Latest Odisha News

BREAKING NEWS

ବିଧାୟକଙ୍କ ଅଫିସ ପରିସରରୁ ମିଳିଲା ବୋମା

ତାଳଚେର: ବିଧାୟକଙ୍କ କ୍ୟାମ୍ପରୁ ମିଳିଲା ବୋମା । ତାଳଚେର ବିଜେଡି ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଅଫିସ ପରିସରରୁ ବୋମା ଜବତ ହୋଇଛି । ଏ ବୋମା କିଏ ଆଣିଲା ଏବଂ କାହିଁକି ଆଣିଲା ତାହା ଜଣା ପଡିନାହିଁ । ତେବେ ବେମା ମିଳିବା ପରେ କ୍ୟାମ୍ପରେ ହଇଚଇ ପଡି ଯାଇଛି । ପୋଲିସ ଘଟଣାସ୍ଥଳରେ…

ଡବଲ ମର୍ଡର ମାମଲାରେ ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡ

ପାଟନା: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆରଜେଡି ନେତା ତଥା ଦଳର ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଭୋଟ ପାଇଁ ହତ୍ୟା ମାମଲାରେ ଏପରି ଦଣ୍ଡିତ କରିବା ବିହାରରେ ପ୍ରଥମ ଦଣ୍ଡ। ପ୍ରଭୁନାଥ ସିଂଙ୍କୁ ତଳ କୋର୍ଟରୁ ନେଇ ହାଇକୋର୍ଟ ପର୍ଯ୍ୟନ୍ତ ଆଶ୍ୱସ୍ତି…

ଇସ୍ରୋର ମିଶନ ସୂର୍ଯ୍ୟ, ଆରମ୍ଭ ହେଲା କାଉଣ୍ଟଡାଉନ

ନୂଆଦିଲ୍ଲୀ: ଭାରତ ମୁନ ମିଶନ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ପରେ ଏବେ ଇସ୍ରୋ ଆରମ୍ଭ କରିବାକୁ ଯାଉଛି ସୌର ମିଶନ । ଆସନ୍ତାକାଲି ପୂର୍ବାହ୍ନ ୧୧.୫୦ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ଏହି ଉପଗ୍ରହକୁ ଉତକ୍ଷେପଣ କରାଯିବ । ଇସ୍ରୋର ସୂର୍ଯ୍ୟ ମିଶନ ଉପରେ…

ମଲାୟଲମ ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ଆତ୍ମହତ୍ୟା: ପାରିବାରିକ ସମସ୍ୟା ଯୋଗୁ ନେଲେ ଚରମ ନିଷ୍ପତି

ନୂଆଦିଲ୍ଲୀ: ସିନେ ଜଗତରେ ଘଟିଯାଇଛି ପୁଣି ଏକ ଦୁଃଖଦ ଘଟଣା । ମଲାୟଲମ ସିନେ ଅଭିନେତ୍ରୀ ଅପର୍ଣ୍ଣା ନାୟର ଆତ୍ମହତ୍ୟା କରିଛନ୍ତି । ସେ କର୍ମନାସ୍ଥିତ ତାଙ୍କ ନଜ ଘରେ ବେକରେ ରଶୀ ଲଗାଇ ଝୁଲି ପଡିଛନ୍ତି । ଗତକାଲି ବିଳମ୍ବିତ ରାତିରେ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଆଜି ସକାଳୁ ତାଙ୍କ…

ନୂଆଁ ଅନ୍ନ ଖାଇ ନୂଆଖାଇ ପର୍ବ ପାଳିଲେ ମହିମା ଧର୍ମାବଲମ୍ବୀ

ନୂଆପଡା: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଧୁମଧାମର ସହ ପଶ୍ଚିମ ଓଡିଶା ବାସୀ ନୂଆଖାଇ ପାଳନ କରୁଥିବା ବେଳେ ଏହା ପୂର୍ବରୁ ଅର୍ଥାତ ଗହ୍ମା ପୂର୍ଣ୍ଣିମା ଦିନ ଅଲେଖ ଧର୍ମାବଲମ୍ବୀ ଲୋକେ ନୂଆଖାଇଥାନ୍ତି । ସାରା ପଶ୍ଚିମ ଓଡିଶା ନୂଆଖାଇ ପାଇଁ ସଜବାଜ…

