ଅଧିକ ଆଇରନ ଟାବଲେଟ ଖାଇବା ପାଇଁ ଲାଗିଥିଲା ଚ୍ୟାଲେଞ୍ଜ, ଆଉ ତା ପରେ..
ଉଟୀ: ତାମିଲନାଡୁର ଉଟ୍ଟୀ ସହରରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ସମସ୍ତଙ୍କୁ ଦୁଃଖିତ କରିଛି । ଉଟୀ ମ୍ୟୁନିସିପାଲ ଊର୍ଦ୍ଦୁ ମିଡିଲ ସ୍କୁଲର ୮ମ ଶ୍ରେଣୀର କେତେକ କେତେକ ଛାତ୍ର ଓ ଛାତ୍ରୀ ପରସ୍ପର ମଧ୍ୟରେ ଅଧିକ ଆଇରନ ଟାବଲେଟ ଖାଇବା ନେଇ ଚ୍ୟାଲେଞ୍ଜ ପଡିଥିଲା । ୧୩ ବର୍ଷୀୟା ଜେବା ଫାତିମା…