Latest Odisha News

BREAKING NEWS

ଓଡ଼ିଶା : ଧନକୁବେରଙ୍କ ହସ୍ତ ମୁଦିମାହାର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ଗଞ୍ଜମବାସୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଟାଟା କମ୍ପାନୀକୁ ମାଗଣାରେ ଗୋପାଳପୁର ଶୀତଳାପଲ୍ଲୀ ଠାରେ ଜମି ୨୦୧୪ରେ ଯୋଗାଇଦେଇଥିଲେ । ଦୀର୍ଘ ୮ ବର୍ଷ ହେଲା ସେ ଜମିରେ ଟାଟା କୋଠାବାଡି, ହସ୍‍ପିଟାଲ ପାଇଁ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୩୦୦ ଯାତ୍ରୀ; ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ: ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ବିମାନ ଯାତ୍ରୀ। ପାଖାପାଖି ୩୦୦ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କରୁ ଦିଲ୍ଲୀ ଫେରୁଥିବା ଏୟାର ଇଣ୍ଡିଆ ବିମାନ ସ୍ୱିଡେନ୍‌ରେ ଷ୍ଟକ୍‌ହୋମ୍‌ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି। ବିମାନରେ ଯାତ୍ରୀକ ତ୍ରୁଟି ଥିବା ଜଣାପଡ଼ିବା ପରେ  ବୁଧବାର ବିମାନକୁ ଜରୁରୀ…

ବିଦାୟକାଳୀନ ଟୁର୍ଣ୍ଣାମେଂଟର ପ୍ରଥମ ରାଉଣ୍ଡରେ ହାରିଲେ ସାନିଆ

ଦୁବାଇ: ଭାରତର ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଂଟର ପ୍ରଥମ ରାଉଣ୍ଡରେ ହାରି ଯାଇଛନ୍ତି । ଏଥିସହ ତାଙ୍କ କ୍ୟାରିୟରର ସମାପ୍ତି ଘଟିଛି । ଦୁବାଇ ଟେନିସ ଚାମ୍ପିୟନଶିପରେ ସେ ଓ ତାଙ୍କ ଆମେରିକାନ ସାଥୀ ମ୍ୟାଡିସନ କିଜ ରୁଷିଆର ଭେରେନିକା କୁଦେରମେଟୋଭା ଓ…

ଷ୍ଟେନସର ଟ୍ରେନ୍‌ ଅଟକୁ ନଥିବାରୁ ଆନ୍ଦୋଳନକୁ ଓହ୍ଲାଇଲେ ଲୋକେ; ଅନିର୍ଦ୍ଦିଷ୍ଟ କାଳ ପାଇଁ ବାମରା ବନ୍ଦ ଡାକରା

ବାମରା: ସମ୍ବଲପୁର ଜିଲ୍ଲା ବାମରା ଷ୍ଟେସନରେ ଅଟକୁ ନାହିଁ ଏକ୍ସପ୍ରେସ୍ ଟ୍ରେନ୍‌। ଏଥିପାଇଁ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କିଛି ଫଳ ନମିଳିବାରୁ ବାଧ୍ୟ ହୋଇ ଆନ୍ଦୋଳକୁ ଓହ୍ଲାଇଛି ବାମରା ରେଳ କ୍ରିୟାନୁଷ୍ଠାନ କମିଟି। ବାମରା ରେଳ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ନନ୍ଦନକାନନ ମିଉଜିୟମ୍ ବାରଣ୍ଡା ଉପରେ ବସି ମୀନାକ୍ଷି ସ୍ଥିର ମନରେ ଶୁଣିଯାଉଥିଲା ବାଲ୍ୟ ବାନ୍ଧବୀ ପଦ୍ମିନୀର ଅତୀତ କାହାଣୀ । ସ୍ୱପ୍ନରେ ଭାବି ନଥିବା ଘଟଣାଗୁଡ଼ିଏ ଜୀବନ ସହ କେତେବେଳେ କେମିତି ଯୋଡ଼ି ହୋଇଯାଏ ଆଉ ଏ…

ପନିକିରେ ହାଣି ନଦୀ ବନ୍ଧରେ ଫିଙ୍ଗିଦେଲେ ମହିଳାଙ୍କ ମୃତଦେହ

ଯାଜପୁର: ମହିଳାଙ୍କୁ ପନିକିରେ ହାଣୀ ମୃତଦେହ ନଦୀବନ୍ଧରେ ଫିଙ୍ଗି ଦେଲେ। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିନସ୍ଥ ଦତ୍ତପୁର ପଞ୍ଚାୟତର ହେମନ୍ତପୁର ଗାଁରେ ଏଭଳି ଘଟଣା ଘଟିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭବ କରିଛି। ମୃତ ମହିଳା ହେଲେ ହେମନ୍ତପୁର ଗାଁର ରନାଥ…

ସନ୍ଧ୍ୟାରେ ଶ୍ରୀଜିଉଙ୍କ ବନକଲାଗି ନୀତି; ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ଆଜି ଫାଲଗୁନ-ଶୁକ୍ଳ ତୃତୀୟା ତିଥି ହୋଇଥିବାରୁ ସନ୍ଧ୍ୟାରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ସମୟରେ ୪ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଦିଅଁ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା…

ଭାଷା ଭାଗବତ : ମତ ସମୀକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ମତ ନ ହେଲେ ସମୀକ୍ଷିତ ଜଣା ପଡ଼େନି ମିଛ, ସତ ତେଣୁ ଅଟଇ ଅକାରଣ ବିରୋଧ ଅବା ସମର୍ଥନ ଯାହା ବି ଲାଗଇ ନୂତନ ସେହି ଆଡ଼କୁ ନେଇ ମନ ଗ୍ରହଣ ଅବା ପ୍ରତ୍ୟାଖ୍ୟାନ କରଂତି ଜ୍ଞାନୀ ଓ ଅଜ୍ଞାନ ନୂତନ ପଦ୍ଧତି, କୌଶଳ କାମକୁ କରିଲେ ସରଳ…

ଋୁଷ-ୟୁକ୍ରେନ ଯୁଦ୍ଧରେ ପୁଟିନ କେବେ ବି ଜିତିପାରିବେ ନାହିଁ: ବାଇଡେନ

ୱାଶିଂଟନ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା  ଯୁଦ୍ଧକୁ ଏକ ବର୍ଷ ବିତିଗଲାଣି । କୌଣସି ନିର୍ଣ୍ଣୟକ ସ୍ଥିତିରେ ନା ଋୁଷ ନା ୟୁକ୍ରେନ କେହି ପହଞ୍ଚି ପାରୁନାହାନ୍ତି । ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଏକ ବିସ୍ଫୋରକୂ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି,…