ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୮)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଆଉ ମୀନାକ୍ଷି... ! ପରିଚିତା ବାନ୍ଧବୀର କଣ୍ଠରୁ ଅନର୍ଗଳ ଝରିଯାଉଥିବା ଭିଜା ଭିଜା ଶବ୍ଦର ଭାବସବୁକୁ ସା୍ୱିକ ହୃଦୟ ନେଇ ଶୁଣିଚାଲିଥିଲା । ସ୍କୁଲ ଜୀବନର ଏଇ ପଢ଼ା ସାଙ୍ଗକୁ ସେ ଏବେ ଆଉ ଅବିଶ୍ୱାସ କରୁନଥିଲା ।…