Latest Odisha News

BREAKING NEWS

ଦୁନିଆର ସବୁଠୁ ନିଆରା ସମ୍ପର୍କ, ବାପା-ପୁଅ ସମ୍ପର୍କ

ନୂଆଦିଲ୍ଲୀ: ବାପା ପୁଅର ସମ୍ପର୍କ ଦୁନିଆରେ ସବୁଠୁ ସୁନ୍ଦର ଏବଂ ନିଆରା  । ବାପା ବୁଢା ହେଲେ ବି ସେ ନିଜ ପୁଅର ଯତ୍ନ ନେବାକୁ ଭୁଲନ୍ତି ନାହିଁ । ଠିକ୍ ସେମିତି ପୁଅ ମଧ୍ୟ ବାପାଙ୍କ ଯତ୍ନ ନେଇଥାନ୍ତି । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ପୂର୍ବରୁ କେବେ ଦେଖି ନଥିବେ । ଏହି…

ଖାଲି ପାଦରେ ଆମେରିକା ଗଲେ ସାଉଥ ସୁପରଷ୍ଟାର ରାମଚରଣ: ଷ୍ଟାଇଲକୁ ନେଇ ଚର୍ଚ୍ଚା

ବେଳେବେଳେ ବିଭିନ୍ନ ହରକତ୍ କରି ଚର୍ଚ୍ଚାକୁ ଆସନ୍ତି ସିଲଭର ସ୍କ୍ରିନ୍‌ର ନାୟକ ଓ ନାୟିକା । କାରଣ ସେମାନଙ୍କ ଫ୍ୟାନ ଓ ଫଲୋରଙ୍କ ସଂଖ୍ୟା ଢେର ଅଧିକ । ତେଣୁ ଷ୍ଟାରମାନଙ୍କର ଛୋଟମୋଟ ଷ୍ଟାଇଲ, ନଖରା କିମ୍ବା ମନ୍ତବ୍ୟ ଚର୍ଚ୍ଚାକୁ ଆସିଥାଏ । ଏବେ ସେମିତି କିଛି ଚର୍ଚ୍ଚାକୁ ଆସିଛନ୍ତି ସାଉଥର…

ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ‘ବିଶ୍ୱ ମାତୃଭାଷା ଦିବସ’ ପାଳିତ

ବ୍ରହ୍ମପୁର : ଓଡ଼ିଆ ଭାଷା, ପ୍ରତିଷ୍ଠାନ, ଭୁବନେଶ୍ଵର ଏବଂ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଶଶୀଭୂଷଣ ରଥ ମହିଳା ମହାବିଦ୍ୟାଳୟର ମିଳିତ ଆନୂକୂଲ୍ୟରେ ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ ଏକ ରାଜ୍ୟସ୍ତରୀୟ ସମ୍ପାନ(ପାଠଚକ୍ର) ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ…

ଦିଲ୍ଲୀ ମେୟର ନିର୍ବାଚନରେ ଆପ୍ ବିଜୟୀ, ବିଜେପିର ରେଖାଙ୍କୁ ହରାଇଲେ ଶୈଲି ଓବେରଇ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନର ପ୍ରାୟ ଅଢ଼େଇ ମାସ ପରେ ମେୟର ନିର୍ବାଚିତ ହୋଇଛନ୍ତି । ଆପର ଶୈଲି ଓବେରଇ ବିଜେପିର ରେଖା ଗୁପ୍ତାଙ୍କୁ ୩୪ ଭୋଟରେ ହରାଇ ବିଜୟୀ ହୋଇଛନ୍ତି । ଶୈଳି ଓବେରଇଙ୍କୁ ୧୫୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ରେଖା ପାଇଛନ୍ତି ୧୧୬ ଖଣ୍ଡ ଭୋଟ୍ ।…

