Latest Odisha News

BREAKING NEWS

କପିଲ ଶର୍ମା ଶୋରେ ନଜର ଆସିବେ ପ୍ରଧାନମନ୍ତ୍ରୀ, ଶୋ’କୁ ଯିବା ପୂର୍ବରୁ ଜାଣନ୍ତୁ କ’ଣ କହିଲେ ?

ନୂଆଦିଲ୍ଲୀ : ଅଭିନେତା ତଥା ହାସ୍ୟ ଅଭିନେତା କପିଲ ଶର୍ମା ଘରେ ଘରେ ପରିଚିତ । ସେ ନିଜର ପରିଶ୍ରମ ଦ୍ୱାରା ଏହି ପରିଚୟ ସୃଷ୍ଟି କରିଛନ୍ତି । ଶାହରୁଖ ଖାନ, ସଲମାନ ଖାନ, ଅକ୍ଷୟ କୁମାର, ରାମ ଚରଣ ଏବଂ ଜୁନିଅର ଏନଟିଆର ଭଳି ତାରକାମାନେ ଫିଲ୍ମର ପ୍ରମୋସନ ପାଇଁ କପିଲ ଶର୍ମାଙ୍କ ଶୋ’ରେ ଅଭିନୟ…

ଅଭୁଲା ଗୀତ : ମୋ ଆଖିର କେତେ କଥା

ଗୀତ:  ସାରଦା ପ୍ରସନ୍ନ ନାୟକ  ସଙ୍ଗୀତ : ଶ୍ରୀକୁମାର  ଗାୟନ: ସନ୍ଧ୍ୟା ମୂଖାର୍ଜୀ  କା, ୧୯୬୬ ମୋ ଆଖିର କେତେ କଥା ମୋ ମନର ନିରବତା କହିବାକୁ ଚାହେଁ ଯାହା କହି ପାରେନା ନ କହି ମୁଁ ନିରବରେ ରହିପାରେନା ମୋ ଆଖିର କେତେ କଥା ଏଇ ନଈ ଯାଏ…

ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ନୂଆଦିଲ୍ଲୀ : ବୀମା କମ୍ପାନିର ଗୁରୁ ଦାୟିତ୍ୱ ବହନ କଲେ ସିଦ୍ଧାର୍ଥ ମହାନ୍ତି । ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତିଙ୍କୁ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ମାର୍ଚ୍ଚ ୧୪ରୁ ତିନି ମାସ ପାଇଁ ସିଦ୍ଧାର୍ଥ ମହାନ୍ତି ଏହି ଦାୟିତ୍ୱ ଗ୍ରହଣ କରିବେ  । ବର୍ତ୍ତମାନର ଏଲଆଇସି…

ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି କର୍ଣ୍ଣାଟକ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଦିନ ୧୨ଟା ସମୟରେ  ଏହି ରେଳ ପ୍ଲାଟଫର୍ମର ଉଦ୍‌ଘାଟନ ହେବା ନେଇ ସୂଚନା ରହିଛି । କର୍ଣ୍ଣାଟକର ଶ୍ରୀ ସିଦ୍ଧରୁଧା ସ୍ୱାମୀଜୀ ହୁବଲୀ ରେଳ ଷ୍ଟେସନରେ…

