ଶାହୀଦ-କରୀନା ଅଭିନୀତ ଜବ ୱି ମେଟର ସୀକ୍ୱେଲ ଖୁବ ଶୀଘ୍ର
ମୁମ୍ବାଇ: ଗଦର ୨ର ସଫଳତା ପରେ ୧୯୯୦ରୁ ୨୦୧୦ ମଧ୍ୟରେ ଭଲ ବ୍ୟବସାୟ କରିଥିବା ଫିଲ୍ମର ସୀକ୍ୱେଲ ପାଇଁ ନିର୍ମାତାମାନେ ଅଂଟା ଭିଡିବା ଆରମ୍ଭ କରିଛନ୍ତି । ଏହି ତାଲିକାରେ ସାମିଲ ହୋଇଛି ଜବ ୱି ମେଟ । ୨୦୦୭ରେ ରିଲିଜ ହୋଇଥିବା ରୋମାଂଟିକ କମେଡି ଜବ ୱି ମେଟ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା…