ଭାଷା ଭାଗବତ : ପ୍ରସଂଗ ହେଉ ଆଲୋଚିତ
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
'ତୃଷ୍ଣାର୍ତ ଆଉ ପିପାସାର୍ତ '
କି
' ତୃଷାର୍ତ୍ତ ଆଉ ପିପାସାର୍ତ୍ତ '
କିପରି ଲେଖିବା ଉଚିତ ?
ଏଣିକି ହେଉ ଆଲୋଚିତ
ଥରଟେ କରିଲେ ବିଚାର
ଲିପିରେ ଘଟିବ ସଂସ୍କାର
ର୍ତ୍ତ ଦେଖିଲେ ସୁଦ୍ଧା ଆଖି
ର୍ତ୍ତ କେହି କହଂତି କି ?…