ଅଜବ ମାନସିକତା : ପ୍ରସବ ଯନ୍ତ୍ରଣା ବେଳେ ହସପିଟାଲରେ ମେକଅପ୍ ନେଲେ ମହିଳା

ପ୍ରତ୍ୟେକ ମହିଳାଙ୍କ ପାଇଁ ଗର୍ଭଧାରଣ ଏକ ବିଶେଷ ମୁହୂର୍ତ୍ତ । ପ୍ରସବ ସମୟରେ ଅସହ୍ୟ ଯନ୍ତ୍ରଣା ଭୋଗିଥାନ୍ତି ମହିଳାମାନେ । ସେଥିଲାଗି ଡାକ୍ତରମାନେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଗୁରୁତ୍ୱ ଦେଇଥାନ୍ତି । କିନ୍ତୁ ଆମେରିକାରେ ଜଣେ ମହିଳା ଏହି ପ୍ରସବ ବେଦନା ସମୟର ସ୍ମୃତିକୁ ମନେ…

ନବ ଦାସଙ୍କ ହତ୍ୟା ଘଟଣାର ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ନାହିଁ ନା ଲୁଚାଉଛନ୍ତି -ନରସିଂହ ମିଶ୍ର

ଭୁବନେଶ୍ୱର: ନବଦାସଙ୍କ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ମୁହଁ ଖୋଲିଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ନବଦାସ ହତ୍ୟା ମାମଲାର କ୍ରାଇମ ବ୍ରାଞ୍ଚ ତଦନ୍ତକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ଏହି ହତ୍ୟାକାଣ୍ଡ ପଛରେ ପଶ୍ଚିମ ଓଡ଼ଶାର ବିଜେଡି…

ବିଧାନସଭାରେ ପୋଷ୍ଟର ଯୁଦ୍ଧ: ବିରୋଧୀ ଉଠାଇଲେ ନବ ହତ୍ୟା, ବିଜେଡିର ଚାଷୀ ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ନବ ଦାସ ପ୍ରସଙ୍ଗରେ ଗୃହ ହୁଲୁସ୍ତୁଲ ହୋଇଛି। ବିରୋଧୀ ଦଳ ଶାସକ ଦଳକୁ ଟାର୍ଗେଟ କରି ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ପ୍ରଶ୍ନକାଳ ଆରମ୍ଭ ହେବାର କିଛି ସମୟ ପରେ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ଆସନ ନିକଟକୁ ଯାଇ…

ଜେଜେଙ୍କ ଏକାଦଶାହରେ ନଦୀରେ ବୁଡି ନାତୁଣୀ ମୃତ

ସାଲେପୁର:  ନଦୀରେ ବୁଡି ନାବାଳିକାର ମୃତ୍ୟୁ ହୋଇଛି । ଏମିତି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସାଧକନଗର ଗାଁରେ ।ମୃତ ବାଳିକା ଜଣକ ହେଲେ ଋତୁପର୍ଣ୍ଣା ସାହୁ । ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ  । ଜେଜେଙ୍କର ଏକାଦଶାହ ଦିନ ତିନି ଭଉଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ।…

ରଞ୍ଜନ କୁମାର ପଣ୍ଡାଙ୍କ ‘ଶ୍ରୀ ଚଣ୍ଡୀ ସାରଳା ମାଦଳା’ଉନ୍ମୋଚିତ

ଜଗତସିଂହପୁର : ଆଦିକବି ଆଦିକବି ସାରଳା ଦାସଙ୍କ ଜୀବନୀ ଉପରେ ରଚିତ ଓଡ଼ିଆ ପୁସ୍ତକ 'ଶ୍ରୀ ଚଣ୍ଡୀ ସାରଳା ମାଦଳା' ବିଶିଷ୍ଟ ଓଡ଼ିଆ ଗବେଷକ ପଣ୍ଡିତ ଅନ୍ତର୍ୟ୍ୟାମୀ ମିଶ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ପ୍ରମଥ ପଟ୍ଟନାୟକ, ବିଶିଷ୍ଟ…