍ୟବହାର କରିଥାଆନ୍ତି । ସାଧାରଣ ଜିରା ଅପେକ୍ଷା ଏହା ଅଧିକ ଲାଭଦାୟକ । କଳାଜିରା କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଏ ତାହା ନୁହେଁ ବରଂ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ । ସ୍ୱାସ୍ଥ୍ୟ…

ଅଚଳ ନଳକୂପ, ଇନ୍ଦ୍ରାବତୀ ଜଳଭଣ୍ଡାରର ଦୂଷିତ ପାଣି ପିଇ ଗାଁଲୋକେ ମେଣ୍ଟାଉଛନ୍ତି ଶୋଷ

ଭବାନୀପାଟଣା: ଗାଁକୁ ଲାଗି ରହିଛି ବୃହତ ଜଳଭଣ୍ଡାର। କିନ୍ତୁ ଦୀର୍ଘ ଦିନରୁ ରହି ଆସିଛି ପାନୀୟଜଳର ଅଭାବ। ବର୍ଷର ବାର ମାସ ଦୂଷିତ ପାଣିରେ ଜୀବନ ବଞ୍ଚାଉଛନ୍ତି ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ଗ୍ରାମ ପଞ୍ଚାୟତ ଅଧିନ ସାନଛତ୍ରଙ୍ଗ ଗାଁ ଲୋକେ ଦୂଷିତ ପାଣି…

ଓଏସଏଚବି ଆବାସିକ ପ୍ରକଳ୍ପର ହିତାଧିକାରୀଙ୍କୁ ମୁକ୍ତ-ମାଲିକାନା ପ୍ରଦାନ କରାଯିବ

ଭୁବନେଶ୍ୱର: ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା(ଓଏସଏଚବି) ଓ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ଆବାସିକ ପ୍ରକଳ୍ପଗୁଡ଼ିକରେ ଜମି ଓ ଘର ଆବଣ୍ଟନକାରୀଙ୍କୁ ଫ୍ରି ହୋଲ୍ଡ ମାନ୍ୟତା ପ୍ରଦାନ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ଦ୍ୱାରା ଲକ୍ଷାଧିକ…