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କମିଟି

ନୂଆଦିଲ୍ଲୀ: ଦେଶରେ ଗୋଟିଏ ନିର୍ବାଚନ କରିବାକୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । କେନ୍ଦ୍ରରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଏକ ସମିତି ଗଠନ କରାଯାଇଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ସମିତି ଗଠନ କରାଯାଇଛି। ଏହି…

ଜେଲର ମେକର୍ସ ରଜନୀକାନ୍ତଙ୍କୁ ଦେଲେ ୧୦୦ କୋଟିର ଚେକ୍‌

ମାଡ୍ରାସ: ରଜନୀକାନ୍ତ ଅଭିନୀତ ଜେଲର ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ଫିଲ୍ମ ଭାରତରେ କେବଳ ୪୦୦ କୋଟି ଆୟ କରି ସାରିଛି । ଫିଲ୍ମର ପ୍ରଡ୍ୟୁସର କଳାନିଧି ଭାରତ ରଜନୀକାନ୍ତଙ୍କୁ ଭେଟି ପ୍ରଫିଟ ଶେୟାରିଂ ଚେକ ପ୍ରଦାନ କରିଛନ୍ତି । ରିପୋର୍ଟ ମୁତାବକ ମେକର୍ସଙ୍କୁ ଏ ପର୍ଯ୍ୟନ୍ତ ୨୧୦…

ବିଜେଡିରୁ ବିଦା ହେଲେ ଜିଲ୍ଲା ପରିଷଦ ସଭ୍ୟ ବିପିନ ପ୍ରଧାନ

ବ୍ରହ୍ମପୁର:  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଜିଲ୍ଲା ପରିଷଦ ସଭ୍ୟ ବିପିନ ଚନ୍ଦ୍ର ପ୍ରଧାନଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଦଳୀୟ ବିଶୃଙ୍ଖଳା ସୃଷ୍ଟି କରୁଥିବା  ତଥା ଦଳ ବିରୋଧୀ କାମ କରୁଥିବା ଅଭିଯୋରେ ତାଙ୍କୁ ବହିଷ୍କାର କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ…

ଦେଶର ଏମିତି ଏକ ମନ୍ଦିର, ଯେଉଁଠି ପ୍ରସାଦରେ ଭକ୍ତଙ୍କୁ ମିଳେ ଟଙ୍କା ସହ ସୁନାରୂପା ଅଳଙ୍କାର

ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ । ବିଚିତ୍ର ତାର ପରିକଳ୍ପନା । ଆମ ଦେଶରେ ଏପରି ଅନେକ ରହସ୍ୟ ରହିଛି ଯାହା ବିଷୟରେ ଜାଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ଭାରତରେ ଏପରି ଅନେକ ମନ୍ଦିର ଅଛି ଯେଉଁ ମନ୍ଦିର ନିଜର ଅଲୌକିକ ଶକ୍ତି ଏବଂ ପ୍ରଥା ପାଇଁ ପ୍ରସିନ୍ଧ । ତେବେ ଆଜି ଆମେ…

କେନ୍ଦ୍ରମନ୍ତ୍ରୀଙ୍କ ଘରେ ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: କେନ୍ଦ୍ର ରାଜ୍ୟ ମନ୍ତ୍ରୀ ତଥା ଉତ୍ତରପ୍ରଦେଶ ମୋହନଲାଲ  ଗଞ୍ଜ ଆସନର ସାସଂଦ କୌଶଲ କିଶୋରଙ୍କ ଲକ୍ଷ୍ନୌସ୍ଥିତ ଘରେ ଯୁବକଙ୍କୁ ହତ୍ୟା । ମୃତ ଯୁବକଙ୍କ ନାମ ବିନୟ ଶ୍ରୀବାସ୍ତବ ଓ ବୟସ ୩୦ ବର୍ଷ  । ବିନୟ ଜଣେ ବିଜେପି କର୍ମୀ ଏବଂ କୌଶଲ କିଶୋରଙ୍କ ପୁଅ ବିକାଶଙ୍କର ବନ୍ଧୁ  ।…