ଶିଶୁ କବିତା : ଟୁଉକୁ ମୁଷି

ତରୁଣ କୁମାର ମିଶ୍ର ଟୁଉକୁ ମୁଷିରେ ଟୁକେଇ ମୁଷି , କାହିଁକି ସେଠାରେ ବସିଛୁ ରୁଷି , ମନେ ପଡ଼ୁଛି କି ପୁରୁଣା କଥା ଧାନ ଖାଉଥିଲୁ ତୁ ଲୁଚି ଲୁଚି । ଏବେତ ବିଲରେ ହେଉନି ଚାଷ , ପଡ଼ିଆ ପଡ଼ିଛି ଚାଷ ଜମି ତ , ଟଙ୍କିଆ ଚାଉଳ ମାଗଣା ମିଳୁଛି , ହଳ ଲଙ୍ଗଳ କୁ ଖାଉଛି ଖତ । ଚାଳ ଘର…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପଦ୍ମିନୀ ଭାବିଲି- ଏଇ ରାସ୍ତାରେ ଚନ୍ଦ୍ରଭାନୁଙ୍କ ସହ ଯିବାବେଳେ ସହଯାତ୍ରୀମାନେ ଭାବୁଥିବେ, ଏ ଭଳି ଜଣେ ସୁନ୍ଦର ପୁରୁଷ ପାଇଁ ଏ ସ୍ତ୍ରୀ ଉପଯୁକ୍ତ ନୁହେଁ । ଆଉ ଆଜି ସରୋଜ ସହ ତାକୁ ଦେଖି ଭାବୁଥିବେ, ଏ ସ୍ତ୍ରୀ ପାଇଁ…

କବିତା : ଚାଷଗୀତ

ପ୍ରବୀଣ କୁମାର କବି ଏଇ କିଛି ବର୍ଷ ହେଲା ଗାଢ୍ ରୁ ଆହୁରି ଗାଢ୍ ହେଲାଣି ମାଟିର ମଉନପଣ କ୍ଷେତର କ୍ଷତ, ସ୍ଵେଦର ସ୍ଵାଦ ଆଉ ଚାଷୀର ଫମ୍ପା ଉଦର ! ଆହୁରି ନିର୍ଯ୍ୟାତିତ - ନିଷ୍ପେସିତ ହେଲାଣି ତା ସ୍ବପ୍ନ, ତା ସ୍ୱର, ତା ସିଦ୍ଧି ଓ ସମୟ । ଏଇ କିଛି ବର୍ଷ ହେଲା ତା ପାଇଁ…

ଭାଷା ଭାଗବତ : ଦଳ ଦଳ ଦାସ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଗଣମାଧ୍ୟମ ଲୋକ ଚିତ୍ତ କରୁଛି ନିତି ପ୍ରଭାବିତ କାହିଁ ବ୍ୟକ୍ତିର ସ୍ବାଧୀନତା ? କେହି କହୁନି ମନୋବ୍ୟଥା ସୁଅରେ ଗଲେ ଭାସି ଭାସି କେହି କି ବୋଲାଏ ସାହସୀ ? ନିଜଠୁଁ ହୋଇଛୁଁ ବିଚ୍ଛିନ୍ନ କେହି ତ ହୋଇନୁ ସ୍ବାଧୀନ ଅଭ୍ୟାସ ବଶବର୍ତୀ ହୋଇ…

ମୃତ୍ୟୁର କାରଣ ପାଲଟିବ ମେଦବହୁଳତା, ଏକ ରିସର୍ଚ୍ଚରୁ ହେଲା ଖୁଲାସା

ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରିରୀକ ପରିଶ୍ରମର ଅଭାବ ଯୋଗୁଁ ମେଦ ବହୁଳତା ସୃଷ୍ଟି ହୋଇଥାଏ । ମେଦବହୁଳତା ଯୋଗୁ ଆମ ଶରୀରରେ ଅନେକ ରୋଗ ହେବାର ଆଶଙ୍କା ରହିଛି । ତେବେ ଅଧିକ ଓଜନ ସାଜିବ ମୃତ୍ୟୁର କାରଣ । ଏକ ନୂଆ ଅଧ୍ୟୟନରୁ ଖୁଲାସା ହୋଇଛି  ।  ତେବେ ଏକ ଅଧ୍ୟୟନ ଅନୁଯାୟୀ, ମେଦବହୁତଳତା…

୧୧ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ‘ସମର୍ପଣ’ ଉଦଯାପିତ

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଅନୁଷ୍ଠିତ ହେଉଥିବା ୧୧ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର…