Latest Odisha News

BREAKING NEWS

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ଜାମିନ ଦେଲେ ହାଇକୋର୍ଟ

କଟକ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ଜାମିନ ମିଳିଛି। ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। କେବଳ ସେତିକି ନୁହେଁ ଭବିଷ୍ୟତରେ ଏପରି ନ କରିବାକୁ କୋର୍ଟ ଅନିମେଶଙ୍କୁ ତାଗିଦ୍ ବି କରିଛନ୍ତି। ସୂଚନା ଥାଉକି ଅନିମେଶ…

ମାଣିକ ସାହା ତ୍ରିପୁରା ବିଜେପି ବିଧାୟକ ଦଳର ନେତା ନିର୍ବାଚିତ, ବୁଧବାର ନେବେ ଶପଥ

ଅଗରତାଲା: ତ୍ରିପୁରା ବିଜେପି ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେଲେ ମାଣିକ ସାହ। ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପିର ଏହି ବରିଷ୍ଠ ନେତା। ମାର୍ଚ୍ଚ ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ସେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ…

ମନୁସ୍ମୃତି ପୁସ୍ତକ ଜାଳି ସିଗାରେଟ୍ ଲଗାଇ ବିରୋଧ କଲେ ଆର୍‌ଜେଡି ନେତ୍ରୀ; ଭିଡିଓ ଭାଇରାଲ୍ ପରେ ଜେତିଲା ବିବାଦ

ନୂଆଦିଲ୍ଲୀ: ରାମ ଚରିତ ମାନସ ପରେ ଏବେ ମନୁସ୍ମୃତିକୁ ବିରୋଧ। ମନୁ ସ୍ମୃତି ପୁସ୍ତକକୁ ନିଆଁରେ ଜଳାଇବା ପରେ ସେହି ନିଆଁରୁ ସିଗାରେଟ୍ ଲଗାଇଲେ ବିହାର ରାଷ୍ଟ୍ରୀୟ ଜନତା ଦଳର ମହିଳା ସେଲ୍‌ର ରାଜ୍ୟ ସମ୍ପାଦିକା ପ୍ରିୟା ଦାସ।  ସେ ସିଗାରେଟ୍ ଲଗାଉଥିବାର ଭିଡିଓ ଭାଇରାଲ୍ ହେବା ପରେ ନୂଆ ବିବାଦ…

ଆଗକୁ ଆସୁଛି ଗ୍ରୀଷ୍ମ ପ୍ରବାହ, ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନ ୭ଏଲ୍‍କେଏମ୍‍ରେ ଆସନ୍ତା ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିର ସମୀକ୍ଷା ଲାଗି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଆସନ୍ତା କିଛି ମାସ ପାଇଁ ଭାରତୀୟ ପାଣିପାଗ ବିଭାଗର (ଆଇଏମଡି)ର…

କୃଷକ ସଶକ୍ତିକରଣ ପାଇଁ JSP ଫାଉଣ୍ଡସେନ୍ ଓ କୃଷି ବିଭାଗ ମଧ୍ୟରେ ବୁଝାମଣା

ଅନୁଗୁଳ: ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅନୁଗୁଳରେ ୨ ଗୋଟି କୃଷି ସେବା କେନ୍ଦ୍ର ପ୍ରତିଷ୍ଠା ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ କୃଷି ବିଭାଗ ସହ ହାତ ମିଳାଇଛି ଜେଏସପି ଫାଉଣ୍ଡେସନ୍ । ପ୍ରଥମ ଥର ପାଇଁ ଓଡ଼ିଶାରେ ପିପିପି ମୋଡରେ କୃଷି ସେବା କେନ୍ଦ୍ର ପ୍ରତିଷ୍ଠା ହେବ । ୨ ଗୋଟି…

୧୦ ଦିନ ବନ୍ଦ ରହିବା ପରେ ଖୋଲିଲା କପିଳେଶ୍ୱରଙ୍କ ମୁଖ୍ୟ ଦ୍ୱାର; ତାଲା ଭାଙ୍ଗିଲେ ଶତାଧିକ ମହିଳା ଭକ୍ତ

ଭୁବନେଶ୍ୱର; ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ଭୁବନେଶ୍ୱର କପିଳେଶ୍ୱର ମନ୍ଦିରକୁ ତଲା ପକାଇ ଦିଆଯାଇଥିଲା। ଦୀର୍ଘ ୧୦ ଦିନ ଧରି ଉପାସ ଭୋକେ ଥିଲେ ଦେବ ଦେବ ମହାଦେବ। ବିବାଦ ନ ତୁଟିବାରୁ ଠାକୁରଙ୍କ ଉପରେ ହେଉଥିବା ଅନ୍ୟାୟକୁ ସହି ନପାରି ଆଜି ଶତାଧିକ ମହିଳା ଭକ୍ତ ମନ୍ଦିରର ତାଲା ଭାଙ୍ଗି…

ଚନ୍ଦାମାନଙ୍କ ରଶିଟଣା ପ୍ରତିଯୋଗିତା

ଏହି ପ୍ରସଙ୍ଗଟି ମୁଖ୍ୟତଃ ଚନ୍ଦା ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଏହାସହିତ ଚନ୍ଦାପଣକୁ ନେଇ ଅନ୍ୟମାନଙ୍କୁ ଥଟ୍ଟା କରୁଥିବା ଲୋକେ ମଧ୍ୟ ଚୁପ୍ ବସିବାକୁ ବାଧ୍ୟ ହେବେ । କାରଣ ଏପରି ଏକ ପ୍ରତିଯୋଗିତା ଅଛି, ଯେଉଁଥିରେ କେବଳ ଚନ୍ଦା ଲୋକମାନେ ହିଁ ଅନ୍ୟମାନଙ୍କୁ ପଛରେ ପକାଇ ଦେଇପାରନ୍ତି ।…

ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଜେପି ବିଧାୟକ

ଭୁବନେଶ୍ୱର: ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇ ହୋଇ ପଡ଼ିଥିବା ନେଇ ବିଜେପି ଅଭିଯୋଗ କରିଛି । ଏହ ପରିପ୍ରେକ୍ଷୀରେ ବିଜେପି ବିଧାୟକ ଦଳ ଆଜି ରାଜ୍ୟପାଳଙ୍କୁ ଫେରାଦ ହୋଇଛନ୍ତି । ଦଳ ପକ୍ଷରୁ କୁହାଯାଇଛି ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ତଦନ୍ତରେ ଶିତିଳତା ଓ ଅସ୍ପଷ୍ଟତା ଏବଂ…

ସେନାର ଗୋଇନ୍ଦା ବିଭାଗ ଜାରି କଲା ସତର୍କ ସୂଚନା, ସୈନିକ ପରିବାର ଚୀନ ମୋବାଇଲ ବ୍ୟବହାର କରନି

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ସର୍ବଦା ଉତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଥାଏ । ଇତି ମଧ୍ୟରେ ସୋମବାର ଭାରତୀୟ ସେନାର ଗୋଇନ୍ଦା ବିଭାଗ ଏକ ସତର୍କ ସୂଚନା ଜାରୀ କରିଛି । ଆମର ସୈନିକ ପରିବାରର ସଦସ୍ୟମାନେ ଚୀନ ମୋବାଇଲକୁ ବ୍ୟବହାର କରିବା ପାଇଁ ମନା କରାଯାଇଛି । କେତେକ ମୋବାଇଲରୁ…

ହୋଲି ପାଇଁ ପ୍ରବଳ ଭିଡ଼, ଗୋଟିଏ କୋଚରେ ଚଢ଼ିଲେ ୪୦୦ ଯାତ୍ରୀ, ତା’ପରେ…

ନୂଆଦିଲ୍ଲୀ: ଦେଶରେ ପର୍ବ ପର୍ବାଣୀ ସମୟରେ ଟ୍ରେନ୍ ଯାତ୍ରାରେ ବେଶ୍ ଭିଡ଼ ପରିଲକ୍ଷିତ ହୁଏ । ଆଉ ଏବେ ହୋଲିକୁ ନେଇ ବେଶ୍ ଭିଡ଼ ହେଉଛି ଟ୍ରେନ୍ ଗୁଡ଼ିକରେ । ରେଲୱେ ପକ୍ଷରୁ ଏକାଧିକ ସ୍ପେଶାଲ୍ ଟ୍ରେନ୍ ଚଳା ଯାଉଥିଲେ ମଧ୍ୟ ଏହା ପର୍ବ ପର୍ବାଣୀ ଭିଡ଼କୁ କମାଇ ପାରୁ ନାହିଁ । ଯାହା ଦେଖିବାକୁ…